ବାଣିଜ୍ୟ

ଟ୍ରାଫିକ୍‌ ସିଗ୍‌ନାଲରେ ଗାଡ଼ିରଖି ନୀତାଙ୍କୁ ପ୍ରପୋଜ୍‌ କରିଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ ଏହି ରୋଚକ ପ୍ରେମକାହାଣୀ ବିଷୟରେ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ପରିଚଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଇତିମଧ୍ୟରେ ୫୭ ବର୍ଷର ହୋଇସାରିଛନ୍ତି। ୧୯୬୪ ମସିହା ନଭେମ୍ବର ୧ରେ ମୁମ୍ବାଇରେ ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୀତା। ଜୀବନଶୈଳୀକୁ ନେଇ ସବୁବେଳେ…

ରେଟ୍‌ କଣ୍ଟ୍ରାକ୍ଟକୁ ଅଣଦେଖା: ସଙ୍କଟରେ ଏମ୍‌ଏସ୍‌ଏମ୍‌ଇ

ଭୁବନେଶ୍ୱର,୪।୧୧(ବ୍ୟୁରୋ) – ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିକାଶ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର କହୁଛନ୍ତି। ସ୍ଥାନୀୟ ଶିଳ୍ପଗୁଡ଼ିକର ସ୍ବାର୍ଥ ରକ୍ଷା ଲାଗି ସରକାର ଇପିଏମ୍‌ (ରପ୍ତାନି ପ୍ରୋତ୍ସାହନ ଓ ବିପଣନ) ରେଟ୍‌ କଣ୍ଟ୍ରାକ୍ଟ ବ୍ୟବସ୍ଥାକୁ…

ଚାକର ଅଛନ୍ତି, କିନ୍ତୁ ମୁକେଶ ଅମ୍ବାନୀଙ୍କ ପିଲାମାନେ ଘରେ କରିଥାନ୍ତି ଏହି କାମ

ଦେଶରୁ ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ, ସ୍ତ୍ରୀ ନୀତା ଅମ୍ବାନୀ ସେମାନଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁକେଶ ଘରର ସମସ୍ତ ଚାକର ୨ ଲକ୍ଷରୁ ଅଧିକ ଟଙ୍କା ଦରମା ରୂପେ ନେଇଥାନ୍ତି। ହେଲେ…

ମୁକେଶ ଅମ୍ବାନୀଙ୍କୁ ଝଟ୍‌କା, ଧନୀ ତାଲିକାରୁ ଖସିଲେ

ନୂଆଦିଲ୍ଲୀ, ୩।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଜବରଦସ୍ତ ଝଟ୍‌କା ଲାଗିଛି। ଶେୟାର ମୂଲ୍ୟ ଖସିବା ଯୋଗୁ ରିଲାଏନ୍ସକୁ ବହୁ କ୍ଷତି ସହିବାକୁ ପଡିଛି। ଫଳସ୍ବରୂପ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର (ପ୍ରାୟ ୫୦ ହଜାର…

ବଣ୍ଡ, କରେନ୍ସି ମାର୍କେଟ ଟ୍ରେଡିଂ ସମୟ ବଢ଼ାଇବ ଆର୍‌ବିଆଇ

ମୁମ୍ବାଇ: ବଣ୍ଡ ଏବଂ କରେନ୍ସି ମାର୍କେଟର ଟ୍ରେଡିଂ ସମୟ ସୀମାକୁ ବଢ଼ାଇବା ଲାଗି ରିଜର୍ଭ ବ୍ୟାଙ୍କ ସୋମବାର ନିଷ୍ପତ୍ତି ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ଏହାଦ୍ୱାରା ନିୟନ୍ତ୍ରିତ ବିଭିନ୍ନ ବଜାରର ଟ୍ରେଡିଂ ସମୟକୁ ପୁଣି ଥରେ ବ୍ୟବସ୍ଥିତ କରିବା ଲାଗି ଏଭଳି…

ସି. ଉଦୟ ଭାସ୍କର ନାବାର୍ଡର ନୂଆ ସିଜିଏମ୍‌

ଭୁବନେଶ୍ୱର: ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ନୂଆ ମୁଖ୍ୟ ମହାପ୍ରବନ୍ଧକ(ସିଜିଏମ୍‌) ଭାବେ ସି.ଉଦୟ ଭାସ୍କର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ସେ ପବ୍ଲିକ ଆଡମିନିଷ୍ଟ୍ରେଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ନାବାର୍ଡରେ ତାଙ୍କର…

ଆସିବ ଆଉ ଏକ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଣ୍ଟା ସଳଖି ଛିଡ଼ା ହୋଇନାହିଁ। ସରକାର ପୂର୍ବରୁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ ପାର୍ବଣରେ ବଜାରର ଉତ୍ସାହ ବଢ଼ାଇବା ଲାଗି…

ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ମିଆଦ ମାସେ ବଢିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା(ଇସିଏଲ୍‌ଜିଏସ୍‌)ର ମିଆଦକୁ ଆଉ ମାସେ ବଢାଇଛନ୍ତି। ଏହା ଚଳିତ ମାସ ୩୦ ତାରିଖ ଯାଏ କିମ୍ବା ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏକ୍ଷେତ୍ରରେ…

ମାଲ୍ୟାଙ୍କ ପ୍ରତ୍ୟର୍ପଣ: ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ମୁମ୍ବାଇ: ପଳାତକ ବିଜୟ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ଲାଗି ବ୍ରିଟେନରେ ବର୍ତ୍ତମାନ ପ୍ରତ୍ୟର୍ପଣ ଲାଗି ପ୍ରକ୍ରିୟା ଜାରି ରହିଛି। ଏହି ମାମଲା ବର୍ତ୍ତମାନ ଝୁଲି ରହିଛି। ଏହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ୬ ସପ୍ତାହ…

ଅକ୍ଟୋବର ବେକାରି ହାର ୬.୯୮%କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ବେକାରି ହାର ଅକ୍ଟୋବର ମାସରେ ୬.୯୮%କୁ ବୃଦ୍ଧି ଘଟିଛି। ଏହା ସେପ୍ଟେମ୍ବରରେ ୬.୬୭% ରହିଥିଲା ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ପକ୍ଷରୁ ସୋମବାର ଜାରି ଡାଟାରେ ପ୍ରକାଶ ପାଇଛି। କରୋନା ମହାମାରୀ ଦ୍ୱାରା ଦେଶର ପ୍ରାୟ…

କେନ୍ଦ୍ର ଦେଲା ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଡିଶା ସମେତ ୧୬ ରାଜ୍ୟ ଏବଂ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ଜିଏସ୍‌ଟି କ୍ଷତିପୂରଣ ଭାବେ ୬ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ସୋମବାର ଘୋଷଣା କରିଛନ୍ତି। ଚଳିତ ବର୍ଷ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ସଂଗ୍ରହ…

ଅମ୍ବାନୀ ପରିବାର ପାଳିଲେ ଭାବି ସାନବୋହୂ ରାଧିକାଙ୍କ ଜନ୍ମଦିନ: ଭିଡିଓ ଭାଇରାଲ

ଦେଶର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାମ୍ୟାନ୍‌ ମୁକେଶ ଅମ୍ବାନୀଙ୍କ ପରିବାରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅମ୍ବାନୀ ପରିବାର ପୁଅ ଅନନ୍ତ ଅମ୍ବାନୀଙ୍କ ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?