୩୫% ଏମ୍ଏସ୍ଏମ୍ଇ ବନ୍ଦ ହୋଇଯିବ
ନୂଆଦିଲ୍ଲୀ,୩।୬: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ରେଟିଙ୍ଗ ଏଜେନ୍ସି ମୁଡିସ୍ ଭାରତର ରେଟିଂକୁ ସୋମବାର ଖସାଇଦେଇଛି। ବର୍ତ୍ତମାନ ନୀତି ନିର୍ଦ୍ଧାରଣ ଏବଂ ଏହାକୁ ଲାଗୁ କରିବା କଷ୍ଟକର ହୋଇ ପଡିବ ବୋଲି ଏହି...
୮ କମ୍ପାନୀ, ୩ ବ୍ୟାଙ୍କର ରେଟିଂ ଖସାଇଲା ମୁଡିସ୍
ନୂଆଦିଲ୍ଲୀ,୩।୬: ରେଟିଂ ଏଜେନ୍ସି ମୁଡିସ୍ ମଙ୍ଗଳବାର ୮ କମ୍ପାନୀ, ୩ ବ୍ୟାଙ୍କ ଏବଂ ୭ ଭିତ୍ତିଭୂମି କମ୍ପାନୀର ରେଟିଂକୁ ଖସାଇ ଦେଇଛି। ସେହିଭଳି ୭ ଅଣ ବିତ୍ତ କମ୍ପାନୀଗୁଡ଼ିକର ରେଟିଂକୁ ମଧ୍ୟ ଏହି ଏଜେନ୍ସି କମ୍ କରି ଦେଇଛି। ୩...
ସଂସ୍କାର ଧାରାରୁ ଫାଇଦା ମିଳିବ:ମୋଦି
ନୂଆଦିଲ୍ଲୀ,୩।୬: ଭାରତ ନିଶ୍ଚିତ ପକ୍ଷେ ଏହାର ଅଭିବୃଦ୍ଧି ପଥକୁ ଫେରିବ। ଲକ୍ଡାଉନ ସମୟରେ ସରକାର ଯେଉଁ ସଂସ୍କାର ଧାରା ଗ୍ରହଣ କରିଛନ୍ତି ତା’ର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶକୁ ପୁଣି ଥରେ...
ଧାନ ଏମ୍ଏସ୍ପି ୧୮୬୮ ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ,୨ା୬(ପି.ଟି.): କେନ୍ଦ୍ର ସରକାର ୨୦୨୦-୨୧ ବର୍ଷ ଲାଗି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କୁଇଣ୍ଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଧାନ ଏମ୍ଏସ୍ପି ୧,୮୬୮ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଖାଦ୍ୟଶସ୍ୟ, ଡାଲି ଓ ତୈଳବୀଜ...
ଏମ୍ଏସ୍ଏମ୍ଇ ଲାଗି ନୂଆ ରୋଡ୍ମ୍ୟାପ୍
ନୂଆଦିଲ୍ଲୀ,୧।୬: କରୋନା ଦ୍ୱାରା କବଳିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଦେଶର ବିକାଶ କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡ଼ିକ...
୮୭୯ ପଏଣ୍ଟ ବଢ଼ିଲା ସେନ୍ସେକ୍ସ
ମୁମ୍ବାଇ,୨।୬: ଦେଶର ଅର୍ଥ ବ୍ୟବସ୍ଥାକୁ ଅନ୍ଲକ୍ କରିବା ଲାଗି ସରକାରଙ୍କ ଘୋଷଣାର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ୮୭୯ ପଏଣ୍ଟ ବଢ଼ିଥିବା ଜଣାପଡ଼ିଛି। ଏହି ସମୟରେ ରିଲାଏନ୍ସ ଇଷ୍ଟଷ୍ଟ୍ରିଜ, ଏଚ୍ଡିଏଫ୍ସି ଟ୍ବିନ୍ସ...
ଏଲ୍ପିଜି ଦର ୧୧.୫ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ,୨।୬: ସୋମବାର ଅଣ ସବ୍ସିଡି ଏଲ୍ପିଜି କ୍ଷେତ୍ରରେ ସିଲିଣ୍ଡର ପିଛା ୧୧.୫ ଟଙ୍କା ମୂଲ୍ୟ ବୃଦ୍ଧି ଘଟିଛି। ସେହିଭଳି ବିମାନ ଇନ୍ଧନ ବା ଏଟିଏଫ୍ ମୂଲ୍ୟ ପ୍ରାୟ ୫୬.୫ ଟଙ୍କା ବଢ଼ିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ...
‘ଓ୍ବାନ୍ ନେଶନ ଓ୍ବାନ୍ ରାଶନ କାର୍ଡ’ଯୋଜନାରେ ଆଉ ୩ ରାଜ୍ୟ
ନୂଆଦିଲ୍ଲୀ,୨।୬: ଜୁନ୍ ପହିଲାରୁ ‘ଓ୍ବାନ୍ ନେଶନ ଓ୍ବାନ୍ ରାଶନ କାର୍ଡ’ ଯୋଜନାରେ ଓଡ଼ିଶା ସମେତ ସିକିମ ଏବଂ ମିଜୋରାମ ଭଳି ଆଉ ୩ ରାଜ୍ୟ ସାମିଲ ହୋଇଛନ୍ତି। ଫଳରେ ଉକ୍ତ ଯୋଜନାରେ ଯୋଗଦେଇଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର...
ମଝି ସିଟ୍ ଖାଲି ରଖିବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨।୬: ବର୍ତ୍ତମାନ କରୋନା ମାମଲା ବଢୁଥିବାରୁ ସରକାର ଏହାକୁ ନଜରରେ ରଖି କଟକଣା କୋହଳ କରିଥିଲେ ମଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି। ମେ ମାସ ୨୫ ପରଠାରୁ ସାରା ଦେଶରେ ଘରୋଇ ବିମାନ ଉଡ଼ାଣକୁ ଅନୁମତି ମିଳିଛି। ଏଭଳି ସ୍ଥିତିରେ...
ପ୍ରଦୀପ କୁମାର ତ୍ରିପାଠୀ ଇସ୍ପାତ ସଚିବ
ନୂଆଦିଲ୍ଲୀ,୨।୬: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍)ର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ସୋମବାର କେନ୍ଦ୍ର ଇସ୍ପାତ ସଚିବ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ମେ ୩୧ରେ ଏହି ପଦବୀରେ ଅବସ୍ଥାପିତ ଥିବା ବିନୟ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଛି।...
କମ୍ପାନୀଗୁଡ଼ିକର ଗାଡ଼ି ବିକ୍ରିରେ ରେକର୍ଡ ହ୍ରାସ
ନୂଆଦିଲ୍ଲୀ,୨।୬: କରୋନା କବଳିତ ବଜାରରେ ବର୍ତ୍ତମାନ ଚାହିଦା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମେ ମାସରେ ଦେଶର ଅଟୋମୋବାଇଲ କମ୍ପାନୀଗୁଡ଼ିକର ବିକ୍ରି ସମ୍ପୂର୍ଣ୍ଣ ଖସି ଯାଇଛି। ପ୍ରମୁଖ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ର ବିକ୍ରି ୮୬% ଖସିଛି।...
ଭିମ୍ ଆପରୁ ୭ମିଲିୟନ ଡାଟା ଚୋରି ଅଭିଯୋଗ
ମୁମ୍ବାଇ,୨।୬ : ଦିନକୁ ଦିନ ସାଇବର ଅପରାଧ ମାମଲା ବଢୁଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ ପେମେଣ୍ଟ ଆପ୍ଲିକେଶନ ଭିମ୍ ଆପ୍ରୁ ପ୍ରାୟ ୭୦ ଲକ୍ଷ ଡାଟା ଚୋରି ହୋଇଥିବା ଇସ୍ରାଏଲ ସାରବର ସିକ୍ୟୁରିଟି ଫାର୍ମ...
Archives


