ଭଲ ରହିବ ଆସନ୍ତା ଆର୍ଥତ୍କ ବର୍ଷ
ନୂଆଦିଲ୍ଲୀ,୧୧।୬: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଅନେକ ନକାରାତ୍ମକ ରିପୋର୍ଟ ସାମ୍ନାକୁ ଆସୁଛି। ୟା’ମଧ୍ୟରେ ଏକ ଭଲ ଖବର ଆସିଥିବା ଜଣାପଡିଛି। ଆସନ୍ତା ଆର୍ଥତ୍କ ବର୍ଷ ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଭଲ ରହିବ ବୋଲି ରେଟିଂ ଏଜେନ୍ସି...
କମ୍ପାନୀଙ୍କ କୋଭିଡ୍ ଖର୍ଚ୍ଚ: ପିଏମ୍ କେୟାର୍ସ ପାଣ୍ଠିକୁ ସିଂହଭାଗ
ନୂଆଦିଲ୍ଲୀ,୧୧।୬: ଦେଶର ଶିଳ୍ପ ଜଗତ ପକ୍ଷରୁ କରୋନା ପାଇଁ ପ୍ରାୟ ଖର୍ଚ୍ଚ କରିବାକୁ ଥିବା ମୋଟ ଅର୍ଥ ମଧ୍ୟରୁ ସିଂହଭାଗ ପିଏମ୍ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି। ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ୧୩୦ ପ୍ରମୁଖ କମ୍ପାନୀଗୁଡିକର ସାମାଜିକ କ୍ଷେତ୍ର...
ହଜାରେ କର୍ମଚାରୀଙ୍କୁ ଛଟେଇ କରିବ ଏମିରେଟ୍ସ
ନୂଆଦିଲ୍ଲୀ,୧୧।୬: କରୋନା ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ବୃହତ୍ ପରିମାଣର ଛଟେଇ ହୋଇଥିବା ବେଳେ ଅନେକଙ୍କ ଚାକିରି ଉପରେ ସଙ୍କଟ ରହିଛି। ପ୍ରମୁଖ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏମିରେଟ୍ସ ବର୍ତ୍ତମାନ ସୁଦ୍ଧା ଅନେକ...
ଏମ୍ଏସ୍ଏମ୍ଇ ଋଣ ଯୋଜନାର ସମୀକ୍ଷା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୧।୬: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏମ୍ଏସ୍ଏମ୍ଇଗୁଡିକ ଲାଗି ଆରମ୍ଭ ହୋଇଥିବା ଋଣ ଗ୍ୟାରେଣ୍ଟି ଯୋଜନାର ମଙ୍ଗଳବାର ସମୀକ୍ଷା କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟଙ୍କୁ ସୀତାରାମନ ଭେଟିବା ସହ ଏମ୍ଏସ୍ଏମ୍ଇଗୁଡିକୁ ସହାୟତା କରିବା ଲାଗି ଋଣ ପ୍ରଦାନକୁ ତ୍ୱରାନ୍ବିତ କରିବା ଲାଗି...
ବଦଳିଗଲାଣି କିଣାକିଣି ତରିକା
ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା ଲାଗି ଆସୁଛନ୍ତି। ବର୍ତ୍ତମାନ ସ୍ଥିତିରେ ଖାଉଟିଙ୍କ କିଣାକିଣି କରିବା ଢାଞ୍ଚାରେ ପରିବର୍ତ୍ତନ ଦେଖାଯାଇଛି।...
ଆଇଟି କ୍ଷେତ୍ରରେ ଛଟେଇ ବଢ଼ିଛି
ନୂଆଦିଲ୍ଲୀ,୧୧।୬: କରୋନା ଯୋଗୁ ଲୋକଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପଡିଛି। କରୋନା ଦ୍ୱାରା କେବଳ ସଙ୍ଗଠିତ କ୍ଷେତ୍ର ନିଯୁକ୍ତି ପ୍ରଭାବିତ ହୋଇନାହିଁ ବରଂ ସଙ୍ଗଠିତ କ୍ଷେତ୍ରରେ ବୃହତ୍ ପରିମାଣର ଲୋକଙ୍କ ଚାକିରି ଚାଲିଯାଇଛି। କୋଭିଡ୍-୧୯ ଦ୍ୱାରା ସାରା ବିଶ୍ୱର...
ତୃତୀୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ,ଡିଜେଲ ଦର
ନୂଆଦିଲ୍ଲୀ,୧୦।୬: ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ଆସିଛି। ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୫୪ ପଇସା ବଢିଥିବା ବେଳେ ଡିଜେଲର ଲିଟର ପିଛା ଦର ୫୮ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି।...
୧୦ ବର୍ଷ ତଳକୁ ଖସିଲା ଟିକସ-ଜିଡିପି ଅନୁପାତ
ନୂଆଦିଲ୍ଲୀ,୧୦।୬: ଆର୍ଥିକ ବର୍ଷ ୨୦୧୯-୨୦ରେ ଦେଶର ଟିକସ ଜିଡିପି ଅନୁମାତ ୧୦ ବର୍ଷ ନିମ୍ନକୁ ଖସିଯାଇଛି। ଏହି ସମୟରେ ଏହା ୯.୮୮% ସ୍ତରକୁ ଖସିଥିବା ଜଣାପଡିଛି। ସୀମା ଶୁଳ୍କ ଏବଂ କର୍ପୋରେଶନ ଟିକସ ଆଦାୟ କମିବା ଯୋଗୁ ଏଭଳି ସ୍ଥିତି...
ମୁମ୍ବାଇରେ ଜୀବନଯାପନ ସବୁଠୁ ମହଙ୍ଗା
ନୂଆଦିଲ୍ଲୀ,୧୦।୬: ଦେଶର ଆର୍ଥତ୍କ ରାଜଧାନୀ କୁହାଯାଉଥିବା ମୁମ୍ବାଇ ସହରରେ ଜୀବନଯାପନ କରିବା ସବୁଠାରୁ ମହଙ୍ଗା। ନିକଟରେ ହୋଇଥିବା ମରସର୍ସ ୨୦୨୦ କଷ୍ଟ ଅଫ୍ ଲିଭିଂ ୨୦୨୦ ସର୍ଭେରୁ ଏହା ସାମ୍ନାକୁ ଆସିଛି। ବିଶ୍ୱର ସବୁଠୁ ବ୍ୟୟ ବହୁଳ ସହର ମଧ୍ୟରେ...
ନୈରାଶ୍ୟଜନକ ସ୍ଥିତିରେ ନିଯୁକ୍ତି ବଜାର
ନୂଆଦିଲ୍ଲୀ,୧୦।୬: କୋଭିଡ୍-୧୯ ବିଶ୍ୱ ବଜାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। ଲକ୍ଡାଉନ ଯୋଗୁ କାରବାର ଟ୍ରାକ୍ ବାହାରକୁ ଚାଲିଯାଇଛି। ବର୍ତ୍ତମାନ କଟକଣା କୋହଳ ହେଉଥିଲେ ମଧ୍ୟ ସବୁକିଛି ଠିକ୍ ଅବସ୍ଥାକୁ ଆସିବା ଲାଗି ଅନେକ ସମୟ ଲାଗିବ। ବର୍ତ୍ତମାନ କମ୍ପାନୀଗୁଡିକ କ୍ଷତି...
ମାଡ଼ି ଆସୁଛି ମହା ମାନ୍ଦାବସ୍ଥା
ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର ଉପରେ ଦେଖାଯାଇଛି। ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଲଗାତର ଭାବେ ଖସୁଥିବା ନଜରକୁ...
ପେଟ୍ରୋଲ ଉପରେ ୨୭୫% ଟିକସ
ନୂଆଦିଲ୍ଲୀ,୧୦।୬: ଗତ ୩ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ହେଉଛି। ପ୍ରାୟ ୮୩ ଦିନ ପରେ ଜୁନ୍ ୭ରେ ଇନ୍ଧନ ଦରରେ ପରିବର୍ତ୍ତନ ଆସିଛି। ଗତ ୩ ଦିନରେ ପେଟ୍ରୋଲର ଲିଟର ପିଛା...
Archives


