ନୂଆଦିଲ୍ଲୀ: ଟେସ୍ଲା ଇଙ୍କ୍ ଏବଂ ସ୍ପେଶ୍ ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କୁ ଟପି ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତିର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ଟେସ୍ଲାର ଶେୟାର ୪.୮% ବଢ଼ିବାରୁ ମସ୍କ ବେଜୋସ୍ଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ଲୁମ୍ବର୍ଗ ପକ୍ଷରୁ ବିଶ୍ୱର ୫୦୦ ଧନଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଏଲନ୍ ମସ୍କ ଏବେ ପ୍ରଥମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଜନ୍ମିତ ଏହି ଇଞ୍ଜିନିୟରଙ୍କ ମୋଟ ସମ୍ପତ୍ତି ୧୮୮.୫ ବିଲିୟନ ଡଲାରକୁ ବଢ଼ିଛି। ଏହା ବେଜୋସ୍ଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଅଧିକ। ୨୦୧୭ ପରଠାରୁ ଆମାଜନ ପ୍ରତିଷ୍ଠାତା ଏହି ସ୍ଥାନରେ ରହି ଆସୁଥିଲେ। ଗତ ଗୋଟିଏ ବର୍ଷରେ ମସ୍କଙ୍କର ସମ୍ପତ୍ତି ଦ୍ରୁତ ଭାବେ ବଢ଼ିଛି। ସେ ଏହି ଅବଧିରେ ୧୫୦ ବିଲିୟନ ଡଲାର ସମ୍ପତ୍ତି ଯୋଡ଼ି ପାରିଛନ୍ତି। ଦ୍ରୁତ ଭାବେ ସମ୍ପତ୍ତି ଯୋଡ଼ିବାରେ ଏହା ଇତିହାସରେ ପ୍ରଥମ। ଗତ ଗୋଟିଏ ବର୍ଷରେ ଟେସ୍ଲା ଶେୟାର ୭୪୩% ବଢ଼ିଛି। ୪୯ ବର୍ଷୀୟ ମସ୍କ କହିଛନ୍ତି, ମଙ୍ଗଳରେ ସ୍ଥାପନ ହେବାକୁ ଥିବା ସହର ଗଢ଼ିବାରେ ଯଥାସମ୍ଭବ ସମ୍ପତ୍ତି ଦାନ କରିପାରିବେ। ସୂଚନାଯୋଗ୍ୟ, ଏଲନ୍ ମସ୍କଙ୍କ କମ୍ପାନୀ ଟେସ୍ଲା ଇଲେକ୍ଟ୍ରିକ କାର୍ ପ୍ରସ୍ତୁତ କରୁଥିବା ବେଳେ ସ୍ପେଶ୍ ଏକ୍ସ ଏକ ଘରୋଇ କମ୍ପାନୀ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ସକ୍ରିୟ ରହିଛି।
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…
ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…
ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍ ଜମା କରିପାରିବେ? ଜାଣନ୍ତୁ ନିୟମ
ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…
ସରିଗଲା ଡେଡ୍ଲାଇନ୍; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…
ନୂଆଦିଲ୍ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…
Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ
ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…
RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ
ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…
ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…
ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…
UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ
ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…
ଦୀପାବଳି ପାଇଁ ଏବେଠୁ ବୁକ୍ ହୋଇଗଲା ସବୁ ଟ୍ରେନ ଟିକେଟ୍! କିଛି ସମୟରେ…
ନୂଆଦିଲ୍ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…
Archives

