ବିଦେଶୀ ନିବେଶକ ଉଠାଇ ନେଲେ ୬୪୫୨ କୋଟି
ମୁମ୍ବାଇ: କୋଭିଡ୍-୧୯ର ଦ୍ୱିତୀୟ ଲହର ପୁଞ୍ଜି ବଜାର ନିବେଶକଙ୍କ ମନକୁ ପ୍ରଭାବିତ କରିଛି। ଫଳରେ ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ମାନେ ପୁଞ୍ଜି ବଜାରରୁ ଚଳିତ ମାସ ବର୍ତ୍ତମାନ ସୁଦ୍ଧା ୬୪୫୨ କୋଟି ଟଙ୍କା ଉଠାଇ ନେଲେଣି। ଡିପୋଜିଟୋରି ଡାଟା ମୁତାବକ, ଏହି…
୫% ବଢ଼ିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର
ନୂଆଦିଲ୍ଲୀ: ସାରା ବିଶ୍ୱ କୋଭିଡ୍ ମହାମାରୀ ଭୟରେ ଭୟଭୀତ ହୋଇ ରହିଛିି। ଏଭଳି ସମୟରେ ଭାରତରେ ପରିବାଠାରୁ ପେଟ୍ରୋଲ ପର୍ଯ୍ୟନ୍ତ ଏପରିକି ଔଷଧ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ…
ମୂଳମୂଲ୍ୟ ଧିମା, ଖୁଚୁରା ବଢୁଛି
ନୂଆଦିଲ୍ଲୀ,୧୪।୫: କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ଗତ ୩ ଦିନ ଧରି ତେଲ ଦର ବଢିଥିବାବେଳେ ଗୁରୁବାର ଏହା ଅପରିବର୍ତ୍ତିତ ରହିଛି। ଗତ ବର୍ଷ ମେ’ ମାସଠାରୁ ଚଳିତ ବର୍ଷ ଅଦ୍ୟାବଧି ତେଲର…
ଶୀଘ୍ର ଖର୍ଚ୍ଚ ହେଉଛି କି ଫୋନ୍ର ଇଣ୍ଟରନେଟ୍ ଡାଟା ? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ
କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…
ଜିଡିପି ୭.୫% ରହିବ: ଜାତିସଂଘ
ନୂଆଦିଲ୍ଲୀ: କ୍ୟାଲେଣ୍ଡର ବର୍ଷ ୨୦୨୧ରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୫% ରହିବା ନେଇ ଜାତିସଂଘ ପକ୍ଷରୁ ବୁଧବାର ଆକଳନ କରାଯାଇଛି। ଜାନୁୟାରୀରେ କରାଯାଇଥିବା ଆକଳନ ତୁଳନାରେ ଏହା ବର୍ତ୍ତମାନ ୦.୨% ବୃଦ୍ଧି କରିଥିବା ଜଣାପଡ଼ିଛି। କୋଭିଡ୍-୧୯ ମାମଲା ବଢୁଥିବା ବେଳେ…
ତେଲ ଚାହିଦା ୯.୪% ଖସିଲା
ନୂଆଦିଲ୍ଲୀ: କୋଭିଡ୍ର ଦ୍ୱିତୀୟ ଲହର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍ଡାଉନ ଏବଂ ଶଟ୍ଡାଉନ କରାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ ଏବଂ ଯାନବାହନ ଚଳାଚଳ ଉପରେ ବର୍ତ୍ତମାନ କଟକଣା ଲାଗିଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ଏହାର ପ୍ରଭାବ ପଡିଛି।…
ଖୁଚୁରା ମୁଦ୍ରାସ୍ଫୀତି ୪.୨୯%
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୯% ସ୍ତରରେ ରହିଛି। ଏହା ମାର୍ଚ୍ଚ ମାସରେ ୫.୫୨% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ସରକାରୀ ଡାଟାରୁ ସାମ୍ନାକୁ ଆସିଛି।…
୧୬ ଟୁଇଟ୍ରେ ସୀତାରାମନଙ୍କ ଉତ୍ତର
ନୂଆଦିଲ୍ଲୀ: କୋଭିଡ୍-୧୯ ଭାକ୍ସିନ ଏବଂ ଏଥି ସଂକ୍ରାନ୍ତ ବିଭିନ୍ନ ଔଷଧ ଉପରେ ଲାଗୁଥିବା ଟିକସକୁ ନେଇ ଗତ କିଛିଦିନ ହେବ ବେଶ୍ ଆଲୋଚନା ଜାରି ରହିଛି। କରୋନା ସଙ୍କଟ ସମୟରେ ଭାକ୍ସିନ ଉପରେ ଟିକସ ହ୍ରାସ ହେଉ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
କଳିଙ୍ଗନଗରରୁ ଏଲ୍ଏମ୍ଓ ଯୋଗାଣ
ଯାଜପୁର ଅଫିସ: ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ୍ ଜରିଆରେ ରବିବାରଠାରୁ ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାରୁ ଲିକ୍ବିଡ୍ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଯୋଗାଣ ଆରମ୍ଭ ହୋଇଛି। ୭ କ୍ରାୟୋଜେନିକ୍ କନେର୍ ଥିବା ଏହି ଅକ୍ସିଜେନ୍ ଟ୍ରେନ୍ ଓଡ଼ିଶାର ଯାଜପୁର ଜିଲାର କଳିଙ୍ଗନଗରରୁ…
ଜୁନ୍ରେ ଆରମ୍ଭ ହୋଇପାରେ ବ୍ୟାଡ୍ ବ୍ୟାଙ୍କ
ନୂଆଦିଲ୍ଲୀ: ନ୍ୟାଶନାଲ ଆସେଟ ରିକନ୍ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍ଏଆର୍ସିଏଲ୍) ବା ବ୍ୟାଡ୍ ବ୍ୟାଙ୍କ ଚଳିତବର୍ଷ ଜୁନଠାରୁ କାର୍ଯ୍ୟ ଆରମ୍ଭ କରିପାରେ। ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ସିଇଓ ସୁନୀଲ ମେହେଟ୍ଟା ଏ ସମ୍ପର୍କରେ ରବିବାର ସୂଚନା ଦେଇଛନ୍ତି। ଆର୍ଥତ୍କବର୍ଷ ୨୦୨୧-୨୨ ବଜେଟ ସମୟରେ ଅର୍ଥମନ୍ତ୍ରୀ…
ରିଲାଏନ୍ସ ଦ୍ୱିତୀୟ ବୃହତ୍ ଅଭିବୃଦ୍ଧିଶୀଳ ରିଟେଲର
ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ବିଶ୍ୱର ଦ୍ୱିତୀୟ ବୃହତ୍ ଅଭିବୃଦ୍ଧିଶୀଳ ରିଟେଲର ଭାବେ ବିବେଚିତ ହୋଇଛି। ଡେଲଏଟ ପକ୍ଷରୁ ପ୍ରକାଶିତ ଏହି ର଼୍ୟାଙ୍କିଙ୍ଗ୍ରେ ଗ୍ଲୋବାଲ ପାଓ୍ବାର ରିଟେଲିଂରେ କମ୍ପାନୀ ୫୩ତମ ସ୍ଥାନରେ ରହିଛି। ଏହା ପୂର୍ବରୁ ଏହା…
ବିଦେଶୀ ନିବେଶକ ଉଠାଇ ନେଲେ ୫,୯୩୬ କୋଟି
ନୂଆଦିଲ୍ଲୀ: ଦେଶର ପୁଞ୍ଜି ବଜାରରୁ ମେ ପ୍ରଥମ ସପ୍ତାହରେ ବିଦେଶୀ ନିବେଶକମାନେ ୫,୯୩୬ କୋଟି ଟଙ୍କା ଉଠାଇ ନେଇଛନ୍ତି। କୋଭିଡ୍-୧୯ର ଦ୍ୱିତୀୟ ଲହର ଭୟରେ ନିବେଶକମାନେ ଏଭଳି କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା…

