ସତର୍କ କଲା ଏସ୍ବିଆଇ: ଜୁନ୍ ୩୦ ମଧ୍ୟରେ କରି ନିଅନ୍ତୁ ଏହି କାମ; ନଚେତ…
ନୂଆଦିଲ୍ଲୀ,୨।୬: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଗ୍ରାହକମାନଙ୍କୁ ଜୁନ୍ ୩୦ ସୁଦ୍ଧା ସେମାନଙ୍କର ପାନ୍-ଆଧାର ଲିଙ୍କ୍ କରିବାକୁ କହିଛି। ଏହାଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ବ୍ୟାଙ୍କ କହିଛି। ଟୁଇଟ୍ କରି ଏସ୍ବିଆଇ କହିଛି,…
ଟେକ୍ନିକାଲ ରିସେସନ, ସେନ୍ସେକ୍ସ ସ୍ତର ୫୦ ହଜାର
ନୂଆଦିଲ୍ଲୀ: ୨୦୧୯ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ଥିଲା। ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଯେତେବେଳେ…
ଇସିଏଲ୍ଜିଏସ୍ ସୀମା ବଢ଼ିଲା
ନୂଆଦିଲ୍ଲୀ: କୋଭିଡ୍-୧୯ ଦ୍ୱିତୀୟ ଲହର ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇରହିଛି। ଏହି ପ୍ରଭାବକୁ କମାଇବା ଲାଗି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମିଳିତ ହୋଇ କାମ କରିବେ। ବ୍ୟାଙ୍କଗୁଡିକ ବିଭିନ୍ନ ଋଣ ପ୍ରଡକ୍ଟ ଏବଂ ଅନ୍ୟ ସହାୟତା ପଦକ୍ଷେପ ଯୋଗାଇ ଦେବେ ବୋଲି…
ପହିଲାରୁ ବଢ଼ିବ ବିମାନ ଭଡ଼ା
ନୂଆଦିଲ୍ଲୀ: ମହାମାରୀ ସମୟରେ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘରୋଇ ବିମାନ ଚଳାଚଳର କମ୍ ସମୟ ସୀମା ଦରକୁ ୧୩ ରୁ ୧୬…
ବେରୋଜଗାର ଚିନ୍ତା ବଢ଼ାଇଛି
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିଛି। ଏହି ମହାମାରୀ ଯୋଗୁ କେବଳ ଲୋକଙ୍କ ଜୀବନ ଯାଇନାହିଁ, ଜୀବିକା ମଧ୍ୟ ଛଡ଼ାଇ ନେଇଛି। ସରକାରଙ୍କ କୋଭିଡ୍ କଟକଣା ଯୋଗୁ ବିଭିନ୍ନ ସଂସ୍ଥା ବନ୍ଦ ହୋଇ ରହିଛି। ଫଳରେ ଅନେକ…
ମହଙ୍ଗା ହେଲା ବିମାନ ଯାତ୍ରା: ସର୍ବନିମ୍ନ ଭଡ଼ା ୧୬ ପ୍ରତିଶତ ବୃଦ୍ଧି …
ନୂଆଦିଲ୍ଲୀ,୨୯।୫: କରୋନା ସଙ୍କଟ ସମୟରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନ ଭିନ୍ନ ଯାତ୍ରା କାଳୀନ ସମୟ ସୀମାରେ ଭଡ଼ା ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।…
ଷ୍ଟାର୍ଟଅପ୍ରେ ୪୦% ମହିଳା ଉଦ୍ୟମୀ
ଭୁବନେଶ୍ୱର: ଭାରତୀୟ ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ଓଡ଼ିଶା ଷ୍ଟାର୍ଟଅପ୍ଗୁଡିକର ସ୍ଥାନ ତୃତୀୟ। ରାଜ୍ୟରେ ବର୍ତ୍ତମାନ ୧୦୩୪ ଷ୍ଟାର୍ଟଅପ୍ ରହିଥିବା ବେଳେ ସେଥିମଧ୍ୟରୁ ୪୦% ଭାଗ ମହିଳା ଉଦ୍ୟମୀ ବୋଲି ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।…
ଲୋଡ଼ା ପଡ଼ିପାରେ ୧.୬ ଲକ୍ଷ କୋଟିର ଋଣ
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ରାଜସ୍ବ ସଂଗ୍ରହ ପ୍ରଭାବିତ ହୋଇ ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକର ରାଜସ୍ବ କ୍ଷତି ଭରଣା ନିମନ୍ତେ କେନ୍ଦ୍ର ସରକାର ଦ୍ୱିତୀୟ ବର୍ଷ ଲାଗି ଋଣ ଉପରେ ନିର୍ଭର କରିପାରନ୍ତି। ଏଥିଲାଗି ୧.୬ ଲକ୍ଷ…
୫୧ ହଜାର ପଏଣ୍ଟ ଟପିଲା ସେନ୍ସେକ୍ସ
ମୁମ୍ବାଇ: ବୁଧବାର ଦେଶର ପୁଞ୍ଜିବଜାର କାରବାର ବେଶ୍ ଉନ୍ନତ ରହିଛି। ଏସିଆ ବଜାରର ସ୍ଥିତି ଭଲ ରହିବା ଯୋଗୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାରବାର ଊର୍ଦ୍ଧ୍ୱଗାମୀ ରହିଛି। ସେନ୍ସେକ୍ସରେ ଟେକ୍ନୋଲୋଜି, ଫାଇନାନ୍ସ ଏବଂ ଅଟୋମୋବାଇଲ ଶେୟାର କାରବାର ବେଶ୍ ଭଲ ରହିବା…
ଟିପିସିଓଡିଏଲ୍ ପକ୍ଷରୁ ବାତ୍ୟା ପ୍ରସ୍ତୁତି
ଭୁବନେଶ୍ୱର: ଆଇଏମ୍ଡିର ରିର୍ପୋଟ ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ପୂର୍ବ କେନ୍ଦ୍ର୍ରୀୟ ବଙ୍ଗୋପସାଗରରେ ମେ ୨୨ରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଆହୁରି ତ୍ରୀବ ରୂପ ଧାରଣ କରି ମେ ୨୫ରେ ଏକ…
ଅକ୍ସିଜେନ କନସେନ୍ଟ୍ରେଟର ଉପରେ ଲାଗିପାରେ ୧୨% ଜିଏସ୍ଟି
ନୂଆଦିଲ୍ଲୀ: ଆସନ୍ତା ୨୮ରେ ବସିବାକୁ ଥିବା ଜିଏସ୍ଟି କାଉନସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଆମଦାନୀ ହେଉଥିବା ଅକ୍ସିଜେନ କନସେନ୍ଟ୍ରେଟର ଉପରେ ୧୨% ଜିଏସ୍ଟି ଲାଗିପାରେ ବୋଲି ଚର୍ଚ୍ଚା ହେଉଛି।
କେୟର୍ନ ମାମଲାରେ ଭାରତର ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ବ୍ରିଟେନ କମ୍ପାନୀ କେୟର୍ନ ଏନର୍ଜି ପିଏଲ୍ସିକୁ ୧.୨ ବିଲିୟନ ଡଲାର ଫେରାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତ ଶୁଣାଣି କରିଥିଲେ। ଏହି ଶୁଣାଣି ବିରୋଧରେ ଭାରତ ସରକାର ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ଟିକସ ବିବାଦ ମାମଲାରେ…

