ଖାଇବା ତେଲ ଦର କମିଲା, ଏଲ୍‌ପିଜି ଦାମ ବଢ଼ିବା ନିଶ୍ଚିତ…

ନୂଆଦିଲ୍ଲୀ,୧୧।୯: ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାର ଖାଇବା ତେଲ ଦର ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କରେ ଏବେ ୨.୫ ପ୍ରତିଶତ ହ୍ରାସ ହୋଇଛି। ଏହା ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ଲାଗୁ ହେବ। ପୂର୍ବରୁ ଅଶୋଧିତ ପାମ୍‌ ଅଏଲ୍‌ ଉପରେ ୧୦ ପ୍ରତିଶତ ଏବଂ ସୋୟା ଅଏଲ୍‌ ଓ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ୭.୫ ପ୍ରତିଶତର ବେସ୍‌ ସପୋର୍ଟ ଶୁଳ୍କ ଲଗାଯାଇଥିଲା। ଫଳରେ ଶୁଦ୍ଧ ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ବେସ୍‌ ଉତ୍ପାଦନ ଶୁଳ୍କ ୩୭.୫ ପ୍ରତିଶତ ହୋଇଥିଲା।

ତେବେ ଏବେ ଏହା ୩୨.୫ ପ୍ରତିଶତରେ ପହଞ୍ଚିଛି। ଏବେ ଉତ୍ପାଦନ ଉପରେ ମୋଟ ୨୪.୭୫ ପ୍ରତିଶତ ଶୁଳ୍କ ଲାଗିବ। ଏଥିରେ ୨.୫ ଉତ୍ପାଦନ ଶୁଳ୍କ ସହିତ ଅନ୍ୟ ଟିକସ ସାମିଲ ରହିଛି। ଫଳରେ ଏବେ ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ୩୫.୭୫ ପ୍ରତିଶତ ଶୁଳ୍କ ଲାଗୁ ହେବ।

ଖାଇବା ତେଲ ଦର ଏହା ଦ୍ୱାରା କମିଥିବାବେଳେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲ୍‌ପିଜି ସିଲିଣ୍ଡର ଦାମ୍‌ ବଢ଼ିବା ନିଶ୍ଚିତ ହୋଇଛି। ଆଇସିଆଇସିଆଇ ସୁକ୍ୟୁରିଟିଜ୍‌ ରିପୋର୍ଟ ଅନୁସାରେ ଅକ୍ୱୋବର ସୁଦ୍ଧା ଏଲ୍‌ପିଜି ସହିତ ସିଏନ୍‌ଜି ଏବଂ ପିଏନ୍‌ଜି ଦାମରେ ୧୦ରୁ ୧୧ ପ୍ରତିଶତ ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ଅଫର୍‌! ହଠାତ୍‌ ଦିଲ୍ଲୀରୁ ଫେରି…

ନୂଆଦିଲ୍ଲୀ,୨୩।୬: ପଞ୍ଜାବ ଗସ୍ତରେ ଯାଇଥିବା ଭାରତୀୟ ଜନତା ପାର୍ଟି (BJP)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ହଠାତ ଦିଲ୍ଲୀ ଫେରି ଆସିଛନ୍ତି। ଚଣ୍ଡୀଗରେ ସେ ପଞ୍ଜାବର ରାଜ୍ୟପାଳ…

ଶେୟାର ମାର୍କେଟ୍‌ କ୍ରାଶ୍‌: ୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ,୨୩।୬: ଦକ୍ଷିଣ କୋରିଆ ବଜାରରେ ତୀବ୍ର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ପଡ଼ିଛି। BSE ସେନସେକ୍ସ ପ୍ରାୟ ୬୦୦-୭୦୦ ପଏଣ୍ଟ ହ୍ରାସ ପାଇଛି। NSE ନିଫ୍ଟି …

୧୦୨ କେଜି ଗଞ୍ଜେଇ ସହ ୪ ଜଣଙ୍କୁ ବାନ୍ଧିଲା ପୋଲିସ: ଇନୋଭା ଗାଡିରେ…

ଭଞ୍ଜନଗର,୨୩।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୧୦୨ କେଜି ଗଞ୍ଜେଇ,…

ଉଦ୍ୟାନ ପରିସର ସଫା କଲେ ବିଧାୟକ: କହିଲେ, ସ୍ବଚ୍ଛତା ଅଭିଯାନ ନୁହେଁ, ଏକ ସାମାଜିକ ଦାୟିତ୍ୱ

ଛତ୍ରପୁର,୨୩।୬(ଦିଲ୍ଲୀପ ସାମଲ): ‘ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଆଜି ଛତ୍ରପୁର ପୌରପରିଷଦର ଏକାମ୍ର ନଗରସ୍ଥିତ ଶିଶୁ ଉଦ୍ୟାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି…

ମାତ୍ର ୫୦ ଟଙ୍କା ନିବେଶ କଲେ ମିଳିବ ୩୫ ଲକ୍ଷର ଦମଦାର୍‌ ରିଟର୍ନ; ଆପଣଙ୍କୁ ଧନୀ କରିବ ପୋଷ୍ଟ ଅଫିସର ଏହି ଯୋଜନା

ଭୁବନେଶ୍ୱର, ୨୩।୬: ମାସ ଶେଷରେ ଦରମା ବା ପାରିଶ୍ରମିକ ଯାହା ବି ହେଉ ନା କାହିଁକି, ସଞ୍ଚୟ କରିବା ନିହାତି ଜରୁରୀ ଯେପରି ଭବିଷ୍ୟତରେ ଆବଶ୍ୟକତା ସମୟରେ…

ହତ୍ୟା ରହସ୍ୟ ଉନ୍ମୋଚିତ: ଏହି କାରଣରୁ ମହିଳାଙ୍କୁ ଜୀବନରୁ ମାରିଦେଇଥିଲେ ରମାକାନ୍ତ

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଶମ ପ୍ରଶାଖା ଛକ କେନାଲ ଘାଟ ନିକଟର ରବିବାର ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଛି। ମୃତ…

ସାରକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ: କହୁ କହୁ କହିଦେଲେ ଗତ ବର୍ଷ କ’ଣ …

ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri