୫.୮୯ କୋଟି ଆଇଟିଆର୍‌ ଫାଇଲ

ନୂଆଦିଲ୍ଲୀ,୨।୧: ଭାରତର ବିକାଶ ପାଇଁ ଦେଶବାସୀ ଧୀରେ ଧୀରେ ଆଗଭର ହେଉଛନ୍ତି। ଫଳସ୍ବରୂପ ୨୦୨୦-୨୧ ଆର୍ଥିକ (ମାର୍ଚ୍ଚ ୨୦୨୧ ଶେଷ ହୋଇଥିବା) ବର୍ଷ ପାଇଁ ମୋଟ ୫.୮୯ କୋଟିର ଆୟକର ରିଟର୍ନ (ଆଇଟିଆର୍‌) ଫାଇଲ କରାଯାଇଛି। ବିଭାଗର ନୂତନ ଇ-ଫାଇଲ୍‌ ପୋର୍ଟାଲରେ ସ୍ପଷ୍ଟ କରାଯାଇଛି ଯେ ୨୦୨୧ ଡିସେମ୍ବର ୩୧ସୁଦ୍ଧା ଏହା ଦାଖଲ କରାଯାଇଛି। ଶନିବାର ଏ ନେଇ ଆଇଟି ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କେବଳ ଡିସେମ୍ବର ୩୧ରେ ୪୬.୧୧ଲକ୍ଷରୁ ଅଧିକ ଆଇଟିଆର୍‌ ଦାଖଲ କରାଯାଇଛି ବୋଲି ସୂଚନା ମିଳିଛି। ସେହିଭଳି କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ଏକ ବିବୃତିରେ କହିଛି, ଆୟକର ବିଭାଗର ନୂତନ ଇ-ଫାଇଲ୍‌ ପୋର୍ଟାଲରେ ପ୍ରାୟ ୫.୮୯ କୋଟିର ଆୟକର ରିଟର୍ନ ଫାଇଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ଡିସେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ସଂଯୋଗ କରାଇବା ଅବଧିକୁ ଚଳିତ ବର୍ଷ ୩୧ ଡିସେମ୍ବର ଯାଏ ବଢାଯାଇଛି। ଏହାର ଲିଙ୍କ୍‌ କରାଇବା...

ୟୁନୋ ଉପଭୋକ୍ତାଙ୍କ ସଂଖ୍ୟା ୧୬ ନିୟୁତ ଟପିଲା

ଭୁବନେଶ୍ୱର,୧୪-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଡିଜିଟାଲ ପ୍ଲାଟଫର୍ମ ୟୋନୋର ୟୁଜର ବେସ୍‌ ବା ଉପଭୋକ୍ତା ସଂଖ୍ୟା ୧୬ ନିୟୁତ ଟପିଥିବା ଜଣାପଡିଛି। ଶୁଭାରମ୍ଭ...

ଆଦାନୀ ଗ୍ରୀନ୍‌ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ ଟୋଟାଲ

ନୂଆଦିଲ୍ଲୀ: ଫ୍ରାନ୍ସ ଭିତ୍ତିକ ଏନର୍ଜି କମ୍ପାନୀ ଟୋଟାଲ, ଆଦାନୀ ଗ୍ରୀନ୍‌ ଏନର୍ଜିରେ ୨୦% ଅଂଶଧନ ହାସଲ କରିବ। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ଆଦାନୀ ଗ୍ରୀନ୍‌ ଏକ ଅଣପାରମ୍ପରିକ...

ଶେଷ ହୋଇପାରେ ଆମେରିକା-ଚାଇନା ଟ୍ରେଡଓ୍ବାର 

ନୂଆଦିଲ୍ଳୀ,୨୨-୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ। ଟ୍ରେଡ୍‌ ଡିଲ୍‌କୁ ନେଇ ଚାଇନାର ରାଷ୍ଟ୍ରପତି ଜି.ଜିନପିଙ୍ଗଙ୍କ ସହ...

ଭଲ ବିକ୍ରି ଆଶାରେ ଜୁଏଲର୍ସ

ଭୁବନେଶ୍ୱର,୧୩।୧୧ – ଚଳିତ ବର୍ଷ କରୋନା ଯୋଗୁ ସୁନା ଗହଣା ବଜାରରେ କାରବାର ଧିମା ରହିଛି। ବଜାରରେ କଟକଣା କୋହଳ ହେଉଥିବାରୁ କାରବାର ଧୀରେ ଧୀରେ ଟ୍ରାକ୍‌କୁ...

କରୋନା ସଙ୍କଟରେ ୮୦ ହଜାର କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳରେ କେତେକ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଉଛି। କରୋନା...

ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତାଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ,୧୦-୧: ଆସନ୍ତା ସପ୍ତାହରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ଭାରତ ଗସ୍ତ କରିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି। ଏହାବାଦ...

ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ

ମୁମ୍ବାଇ,୨୭।୧୦: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୨ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ରବିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ...

Advertisement
Archives

Model This Week