ଅମୃତ ମହୋତ୍ସବ ବଜେଟ୍ରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ, ଆୟକର ସୀମା ଅପରିବର୍ତ୍ତିତ…
ନୂଆଦିଲ୍ଲୀ, ୧।୨ : ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ଆୟକର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ସ୍ଲାବ୍ ପୂର୍ବ ପରି ରହିଛି। ସ୍ବାଧୀନତାର ଅମୃତ ମହୋତ୍ସବ ବଜେଟ୍ ନେଇ ସାଧାରଣ ଲୋକ ନିରାଶ ହୋଇଛନ୍ତି। କର୍ପୋରେଟ…
ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…
ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ। ହୀରା ଅଳଙ୍କାର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି ଏବଂ ଛତା…
ସୌର ବିଦ୍ୟୁତ୍କୁ ପ୍ରୋତ୍ସାହନ, ପ୍ରତିରକ୍ଷା ଅନୁସନ୍ଧାନକୁ ୨୫ ପ୍ରତିଶତ, ୩ କୋଟି ପରିବାରଙ୍କୁ ପାନୀୟ ଜଳ, ୨ ଲକ୍ଷ ଅଙ୍ଗନୱାଡି ଅପଗ୍ରେଡ…
ନୂଆଦିଲ୍ଲୀ, ୧।୨ : ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୌର ବିଦ୍ୟୁତ୍ ଉତ୍ପାଦନ ପାଇଁ ୧୯,୫୦୦ କୋଟି ଟଙ୍କା ଆବଣ୍ଟନ ବୃଦ୍ଧି କରାଯାଇଛି ଏବଂ ଦେଶରେ ବୈଦ୍ୟୁତିକ ଯାନ ପାଇଁ ନୂତନ ଚାର୍ଜିଂ ଷ୍ଟେସନ ସ୍ଥାପନ…
ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…
ନୂଆଦିଲ୍ଲୀ, ୧।୨ : ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ ହେବ। ଏଥି ପାଇଁ ୪୮,୦୦୦ କୋଟି ଟଙ୍କା ଆବଣ୍ଟନ କରାଯିବ। ସହରାଞ୍ଚଳରେ ନୂତନ ଘର…
୫ ବଡ଼ ନଦୀକୁ ସଂଯୋଗ ଯୋଜନା, ୨୫ ହଜାର କିଲୋମିଟର ରାଜପଥର ବିକାଶ, ୬୦ ଲକ୍ଷ ନୂଆ ଚାକିରି…
ନୂଆଦିଲ୍ଲୀ, ୧।୨ : ଆଗାମୀ ବର୍ଷରେ ୨୫ ହଜାର କିଲୋମିଟର ରାଜପଥର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆଗାମୀ ୩ ବର୍ଷରେ ୪୦୦ ନୂତନ ବନ୍ଦେ ଭାରତ ଟ୍ରେନ ଆରମ୍ଭ ହେବ। ଦେଶରେ ୬୦ ଲକ୍ଷ ନୂତନ…
୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…
ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ କରାଯାଇଛି। ଆରବିଆଇର ୯.୫ ପ୍ରତିଶତ ଅନୁମାନଠାରୁ…
୮୨% କର୍ମଚାରୀଙ୍କ ପସନ୍ଦ ଓ୍ବାର୍କ ଫ୍ରମ୍ ହୋମ୍
ନୂଆଦିଲ୍ଲୀ,୩୧।୧: କୋଭିଡ-୧୯ ଯୋଗୁ ସରକାର ବିଭିନ୍ନ କଟକଣା ଜାରି କରିଥିଲେ। ବିଶେଷ କରି ଘରୋଇ ସଂସ୍ଥାଗୁଡିକୁ ଓ୍ବାର୍କ ଫର୍ମ ହୋମ ଜରିଆରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା। ଫଳରେ ଘରୋଇ କର୍ମଚାରୀଙ୍କ କାର୍ଯ୍ୟ ଜୀବନ ବା ୱାକିଂ ଲାଇଫରେ ଅନେକ ପରିବର୍ତ୍ତନ…
ଏଫପିଆଇ ବିନିଯୋଗ ୯୫,୫୦୧ କୋଟିକୁ ବୃଦ୍ଧି ପାଇଛି
ନୂଆଦିଲ୍ଲୀ,୩୧।୧: ଭାରତୀୟ ଶେୟାର ବଜାରରେ ବିନିଯୋଗ ପ୍ରକ୍ରିୟାରେ ଅଂଶଗ୍ରହଣକାରୀ ନୋଟ୍ (ପି-ନୋଟ୍) ମାଧ୍ୟମରେ ଡିସେମ୍ବର ଶେଷ ସୁଦ୍ଧା ୯୫,୫୦୧ କୋଟି ଟଙ୍କାର ପୁଞ୍ଜି ନିବେଶ ବୃଦ୍ଧି ପାଇଛି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ବିଶେଷଜ୍ଞମାନେ କହିଛନ୍ତି ଯେ, ବଜାର କାରବାର ଅନୁସାରେ…
ଇପିଏଫ୍ଓରେ ସାମିଲ ହେଲେ ଏୟାର ଇଣ୍ଡିଆ କର୍ମଚାରୀ
ନୂଆଦିଲ୍ଲୀ,୩୧।୧: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ନିକଟରେ ମାଲିକାନା ପରିବର୍ତ୍ତନ କରି ଟାଟା ଗ୍ରୁପରେ ସାମିଲ ହୋଇଛି। କର୍ମଚାରୀଙ୍କ ସୁରକ୍ଷା ଓ ଭବିଷତ୍ୟ ପାଇଁ ଏୟାର ଇଣ୍ଡିଆ କେତେକ ଲାଭଦାୟକ ପଦକ୍ଷେପ ଗ୍ରହଣ କରିଛି। ବିଶେଷ…
ଇ-ଶ୍ରମ ପୋର୍ଟାଲରେ ସାମିଲ ହେବେ ରେଲୱେ ଗୋଦାମ ଶ୍ରମିକ
ନୂଆଦିଲ୍ଲୀ,୩୧।୧: ବର୍ତ୍ତମାନ ରେଲୱେ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିପାରିବେ ବୋଲି ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ସେମାନଙ୍କୁ ଗୋଦାମ ଶ୍ରମିକ ଭାବେ ବର୍ଗୀକରଣ କରାଯାଇଛି ଏବଂ ପୋର୍ଟାଲରେ ସେମାନଙ୍କୁ ଜାତୀୟ ପେସା…
ସ୍ବାସ୍ଥ୍ୟବୀମା ଉପରେ ୫% ଜିଏସ୍ଟି ହ୍ରାସ ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ,୩୧।୧: କୋଭିଡ ମହାମାରୀ ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଜନିତ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ପରେ ଏବେ ଭାରତରେ ସ୍ବାସ୍ଥ୍ୟବୀମାକୁ ସାଧାରଣ ଲୋକେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ମାତ୍ର ୨ ବର୍ଷରେ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହି ପରିପ୍ରେକ୍ଷୀରେ…
ଏନ୍ଟିପିସିର ନେଟ୍ ପ୍ରଫିଟ ୪,୬୨୬ କୋଟି ଟଙ୍କା
ଦେଶର ପ୍ରମୁଖ ପବ୍ଲିକ ସେକ୍ଟର ବିଦ୍ୟୁତ ଉତ୍ପାଦନ କମ୍ପାନୀ ଏନଟିପିସିର ତୃତୀୟ କ୍ୱାର୍ଟରରେ ନେଟ ପ୍ରଫିଟ ୧୯% ବୃଦ୍ଧି ପାଇ ୪, ୬୨୬.୧୧ କୋଟି ଟଙ୍କାରେ ପହଞ୍ଚିଛ। କମ୍ପାନୀ ପକ୍ଷରୁ ବିଏସଇକୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ଅକ୍ଟୋବରରୁ ଡିସେମ୍ବର ୨୦୨୦ରେ…

