ତୈଳ ଚାହିଦା ମାର୍ଜିନରେ ଉନ୍ନତି ହେବ: ମୁଡି
ନୂଆଦିଲ୍ଲୀ,୧୦।୨: ଦେଶର ପ୍ରମୁଖ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ(ଓଏମ୍ସି) ଦ୍ୱାରା ପ୍ରକ୍ରିୟାକୃତ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଲାଭ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଚାହିଦା ବୃଦ୍ଧି ପାଇବ ବୋଲି ମୁଡି ସର୍ଭିସ ପକ୍ଷରୁ ଆକଳନ କରାଯାଇଛି। ଏହି ରେଟିଂ ଏଜେନ୍ସି ଏହା…
ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ଜାରି, କୌଣସି ନୀତିଗତ ପରିବର୍ତ୍ତନ ନାହିଁ…
ନୂଆଦିଲ୍ଲୀ, ୧୦।୨ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଗୁରୁବାର ମୁଦ୍ରା ନୀତି ସମୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୀତି ହାରରେକୌଣସି ପରିବର୍ତ୍ତନ କରାଯାଇନାହିଁ। ଏହା ଅନୁସାରେ ବର୍ତ୍ତମାନ ରେପୋ ରେଟ୍ ୪ ପ୍ରତିଶତରେ ଏବଂ ରିଭର୍ସ ରେପୋ…
ବଢ଼ିପାରେ ଖାଇବା ତେଲ ଦର
ମୁମ୍ବାଇ,୧୦।୨: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଖାଇବା ତେଲ ଦର କମାଇବା ପାଇଁ ସରକାର ଉଦ୍ୟମ ଚଳାଇଥିଲେ। କିନ୍ତୁ ବିଶ୍ୱର ସର୍ବବୃହତ୍ ତେଲ ଯୋଗାଣକାରୀ ରାଷ୍ଟ୍ର ଇଣ୍ଡୋନେସିଆ ରପ୍ତାନି ଉପରେ କଟକଣା ଲଗାଇବାରୁ ଅନ୍ତର୍ଜାତୀୟ ବଜାରରେ ଏହି ତେଲ ଦର…
ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ୧ ନଂ.
ନୂଆଦିଲ୍ଲୀ,୯।୨: ଦୀର୍ଘ ବର୍ଷ ଧରି ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ସର୍ବୋଚ୍ଚ ସ୍ଥାନରେ ରହିଥିବା ରିଲାଏନ୍ସ ଗ୍ରୁପ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ଏସିଆର ୧ନମ୍ବର ଧନୀବ୍ୟକ୍ତିର ମାନତ୍ୟ ଲାଭ କରିଛନ୍ତି। ସେହିଭଳି…
ଜାତୀୟ ମୋଟରସାଇକେଲ ରେସିଂରେ ପୋଡିୟମ ହାସଲ
ନୂଆଦିଲ୍ଲୀ,୮।୨ ଚେନ୍ନାଇର ‘ମାଡ୍ରାସ ମୋଟର ରେସ୍ ଟ୍ରାକ୍’ରେ ଚାଲିଥିବା ଭାରତୀୟ ଜାତୀୟ ମୋଟରସାଇକେଲ୍ ରେସିଂ ଚାମ୍ପିୟନ୍ଶିପ୍ରେ ଆଇଡେମିସୁ ହୋଣ୍ଡା ଏସ୍କେ ୬୯ ରେସିଂ ଟିମ୍ର ରାଜୀବ ସେତୁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହିଭଳି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଣ୍ଟ କପ୍ରେ ନୂଆ…
୧୦୨୪ ପଏଣ୍ଟ ଖସିଲା ସେନ୍ସେକ୍ସ
ମୁମ୍ବାଇ,୮।୨ ଗତ ୩ ସପ୍ତାହ ହେବ ଦଲାଲ ଷ୍ଟ୍ରିଟ୍ର ନିବେଶକମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏହାର ପ୍ରଭାବ ସିଧାସଳଖ ଶେୟାର ବଜାରର କାରବାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ଫଳରେ ଶେୟାର ବଜାରର ନିବେଶକମାନେ ନିରାଶ ହୋଇ ପଡୁଛନ୍ତି।…
ଏନ୍ଫୋର୍ସମେଣ୍ଟ ଟିମ୍ ସହାୟତାରେ ୫ଜିଲାରେ ବିଦ୍ୟୁତ୍ ଚୋରି ହ୍ରାସ
ବାଲେଶ୍ୱର,୭ା୨: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ବିଦ୍ୟୁତ ଚୋରି କାରଣ ତାହା ନେଟ୍ୱର୍କ ଉପରେ ଅଧିକ ଚାପ ସୃଷ୍ଟି ସହ ଟ୍ରିପିଂ ହୋଇଥାଏ। ଏହି ସମସ୍ୟାକୁ ଦୂର କରିବାର ଆବଶ୍ୟକତା ବିଚାରକୁ ନେଇ ଟାଟା ପାୱାର ଓ…
ଲୋନ୍ ମୋରାଟୋରିୟମକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର
ନୂଆଦିଲ୍ଲୀ,୭ା୨: କୋଭିଡ୍-୧୯ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଲୋନ୍ ମୋରାଟୋରିୟମ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି। ଏ ନେଇ ଜଣେ ବରିଷ୍ଠ ଆଇନଜୀବୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରି କହିଛନ୍ତି, କୋଭିଡ୍-୧୯ର ତୃତୀୟ ଲହର ସମୟରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ…
ହ୍ରାସ ହୋଇପାରେ ଇଯାନ ଦର
ନୂଆଦିଲ୍ଲୀ,୭ା୨: ଆସନ୍ତା କିଛି ମାସ ମଧ୍ୟରେ ବୈଦ୍ୟୁତିକ ଯାନଗୁଡ଼ିକର ମୂଲ୍ୟ ୩୦% ହ୍ରାସ ହୋଇପାରେ ବୋଲି ସୂଚନା ମିଳିଛି। ଫଳରେ ବଜାର ଚାହିଦା ବୃଦ୍ଧି ସାଙ୍ଗକୁ ପରିବେଶ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା…
ମୁଦ୍ରାସ୍ଫୀତିକୁ ଆକର୍ଷିତ କରିଥିଲା ସୁନା ଇଟିଏଫ୍
ନୂଆଦିଲ୍ଲୀ, ୭ା୨: ଗତ କିଛିବର୍ଷ ହେବ ସୁନା ଆମଦାନୀ ଭାରତରେ ବୃଦ୍ଧି ପାଇଛି। ଏହାର ପ୍ରଭାବ ମଧ୍ୟ ବଜାର ଉପରେ ପଡୁଥିବା ଦେଖିବାକୁ ମିଳିଛି। ୨୦୨୧ରେ ସୁନା ବିନିମୟ ବାଣିଜ୍ୟ ପାଣ୍ଠି (ଇଟିଏଫ୍) ବଜାର ସପକ୍ଷରେ ରହିଥିଲା। ଏହାଦ୍ୱାରା ଦେଶର ମୁଦ୍ରାସ୍ଫୀତି…
ସୋମବାର ଆର୍ବିଆଇର ମୁଦ୍ରାନୀତି ସମୀକ୍ଷା
ଭୁବନେଶ୍ୱର,୬ା୨: ଚଳିତ ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ସଂସଦରେ ଉପସ୍ଥାପନ ହୋଇସାରିଛି। ବର୍ତ୍ତମାନ ଦେଶବାସୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ମୁଦ୍ରାନୀତି ସମୀକ୍ଷା ଉପରେ ନଜର ରଖିଛନ୍ତି। ସୁଧହାର ବୃଦ୍ଧି ନେଇ ବର୍ଷର ପ୍ରଥମ ନୀତି ସମୀକ୍ଷାକୁ ଏବେ ସମସ୍ତଙ୍କ ଅପେକ୍ଷା…
ଆଶଙ୍କାରେ ଟେସ୍ଲାର କାରବାର
ଭୁବନେଶ୍ୱର,୬ା୨: ଭାରତରେ ବିଦ୍ୟୁତ୍ ଯାନ (ଇ-ଯାନ) ବିକ୍ରି ପାଇଁ ବିଶ୍ୱର ୧ନଂ. ଧନୀ ଏଲନ୍ ମସ୍କଙ୍କ କମ୍ପାନୀ ଟେସ୍ଲା ଅନେକ ଦାବି ରଖିଛି। ସେଥିମଧ୍ୟରୁ ଟିକସ ହ୍ରାସ ପ୍ରମୁଖ ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭାରତ ସରକାର ଟେସ୍ଲାର ଉକ୍ତ ଦାବି…

