ବାଣିଜ୍ୟ

ହ୍ରାସ ପାଇଲା ଖାଇବା ତେଲ ଶୁଳ୍କ

ଭୁବନେଶ୍ୱର,୧୪ା୨: ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ଏକ ପ୍ରକାରର ଅଡୁଆ ସୃଷ୍ଟି କରୁଛି। ଏହି ଅଡୁଆକୁ ଚଢ଼ା ଦରରେ ବିକ୍ର ହେଉଥିବା ଖାଇବା ତେଲ ମଧ୍ୟ ଆଉ ଟିକେ ବଢ଼ାଇ ଦେଉଥିଲା। ଫଳରେ ସରକାର ବହୁ ବିଚାର ବିମର୍ଶ କରିବା…

ବଢୁଛି ସୁନା ଚାହିଦା

ଭୁବନେଶ୍ୱର,୧୪ା୨: ଆମେରିକା ସମେତ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ହାର ବଢିବା ପରେ ସୁନାର ଦାମ୍‌ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନାର ଦାମ୍‌ ପ୍ରାୟ ୫୦ ହଜାର ହୋଇଛି। ତେବେ ଆଗକୁ ବିବାହ ଋତୁ…

ଖୁବ୍‌ଶୀଘ୍ର ୫ଜି ସ୍ପେକ୍ଟ୍ରମ୍‌ ନିଲାମ

ନୂଆଦିଲ୍ଲୀ,୧୪ା୨: କେନ୍ଦ୍ର ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ସ୍କିଲ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ସରକାର ଶିକ୍ଷାଠାରୁ ସ୍ବାସ୍ଥ୍ୟ ଏପରି କି ପ୍ରତି ଅଞ୍ଚଳରେ ଟେଲି ଯୋଗାଯୋଗକୁ ଗୁରୁତ୍ୱର…

ମାର୍ଚ୍ଚ ମଧ୍ୟରେ ଏଲ୍‌ଆଇସି ଆଇପିଓ

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ର ଆଇପିଓ ସମ୍ପର୍କରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ୟାପିଟାଲ ମାର୍କେଟ ରେଗୁଲେଟର ସେବୀଙ୍କ ସହ ସରକାର ରବିବାର ଏକ ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ମାଧ୍ୟମରେ ବୀମା ବେହେମଥ ଏଲ୍‌ଆଇସିର…

କଟକଣା ଜାରି କଲା ସେବି

ନୂଆଦିଲ୍ଲୀ,୧୩।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି) ପକ୍ଷରୁ ନିକଟରେ ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୩ ସଦସ୍ୟଙ୍କ ଉପରେ କଟକଣା ଜାରି କରିଛି। ସେବିର ରିପୋର୍ଟ ଅନୁସାରେ ଅନିଲ ଓ ତାଙ୍କ କମ୍ପାନୀ…

ବ୍ଲ୍ୟୁ ହାଇଡ୍ରୋଜେନ୍‌ ନିର୍ମାତା ହେବାକୁ ଆର୍‌ଆଇଏଲ୍‌ର ଚେଷ୍ଟା

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସର୍ବଭାରତୀୟ ସ୍ତରରେ ନୀଳ ହାଇଡ୍ରୋଜେନ୍‌ର ସର୍ବବୃହତ୍‌ ଉତ୍ପାଦକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ବିଶ୍ୱର ସର୍ବବୃହତ୍‌ ତୈଳ ବିଶୋଧନ କମ୍ପ୍ଲେକ୍ସର ଅପରେଟର ଏକ ୩୦,୦୦୦…

ସେବି ପ୍ରକାଶ କଲା ଚାଞ୍ଚଲ୍ୟକର ତଥ୍ୟ, ହିମାଳୟ ବାବାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏନ୍‌ଏସ୍‌ଇର ପୂର୍ବତନ ଅଧ୍ୟକ୍ଷା…

ମୁମ୍ବାଇ, ୧୨।୨ : ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ(ସେବି)ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ନ୍ୟାଶନାଲ ଷ୍ଟକ୍‌ ଏକ୍ସେଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା ସିଇଓ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ବାବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ।…

ଚନ୍ଦ୍ରଶେଖରନ୍‌ ଟାଟା ସନ୍ସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁନଃ ନିଯୁକ୍ତ

ନୂଆଦିଲ୍ଲୀ,୧୨ା୨(ପି.ଟି.): ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଟାଟା ସନ୍ସ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଆଉ ୫ ବର୍ଷ ଲାଗି ପୁନଃ ନିଯୁକ୍ତ କରିଛି। ବୋର୍ଡ ସଦସ୍ୟମାନେ ଚନ୍ଦ୍ରଶେଖରନ୍‌ଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିବା ସହ ପରବର୍ତ୍ତୀ ୫ ବର୍ଷ ଲାଗି ତାଙ୍କର ପୁନଃ…

ୟଶ୍‌ଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କଲା ରାମରାଜ୍‌ କଟନ

ନୂଆଦିଲ୍ଲୀ,୧୨।୨: ରାମରାଜ୍‌ କଟନ ପକ୍ଷରୁ ଅଭିନେତା ୟଶ୍‌ଙ୍କୁ କମ୍ପାନୀ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ରାମରାଜ୍‌ କଟନର ପ୍ରତିଷ୍ଠାତା କେ. ଆର୍‌. ନାଗରାଜନଙ୍କ ମତରେ ୟଶ୍‌ ଯେ କେବଳ ଜଣେ ସୁପରଷ୍ଟାର ତା’ ନୁହେଁ ବରଂ ସେ…

ଅଲ୍‌-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଏହାର ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌୪ କମ୍ପିଟିଶନ କୁପେର ଶୁଭାରମ୍ଭ କରାଯାଇଛି। ଏହି ପେସ୍‌-ସେଟିଂ ହାଇ-ପରଫରମାନ୍ସ ସ୍ପୋର୍ଟସ କାର୍‌ ଶପ୍‌ ଡଟ୍‌ ବିଏମ୍‌ଡବ୍ଲ୍ୟୁ ଡଟ୍‌ ଇନ୍‌ରେ ଏକ କମ୍ପ୍ଲିଟିଲି ବିଲ୍ଟ-ଅପ୍‌ ୟୁନିଟ (ସିବିୟୁ) ଭାବେ…

ଅଟୋ ପିଏଲ୍‌ଆଇ ସ୍କିମ୍‌ରେ ୨୦ ମନୋନୀତ

ନୂଆଦିଲ୍ଲୀ,୧୧।୨: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ମେକ୍‌ ଇନ୍‌ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ବଦେଶୀ ଉତ୍ପାଦକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଏହାକୁ ସଶକ୍ତ କରିବା ପାଇଁ ଗତି ଶକ୍ତି…

କ୍ରିପ୍ଟୋକରେନ୍ସି ଆର୍ଥିକ ସ୍ଥିରତା ପ୍ରତି ବିପଦ

ମୁମ୍ବାଇ,୧୧।୨:ମୁଦ୍ରାନୀତି ଘୋଷଣା ଅବସରରେ ଆର୍‌ବିଆଇ ଗଭର୍ନର କ୍ରିପ୍ଟୋକରେନ୍ସି ନିବେଶକମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଡିଜିଟାଲ ମୁଦ୍ରାରେ ପୁଞ୍ଜି ଲଗାଉଥିବା ବ୍ୟକ୍ତି ମନେରଖିବା ଉଚିତ ଯେ, ସେମାନେ ନିଜ ରିସ୍କରେ ନିବେଶ କରୁଛନ୍ତି। ଏହା ଆଧାରଭୂତ ସମ୍ପତ୍ତି (ଅଣ୍ଡରଲେଇଙ୍ଗ୍‌ ଆସେଟ୍‌) ନୁହେଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?