ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା୧୭୩.୮%
ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ୨୦୨୧ ଏପ୍ରିଲ ରେ ଏହା ୧୨୦.୧ ପଏଣ୍ଟ ରହିଥିଲା, ଯାହା ୨୦୨୧ ମେ’ରେ ୦.୫ ପଏଣ୍ଟ ବଢ଼ି ୧୨୦.୬ ପଏଣ୍ଟରେ ପହଞ୍ଚତ୍ଛି। ତାଳଚେର ଓ ଅନୁଗୋଳରେ ମଧ୍ୟ...
ନୂଆ ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରୀ
ମୁମ୍ବାଇ: କୋଭିଡ୍-୧୯ ଲାଗି ୬.୩୦ ଲକ୍ଷ କୋଟିର ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକର ଦକ୍ଷତା ବୃଦ୍ଧି ଲାଗି ୩.୦୩ ଲକ୍ଷ କୋଟିର ଯୋଜନାକୁ ବୁଧବାର...
କୋର୍ ସେକ୍ଟର ୧୬.୮% ବୃଦ୍ଧି
ମୁମ୍ବାଇ,୩୦।୬: ଦେଶର ୮ କୋର୍ ସେକ୍ଟର ମେ ମାସରେ ୧୬.୮% ବୃଦ୍ଧି ପାଇଛି। କରୋନା ଯୋଗୁ ବଜାର ପ୍ରଭାବିତ ରହିବା କାରଣରୁ ଗତ ବର୍ଷ ଏପ୍ରିଲରେ କୋର୍ ସେକ୍ଟର କ୍ଷତିଗ୍ରସ୍ତ ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ଏପ୍ରିଲରେ ଏହା...
ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ବୃଦ୍ଧି
ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୩ ମାସରେ ପୁଞ୍ଜିବଜାର ନିବେଶକଙ୍କ ସମ୍ପତ୍ତି ୨୫.୪୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ପୁଞ୍ଜିବଜାରରକୁ ନେଇ ନିବେଶକଙ୍କ ଆଶା ସକାରାତ୍ମକ ରହିବା ଯୋଗୁ ବଜାର ଊର୍ଦ୍ଧ୍ୱଗାମୀ ରହିଛି। ଚଳିତ ଆର୍ଥତ୍କ ବର୍ଷରେ...
ରାସ୍ତା ଏବେ ବି ଆହ୍ବାନପୂର୍ଣ୍ଣ
ନୂଆଦିଲ୍ଲୀ: ପରୋକ୍ଷ ଟିକସ ବ୍ୟବସ୍ଥାରେ ଐତିହାସିକ ସୁଧାର କୁହାଯାଉଥିବା ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) କାର୍ଯ୍ୟକାରୀ ହେବାର ୪ର୍ଥ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ୨୦୧୭ ଜୁଲାଇ ପହିଲାରେ ଏହି ନୂଆ ଟିକସ ବ୍ୟବସ୍ଥା...
ବଢ଼ିଲା ରୋଷେଇ ଗ୍ୟାସ ଦର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି କେତେ ଟଙ୍କା ଦେବାକୁ ହେବ…
ନୂଆଦିଲ୍ଲୀ,୧।୭: ବଢ଼ିଲା ରନ୍ଧନ ଗ୍ୟାସ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏ ବଢ଼ାଇଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ଅଣ ସବ୍ସିଡିଯୁକ୍ତ ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ତେବେ ଦର ବଢ଼ିବା...
ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍
ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାଫଳରେ ଏହା ସିଧାସଳଖ ଜନସାଧାରଣଙ୍କ ପକେଟ ଓ ରୋଷେଇ ଉପରେ ପ୍ରଭାବ ପକାଇଛି।...
ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍ବିଆଇର ଅନେକ ନିୟମ: ଚେକ୍ବୁକ୍ଠାରୁ ଆରମ୍ଭ କରି…
ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ ନଗଦ ଟଙ୍କା ଉଠାଇବା ଏବଂ ଚେକ୍ ବୁକ୍ ପାଇଁ ଏହାର ଶୁଳ୍କକୁ ସଂଶୋଧନ...
ବକ୍ସାଇଟ ଆମଦାନୀ ବିଲ୍ ଯୋଗାଣ ଚେନ୍ରେ ବିନିଯୋଗ ହେଉ
ନୂଆଦିଲ୍ଲୀ: ଆଲୁମିନିୟମ୍ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲ ବକ୍ସାଇଟ୍ ଆମଦାନୀ ଯୋଗୁ ଭାରତ ବୃହତ୍ତ ପରିମାଣର ବିଦେଶୀ ମୁଦ୍ରା କ୍ଷତି ସହୁଛି। ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଏଥିଯୋଗୁ ୫୧.୯୭ ନିୟୁତ ଡଲାର(୩୯୦ କୋଟି ଟଙ୍କା)ର କ୍ଷତି...
ଡୁଆଲ ଏୟାର ବ୍ୟାଗ୍ ନିୟମ କୋହଳ
ନୂଆଦିଲ୍ଲୀ: ସାରା ଦେଶରେ ସଡ଼କ ର୍ଦୁଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଗୁରୁତ୍ୱ ଦେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସଡ଼କ ର୍ଦୁଘଟଣା ହ୍ରାସ ପାଇଁ ନୂଆ ସଡ଼କ ପରିବହନ ନିୟମ ସାଙ୍ଗକୁ କେତେକ ଫିଚରର ମଧ୍ୟ...
ଜୁଲାଇରୁ ମିଳିବନି ବର୍ଦ୍ଧିତ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀ ଏବଂ ଫେନ୍ସନଭୋଗୀଙ୍କୁ ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ନିରାଶ କରିବ। ଚଳିତବର୍ଷ ଜୁଲାଇରୁ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ଏବଂ ପେନ୍ସନଭୋଗୀଙ୍କୁ ଡିୟରନେସ ରିଲିଫ(ଡିଆର୍) ମିଳିବନି ବୋଲି ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ...
ପ୍ରଥମ ତ୍ରୈମାସ ଅଭିବୃଦ୍ଧି ୧୧.୫% ରହିପାରେ
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୧୧.୫% ରହିପାରେ। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୮.୪%ରୁ ୧୦.୧% ରହିପାରେ ବୋଲି ନ୍ୟାଶନାଲ କାଉନ୍ସିଲ ଅଫ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ(ଏନ୍ସିଏଇଆର୍) ପକ୍ଷରୁ ରବିବାର ଏକ...
Archives


