ବାଣିଜ୍ୟ

ଖିମ୍‌ଜୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩ା୮: ଦୀର୍ଘ ୮୭ ବର୍ଷର ଅଭିଜ୍ଞତା ସହ ଓଡ଼ିଶାର ସର୍ବପୁରାତନ ତଥା ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ଖିମ୍‌ଜୀ ଜୁଏଲର୍ସର ପ୍ରତିଷ୍ଠାତା ଖିମ୍‌ଜୀ ଦୟାଭାଇଙ୍କୁ ସ୍ମରଣ କରି ଫାଉଣ୍ଡେଶନ ଦିବସ ପାଳନ କରିଛି। ଏହି ପରିପ୍ରେକ୍ଷୀରେ ଖିମଜୀ ଜୁଏଲର୍ସ ଦ୍ୱାରା ଭୁବନେଶ୍ୱରର କେତେଜଣ…

୨୦୨୩ରୁ ବନ୍ଦ ହେବ ଜନ୍‌ସନ୍‌ ପାଉଡର ବିକ୍ରି

ନୂଆଦିଲ୍ଲୀ,୧୩ା୮: ଆମେରିକାରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ର ବେବି ପାଉଡର ବିକ୍ରି ବନ୍ଦ ପରେ ବର୍ତ୍ତମାନ ସାରା ବିଶ୍ୱରେ ଏହାର ବିକ୍ରି ବନ୍ଦ ହେବାକୁ ଯାଉଛି। ଏପରିକି ୨୦୨୩ରେ ସାରା ବିଶ୍ୱରେ ଏହି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ…

ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୧%

ନୂଆଦିଲ୍ଲୀ,୧୩ା୮: ଚଳିତ ବର୍ଷ ଜୁଲାଇର ଖୁଚୁରା ମୁଦ୍ରାସ୍ଫୀତି ହାର କିଛି ପରିମାଣରେ ହ୍ରାସ ପାଇଛି। ଫଳରେ ଗତ ମାସ ତୁଳନାରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ୬.୭୧% ରେ ରହିଛି। ଏପରିକି ଏହା ଗତ ୫ ମାସରେ ସବୁଠୁ କମ୍‌…

ଜୁଲାଇରେ କୋଇଲା ଉତ୍ପାଦନ ୧୧% ବୃଦ୍ଧି

ନୂଆଦିଲ୍ଲୀ,୧୨।୮:କୋଇଲା ମନ୍ତ୍ରଣାଳୟ ଡାଟା ଅନୁସାରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧% ଅଧିକ ରହିଛି। ଚଳିତ ବର୍ଷ ଜୁଲାଇରେ କୋଇଲାର ମୋଟ ଉତ୍ପାଦନ ଗତ ବର୍ଷ ତୁଳନାରେ ୧୧.୩୭% ବୃଦ୍ଧି ସହ ୬ କୋଟି ଟନ ପାରକରିଛି। ଗତ…

କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି

ଭୁବନେଶ୍ୱର,୧୨।୮:ରାଜ୍ୟର ଏକ ପ୍ରମୁଖ ସ୍ବାସ୍ଥ୍ୟଭିତ୍ତିକ ସଂସ୍ଥା ଆପ୍‌ନି ଫାର୍ମାସୀ ପକ୍ଷରୁ ଗୁରୁବାର ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ‘କିଓରୋ ପ୍ଲସ୍‌ ହେଲ୍‌ଥ ଫାସିଲିଟି’ର ଶୁଭାରମ୍ଭ କରାଯାଇଛି। ପ୍ରଥମ ଷ୍ଟୋରର ବ୍ୟାପକ ସଫଳତା ପରେ ରାଖୀ ପୂର୍ଣ୍ଣିମା ଅବସରରେ ସଂସ୍ଥାର ୨ୟ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି।…

ଏସିଆ ଅର୍ଥନୀତିରେ ଭାରତ ସବୁଠୁ ଶକ୍ତିଶାଳୀ

ନୂଆଦିଲ୍ଲୀ,୧୨।୮:ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତ ଏସିଆର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ପାଲଟିବ। ଏପରିକି ଅର୍ଥନୈତିକ ପଲିସି ସଂସ୍କାର ବଳରେ ଘରୋଇ ଚାହିଦା ବଢ଼ାଇବା ଲାଗି ଭାରତ ଭଲ ଭାବେ ପ୍ରସ୍ତୁତ କରୁଛି ବୋଲି ମୋର୍ଗାନ ଷ୍ଟାନ୍‌ଲେ ତା’ର ବାର୍ଷିକ…

ଆଧୁନିକ ହସ୍ତତନ୍ତ ପୋଷାକରେ ଫ୍ୟାଶନ୍‌ ଶୋ’

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ବୟନିକା ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସପ୍ତାହେ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବୁଧବାର ମାର୍କେଟ ବିଲ୍ଡିଂଠାରେ ସମ୍ପ୍ରସାରିତ ବୟନିକାର ଉଦ୍‌ଘାଟନ ସହ…

ଇଲେକ୍ଟ୍ରିକ୍‌ ପେ ସହ ଜେଏସ୍‌ଡବ୍ଲ୍ୟୁର ଇଭି ଚାର୍ଜିଂ ସହଭାଗିତା

ଭୁବନେଶ୍ୱର,୧୧।୮: ଦେଶର ପ୍ରମୁଖ ଇଭି ଚାର୍ଜିଂ ପ୍ଲାଟ୍‌ଫର୍ମ ଇଲେକ୍ଟ୍ରିକ ପେ ସହ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ର ଏକ ଚାର୍ଜିଂ ସହଭାଗିତା ସ୍ଥାପନ ହୋଇଛି। ଇଲେକ୍‌ଟ୍ରିକ ଯାନ କିଣିବା ନିମନ୍ତେ କର୍ମଚାରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଏବଂ ସେମାନଙ୍କ କାର୍ଯ୍ୟାଳୟ ଓ କାରଖାନା ପରିସରରେ ଚାର୍ଜିଂ…

ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଛାତ୍ରବୃତ୍ତି

ଭୁବନେଶ୍ୱର,୧୧।୮: ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ ପାୱାର (ଜେଏସ୍‌ପି) ର ସିଏସ୍‌ଆର ସଂସ୍ଥା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଦ୍ୱାରା ତା’ର ଜିନ୍ଦଲ ସ୍ବୟଂସମ୍ପନ୍ନା ନାରୀ କାର୍ଯ୍ୟକ୍ରମ ଅଧୀନରେ ଉଭୟ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଯୋଗ୍ୟ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ…

ସେନ୍‌କୋ ପକ୍ଷରୁ ଟ୍ରିଆ ସମ୍ଭାର ଉନ୍ମୋଚିତ

ଭୁବନେଶ୍ୱର,୧୧।୮: ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସ ପକ୍ଷରୁ ନୂଆ ଟ୍ରିଆ ସମ୍ଭାରକୁ ନିକଟରେ ଉନ୍ମୋଚନ କରାଯାଇଛି। ଏହା ବିଶେଷକରି ନିତିଦିନିଆ ପରିଧାନ ପାଇଁ ସୁନା, ରୁପା ଓ ପ୍ଲାଟିନମ୍‌ରେ ପ୍ରସ୍ତୁତ ଚେନ୍‌ ପେଣ୍ଡାଣ୍ଟ, ରିଂ, ଇୟର ରିଂ ଓ ନେକ୍‌ପିସ୍‌ ଇତ୍ୟାଦି…

ଚାନ୍ଦବାଲି ସହରରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୧।୮: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଏକକ୍ଲୁସିଭ ଷ୍ଟୋର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଚାନ୍ଦବାଲି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।…

ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ

ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?