ଏଲ୍ଆଇସି ଆଇପିଓକୁ ବଡ଼ ସଫଳତା: ୧ମ ଦିନରେ ୬୬% ସବ୍ସ୍କ୍ରିପ୍ସନ
ନୂଆଦିଲ୍ଲୀ,୫।୫: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ବହୁ ପ୍ରତୀକ୍ଷିତ ତଥା ଦେଶର ସର୍ବବୃହତ୍ ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ) ବୁଧବାର ଠାରୁ ବଜାରରେ ପ୍ରବେଶ ସହ ଏହାର କାରବାର ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ଆଇପିଓ ନିବେଶକଙ୍କ ପାଇଁ ମେ’…
ଅର୍ଚ୍ଚନାଙ୍କୁ ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୫।୫: ଗୁଗଲ ପକ୍ଷରୁ ଅର୍ଚ୍ଚନା ଗୁଲାଟିଙ୍କୁ କମ୍ପାନୀ ପାଇଁ ଦେଶର ନୂତନ ପବ୍ଲିକ୍ ପଲିସି ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଗୁଲାଟୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେଡେରାଲ୍ ଥିଙ୍କ୍-ଟ୍ୟାଙ୍କ୍ ଏବଂ ଦେଶର ଆଣ୍ଟିଟ୍ରଷ୍ଟ ଓ୍ବାଚ୍ଡଗ୍ ପାଇଁ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ତାଙ୍କ…
୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ନିର୍ମାଣରେ ସହବନ୍ଧନ
ଭୁବନେଶ୍ୱର,୫।୫: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ନିର୍ମାଣ କରିବା ପାଇଁ ଭାରତୀ ଏୟାରଟେଲ, ଆପୋଲୋ ହସ୍ପିଟାଲ୍ସ ଓ ସିସ୍କୋ ସହ ଏକ ମିଳିତ ସହଭାଗିତା ହୋଇଛି। ଏଭଳି ଏକ ଅତ୍ୟାଧୁନିକ ପ୍ରଦର୍ଶନକୁ ବେଙ୍ଗାଲୁରୁଠାରେ ଦୂରସଞ୍ଚାର ବିଭାଗ ପକ୍ଷରୁ ଏୟାରଟେଲ୍କୁ…
ସେବା ରପ୍ତାନି ବୃଦ୍ଧି
ନୂଆଦିଲ୍ଲୀ,୫।୫: ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ସେବାଗୁଡ଼ିକର ରପ୍ତାନି ୨୫୪.୪ ବିଲିୟନ ଡଲାର ଛୁଇଁଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ ମାର୍ଚ୍ଚରେ ସେବା ରପ୍ତାନି ୨୬.୯ ବିଲିୟନ ଡଲାର ରହିଛି।…
ବଢ଼ିଲା ରେପୋ ରେଟ୍, ଷ୍ଟକ୍ ବଜାର ତଳମୁହାଁ…
ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ରେପୋ ରେଟ୍ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ଏହା ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ ଦାସ ଏହା ଘୋଷଣା କରିଛନ୍ତି। ଏହା ସହିତ ଆରବିଆଇ କ୍ୟାସ ରିଜର୍ଭ ରେସିଓକୁ…
ଆର୍ବିଆଇ ଦେଲା ବଡ଼ ଝଟ୍କା, ରେପୋ ରେଟ୍ ୪.୪୦ ପ୍ରତିଶତକୁ ବୃଦ୍ଧି…
ନୂଆଦିଲ୍ଲୀ, ୪।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ବଡ଼ ଝଟ୍କା ପ୍ରଦାନ କରାଯାଇଛି। ରେପୋ ରେଟ୍ରେ ୦.୪୦ ପ୍ରତିଶତ ବୃଦ୍ଧି ହୋଇ ୪.୪୦ ପ୍ରତିଶତ କରାଯାଇଛି। ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଏହା ଘୋଷଣା କରିଛନ୍ତି। ଏହା ସହିତ…
ଏପ୍ରିଲ୍ରେ ରେକର୍ଡ ଜିଏସ୍ଟି ସଂଗ୍ରହ, ୧.୬୮ ଲକ୍ଷ କୋଟି ଟିକସ…
ନୂଆଦିଲ୍ଲୀ, ୧।୫ : ଏପ୍ରିଲ ୨୦୨୨ ରେ, ଦେଶରେ ଜିଏସ୍ଟି ଲାଗୁ ହେବା ପରଠାରୁ ସର୍ବାଧିକ ଟିକସ ସଂଗ୍ରହ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରେ ଜିଏସ୍ଟି ସଂଗ୍ରହରେ ରେକର୍ଡ ବୃଦ୍ଧି ଘଟିଛି। ଚଳିତ ମାସରେ ମୋଟ ୧,୬୭,୫୪୦ କୋଟି ଟଙ୍କା…
୬ ବର୍ଷର ରେକର୍ଡ ଭାଙ୍ଗିଲା ବିଦ୍ୟୁତ୍ ସଙ୍କଟ, ୬ ରାଜ୍ୟ ଅଧିକ ପ୍ରଭାବିତ…
ନୂଆଦିଲ୍ଲୀ, ୧।୫ : ଦେଶରେ ତାତି ବଢ଼ିବା ସହିତ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର ରିପୋର୍ଟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଭଳି…
ଟେସ୍ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ
ଓ୍ବାଶିଂଟନ୍,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି ଥରେ ନିଜ କମ୍ପାନୀ ଟେସଲାର ଶେୟାର ବିକ୍ରି କରିଛନ୍ତି। ଆମେରିକାର ସିକ୍ୟୁରିଟି ଫାଇଲରୁ ଏହି…
ବିଶ୍ୱର ୪ର୍ଥ ଧନୀ ହେଲେ ଆଦାନୀ
ନୂଆଦିଲ୍ଲୀ,୨୮।୪: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ବିଶ୍ୱର ୪ର୍ଥ ଧନୀ ବ୍ୟକ୍ତିର ମାନ୍ୟତା ଲାଭ କରିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ଆମେରିକାର ବିଲ୍ ଗେଟ୍ସଙ୍କ ସମ୍ପତ୍ତି ସହ ସମାନ ହୋଇଯାଇଛି। ବ୍ଲୁମ୍ବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ ଆଦାନୀ ଏବଂ ଗେଟ୍ସ…
କୋଇଲା ଆମଦାନୀ ବୃଦ୍ଧି ହେବ
ନୂଆଦିଲ୍ଲୀ,୨୮।୪: କୋଇଲାର ଚାହିଦାକୁ ନଜରରେ ରଖି ଆଗାମୀ ତିନି ବର୍ଷ ପାଇଁ ଭାରତ କୋଇଲା ଆମଦାନୀ ବୃଦ୍ଧି କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆର୍କେ ସିଂହ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିଭଳି ମନ୍ତ୍ରୀଙ୍କ ସୂଚନା ଅନୁସାରେ ବିଶ୍ୱର ୨ୟ ସର୍ବାଧିକ…
ନାସ୍କମ୍ର ଅଧ୍ୟକ୍ଷ ହେଲେ ରାମାନୁଜମ
ନୂଆଦିଲ୍ଲୀ,୨୮।୪: ଟିସିଏସ୍ର ସଭାପତି (ଏଣ୍ଟରପ୍ରାଇଜ୍ ଗ୍ରୋଥ୍ ବିଜ୍ନେସ୍) କ୍ରିଷ୍ଣନ ରାମାନୁଜମ ଚଳିତ ଆର୍ଥିକ ବର୍ଷ ପାଇଁ ନାସ୍କମ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ୨୦୨୧-୨୨ରେ ସେ ନାସ୍କମ୍ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସଫ୍ଟଓ୍ବେର ଓ ସେବା କମ୍ପାନୀଗୁଡ଼ିକର ଜାତୀୟ ସଂଘ…
Archives


