ବାଣିଜ୍ୟ

ଠକାମି ଏସ୍‌ଏମ୍‌ଏସ୍‌ ପ୍ରତି ସାବଧାନ

ଭୁବନେଶ୍ୱର,୨୩।୮ବିଦ୍ୟୁତ୍‌ ଗ୍ରାହକଙ୍କ ବିରୋଧରେ ଘଟୁଥିବା ସାଇବର ଠକାମିର ବର୍ଦ୍ଧିତ ସଂଖ୍ୟାକୁ ବିଚାରକୁ ନେଇ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏଭଳି ଅସାଧୁ ତତ୍ତ୍ୱଙ୍କ ବିରୋଧରେ ପୁଣି ଥରେ ପରାମର୍ଶବଳୀ ଜାରି କରାଯାଇଛି। ଏହି ଅସାଧୁ ତତ୍ତ୍ୱମାନେ ଏସ୍‌ଏମ୍‌ଏସ୍‌…

ଜେସିବି ଇଣ୍ଡିଆ ସହ ୟୁବିଆଇର ଚୁକ୍ତିପତ୍ର ସ୍ବାକ୍ଷର

ଭୁବନେଶ୍ୱର,୨୩।୮: ଜେସିବି ଗ୍ରାହକମାନଙ୍କୁ ଇକ୍ୟୁପ୍‌ମେଣ୍ଟ ଫାଇନାନ୍ସ ପ୍ରଦାନ କରିବା ପାଇଁ ଜେସିବି ଇଣ୍ଡିଆ ଲିଃ (ଜେସିବି) ସହ ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ଏକ ଚୁକ୍ତିପତ୍ର ସ୍ବାକ୍ଷର କରିଛି। ଏହି ଅଂଶୀଦାରି ଅଧୀନରେ ୟୁବିଆଇ ଏବଂ ଜେସିବି ଉଭୟ ନିଜ…

ଜେଏସ୍‌ପିକୁ ୨ଟି ବର୍ଗରେ ଜାତୀୟ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୨୩।୮: କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍‌ଆର୍‌ ପୁରସ୍କାର-୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପି)କୁ ଦୁଇଟି ବର୍ଗରେ ବିଜେତା ଘୋଷଣା କରାଯାଇଛି। କର୍ପୋରେଟ…

ପିଏନ୍‌ବି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର,୨୩।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଅଞ୍ଚଳ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବନ୍ୟା ପ୍ରଭାବିତ ନିମାପଡା ଏବଂ ଗୋପ ଅଞ୍ଚଳର ଲୋକମାନଙ୍କୁ ୧୦୦୦ ପ୍ୟାକେଟ୍‌ର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଏହି…

୪.୨ ଟ୍ରିଲିୟନ ଟଙ୍କା କାରବାର କରିଛି ଅଟୋ କମ୍ପୋନେଣ୍ଟ ସେକ୍ଟର

ନୂଆଦିଲ୍ଲୀ,୨୩।୮: ଭାରତୀୟ ଅଟୋ କମ୍ପୋନେଣ୍ଟ ଇଣ୍ଡଷ୍ଟ୍ରି ୨୦୨୧-୨୨ ରେ ସର୍ବାଧିକ ୪.୨ ଟ୍ରିଲିୟନ ଟଙ୍କା କାରବାର କରିଛି। ଏପରି କି ଗତ ଆର୍ଥିକ ବର୍ଷରେ ରପ୍ତାନି ଏବଂ ପରବର୍ତ୍ତୀ ମାର୍କେଟରେ ଦୃଢ଼ ପ୍ରଦର୍ଶନ ଯୋଗୁ ୨୩% ଅaଭିବୃଦ୍ଧି ପଞ୍ଜୀକରଣ କରିଛି ବୋଲି…

ଜୁନରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ

ନୂଆଦିଲ୍ଲୀ,୨୨।୮: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ର ସଦସ୍ୟ ସଂଖ୍ୟା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଉଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଚଳିତବର୍ଷ ଜୁନରେ ଇପିଏଫ୍‌ଓରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। ଏପରିକି ଗତବର୍ଷ ଜୁନ ତୁଳନାରେ ପ୍ରାୟ…

ନାଲ୍‌କୋ ପକ୍ଷରୁ ୨୯ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ୍‌ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୨।୮: ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ନାଲ୍‌କୋ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପାନୀର ଉତ୍ପାଦନ ୟୁନିଟ୍‌ ଅନୁଗୁଳ ଏବଂ ଦାମନଯୋଡ଼ିର ପାରିପାର୍ଶ୍ୱିକ ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରୀଛାତ୍ରମାନଙ୍କୁ…

ଆଜି ସରୁଛି କଟନ୍‌ ଫାବ୍‌ ମେଳା

ଭୁବନେଶ୍ୱର,୨୨।୮: ଚଳିତବର୍ଷ ଜୁଲାଇ ୨ରୁ ଆରମ୍ଭ ହୋଇଥିବା ୧୩ତମ କଟନ୍‌ ଫାବ୍‌ ମେଳା ସୋମବାର ଶେଷ ହେଉଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଜାରି ରହିଥିବା ଉକ୍ତ ମେଳାରେ ସାରା ଦେଶରୁ ୧୦୦ରୁ…

କ୍ରମ୍ପ୍‌ଟନର ସ୍ମାର୍ଟ ଷ୍ଟୋରେଜ୍‌ ୱାଟର ହିଟର ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୮: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ କ୍ରମ୍ପ୍‌ଟନ ଗ୍ରୀଭ୍‌ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ସ୍ମାର୍ଟ ଷ୍ଟୋରେଜ୍‌ ୱାଟର ହିଟରର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶୀତର ଆଗମନ ଏବଂ ତାପମାତ୍ରାର ହ୍ରାସ…

ଏମ୍‌ଡି ଭାବେ ବିଜୟ ଶେଖରଙ୍କ ପୁନଃ ନିଯୁକ୍ତି

ନୂଆଦିଲ୍ଲୀ,୨୨।୮: ପେଟିଏମ୍‌ର ସହ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପୁଣି ଥରେ ଫିନଟେକ୍‌ କମ୍ପାନୀର ସିଇଓ ଏବଂ ଏମ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି। ପେଟିଏମ୍‌ର ପେରେଣ୍ଟ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେଶନ ଲିଃ. ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହାର ୯୯.୬୭%…

ମହଙ୍ଗା ହୋଇପାରେ ୟୁପିଆଇ କାରବାର

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ନଗଦ ଟଙ୍କା କାରବାରକୁ ବନ୍ଦ କରିବା ସହ ଡିଜିଟାଲ ପଦ୍ଧତିରେ ଅର୍ଥ ନେଣଦେଣ କରିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ସେବାର ଶୁଭାରମ୍ଭ…

ଗୁଗ୍‌ଲ କ୍ରୋମ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୨୧।୮: ଗୁଗ୍‌ଲ କ୍ରୋମ ବେଶ୍‌ ଲୋକପ୍ରିୟ ଓ୍ବେବ-ବ୍ରାଉଜର ଅଟେ। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର କରନ୍ତି। ଗୁଗ୍‌ଲ କ୍ରୋମ ୟୁଜର୍ସଙ୍କୁ ଭାରତ ସରକାର ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରଣାଳୟର ଇଣ୍ଡିଆନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?