ବୀମା କମ୍ପାନୀଙ୍କ ମନମାନି
ନୂଆଦିଲ୍ଲୀ, ୨୨।୭: କୋଭିଡ୍ ମହାମାରୀ ଦ୍ୱିତୀୟ ଲହର ସମୟରେ ବୀମା କମ୍ପାନୀଗୁଡିକର ମନମାନି ଦେଖିବାକୁ ମିଳିଛି। ବୀମା ନେଇଥିବା ବ୍ୟକ୍ତିଙ୍କୁ ସୁବିଧା ଦେବା ପରିବର୍ତ୍ତେ କମ୍ପାନୀଗୁଡିକ ସମସ୍ୟାରେ ପକାଉଥିବା ଦେଖାଯାଇଛି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିବିଶେଷ ବୀମା ଦ୍ୱାରା ଏହାର...
୭ ମାସରେ ୬୩ ଥର ବଢ଼ିଛି ପେଟ୍ରୋଲ-ଡିଜେଲ ଦାମ, ୩.୩୪ ଲକ୍ଷ କୋଟି ରାଜସ୍ବ ସଂଗ୍ରହ କରିଛନ୍ତି ସରକାର…
ନୂଆଦିଲ୍ଲୀ,୨୦।୭: ଦେଶରେ ୨୦୨୧ ଜାନୁୟାରୀ ୧ଠାରୁ ଜୁଲାଇ ୯ ମଧ୍ୟରେ ଗତ ୭ ମାସରେ ପେଟ୍ରୋଲ-ଡିଜେଲ ଦାମ୍ ୬୩ ଥର ବଢ଼ିଛି। ଏହା ଦ୍ୱାରା ଏକ୍ସସାଇଜ୍ ଟ୍ୟାକ୍ସ୍ ବାବଦରେ ସରକାର ୩.୩୪ ଲକ୍ଷ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି।...
୧୨.୫ ବିଲିୟନ ଡଲାର ଛୁଇଁବ ଓଟିଟି ବଜାର
ମୁମ୍ବାଇ, ୧୯।୭: ବର୍ଷ ୨୦୨୧ରେ ଭାରତର ଭିଡିଓ ଓଟିଟି ବଜାର ୧.୫ ବିଲିୟନ ଡଲାର ରହିଛି। ଏହା ୨୦୩୦ ବେଳକୁ ୧୨.୫ ବିଲିୟନ ଡଲାର ଛୁଇଁପାରେ। ଉନ୍ନତ ନେଟଓ୍ବର୍କ, ଡିଜିଟାଲ ସଂଯୋଗ, ସ୍ମାର୍ଟଫୋନ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି...
ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି
ନୂଆଦିଲ୍ଲୀ,୧୯।୭ : କରୋନା ମହାମାରୀ ଭଳି ମାନ୍ଦାବସ୍ଥା ସମୟରେ ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସରକାରଙ୍କୁ ସାଧାରଣ ଜନତାଙ୍କ ରୋଷର ଶିକାର ହେବାକୁ ପଡୁଛି। ସରକାର ମଧ୍ୟ ତୈଳ ଦର ହ୍ରାସ ପାଇଁ ବହୁ...
ତୈଳ ବିକ୍ରି ପାଇଁ ୭ କମ୍ପାନୀକୁ ଅନୁମତି
ନୂଆଦିଲ୍ଲୀ,୧୯।୭: ପେଟ୍ରୋଲିୟମ ଆଣ୍ଡ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆଉ ୭ଟି କମ୍ପାନୀକୁ ଦେଶରେ ତୈଳ କାରବାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ର ନିୟାମବଳୀରେ ସାମାନ୍ୟ ପରିବର୍ତ୍ତନ ପୂର୍ବକ ଦେଶର ଆର୍ଥିକସ୍ଥିତି ଓ ବଜାର ଚାହିଦାକୁ...
୪୫୧୫ କୋଟି ଉଠାଇଲେ ଏଫ୍ପିଆଇ
ମୁମ୍ବାଇ, ୧୯।୭: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ମାନେ ଦେଶର ପୁଞ୍ଜି ବଜାର ଇକ୍ୱିଟି ସେଗ୍ମେଣ୍ଟରୁ ୪୫୧୫ କୋଟି ଟଙ୍କା ଉଠାଇ ନେଇଛନ୍ତି। ଭାରତୀୟ ବଜାରକୁ ନେଇ ନିବେଶକମାନେ ସତର୍କତା ଅବଲମ୍ବନ କରୁଥିବା ଦେଖାଯାଇଛି। ବର୍ତ୍ତମାନ ବଜାର...
ଶୀଘ୍ର ସ୍ଥାପନ ହୋଇପାରେ ବ୍ୟାଡ୍ ବ୍ୟାଙ୍କ
ନୂଆଦିଲ୍ଲୀ, ୧୯।୭: ୬ ହଜାର କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜି ସହ ଦେଶ ମଧ୍ୟରେ ଏକ ନ୍ୟାଶନାଲ ଆସେଟ ରିକନ୍ଷ୍ଟ୍ରକଶନ କମ୍ପାନୀ ଲିମିଟେଡ(ଏନ୍ଏଆର୍ସିଏଲ୍) ବା ବ୍ୟାଡ୍ ବ୍ୟାଙ୍କ ସ୍ଥାପନ ଲାଗି ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ଶୀଘ୍ର ରିଜର୍ଭ ବ୍ୟାଙ୍କକୁ ଏକ ଆବେଦନ...
ପୋଷ୍ଟ ଅଫିସ୍ରେ ହେବ ଆୟକର ରିଟର୍ନ
ଭୁବନେଶ୍ୱର,୧୮।୭: ଦେଶର ସମସ୍ତ କରଦାତାଙ୍କ ପାଇଁ ରିଟର୍ନ ଦାଖଲ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଛି ଆୟକର ବିଭାଗ। ବର୍ତ୍ତମାନ କରଦାତା ନିକଟରେ ଥିବା ଡାକଘରେ ସେମାନଙ୍କର ଆୟକର ରିଟର୍ନ (ଆଇଟିଆର୍) ଦାଖଲ କରିପାରିବେ ବୋଲି କୁହାଯାଇଛି। ଏହା ପୂର୍ବରୁ ୧୪...
୬୬ କୋଟି ଟିକା କିଣିବ କେନ୍ଦ୍ର
ନୂଆଦିଲ୍ଲୀ,୧୮।୭ : କୋଭିଡ ସଂକମଣରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ ଲାଗି କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପୂର୍ବରୁ ଅଧିକାଂଶ ଲୋକଙ୍କୁ ଟିକା ପ୍ରଦାନ ପାଇଁ ଶନିବାର ଉଭୟ ସେରମ ଓ ଭାରତ ବାୟୋଟେକକୁ ଅର୍ଡର...
ସମ୍ପତ୍ତି ବିକି ୧୩ ହଜାର କୋଟି ଆଦାୟ
ନୂଆଦିଲ୍ଲୀ,୧୮।୭: ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇ ଦେଶ ଛାଡ଼ି ଚାଲିଯାଇଥିବା ୩ ପଳାତକ ମେହୁଲ ଚୋକ୍ସି , ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ସେମାନଙ୍କର ଭାରତରେ ଥିବା ସମସ୍ତ...
୨୪ଘଣ୍ଟାରେ ଲକ୍ଷେ ଓଲା ଇଭି ବୁକିଂ
ନୂଆଦିଲ୍ଲୀ,୧୮।୭ : ନୂତନ ଜ୍ଞାନକୌଶଳରେ ନିର୍ମିତ ଓଲା ବିଦ୍ୟୁତ ଚାଳିତ ଦୁଇ ଚକିଆ ଯାନ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧,୦୦,୦୦୦ ବୁକିଂ ହୋଇଥିବା ଯାତ୍ରୀ ସେବା ପ୍ରଦାନକାରୀ ସଂସ୍ଥା ଓଲା ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଗତ କିଛିଦିନ...
ଗୁଗଲ୍ ଦେବ ୫୯୩ ନିୟୁତ ଡଲାର ଜରିମାନା
ନୂଆଦିଲ୍ଲୀ,୧୫ା୭: ଫ୍ରାନ୍ସ କମ୍ପିଟେସନ ରେଗୁଲେଟର ମଙ୍ଗଳବାର ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲ୍କୁ ୫୦୦ ନିୟୁତ ୟୁରୋ (୫୯୩ ନିୟୁତ ଡଲାର) ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ପାଳନରେ ବିଫଳତା ଲାଗି ନିୟାମକ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡଇଛି।...
Archives


