୧୦.୩% ଛୁଇଁଲା ବେରୋଜଗାରୀ ହାର
ନୂଆଦିଲ୍ଲୀ,୧୨।୯: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବେରୋଜଗାରୀ ଡାଟା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଦେଶର ସହରାଞ୍ଚଳରେ ଗତ ଗୋଟିଏ ବର୍ଷ ମଧ୍ୟରେ ବେରୋଜଗାରୀ ହାର ୨.୪% ବଢିଛି। ଅକ୍ଟୋବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହା ୧୦.୩% ରହିଛି। ୨୦୧୯ର...
କମିପାରେ ଖାଇବା ତେଲ ମୂଲ୍ୟ
ନୂଆଦିଲ୍ଲୀ,୧୨।୯: ଗତ ୧୪ ମାସ ମଧ୍ୟରେ ଭାରତୀୟ ବଜାରର ଖୁଚୁରା ଖାଇବା ତେଲ ମୂଲ୍ୟ ପ୍ରାୟ ୭୦% ବୃଦ୍ଧି ଘଟିଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସରକାର ମଧ୍ୟ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇଥିବା ଜଣାପଡ଼ିଛି। ଗତ...
ଖାଇବା ତେଲ ଦର କମିଲା, ଏଲ୍ପିଜି ଦାମ ବଢ଼ିବା ନିଶ୍ଚିତ…
ନୂଆଦିଲ୍ଲୀ,୧୧।୯: ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାର ଖାଇବା ତେଲ ଦର ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କରେ ଏବେ ୨.୫ ପ୍ରତିଶତ ହ୍ରାସ ହୋଇଛି। ଏହା ପାମ୍ ଅଏଲ୍, ସୋୟା ଅଏଲ୍ ଏବଂ ସନ୍ ଫ୍ଲାଓ୍ବାର...
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…
ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧୪ କୋଟି ଅତିକ୍ରମ କରିଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି...
ଏହି ୨ ଶସ୍ତା ପ୍ଲାନ ବନ୍ଦ କଲା ଜିଓ; ମିଳୁଥିଲା ଏଭଳି ସୁବିଧା
ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି। ଉଭୟ ଜିଓ ଫୋନର ରିଚାର୍ଜ ପ୍ଲାନ। କିଛି ମାସ ପୂର୍ବରୁ ଜିଓ ଫୋନ୍ର...
ଉତ୍ପାଦନ ବୃଦ୍ଧି ଲାଗି କ୍ୟାପ୍ଟିଭ ଖଣିକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୯।୯: ନିଜସ୍ବ ବ୍ୟବହାର ଲାଗି କୋଇଲା ଖଣି ପାଇଥିବା କମ୍ପାନୀଙ୍କୁ କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀଗୁଡିକ ଅଦ୍ୟାବଧି ଉତ୍ପାଦନ ବୃଦ୍ଧି କରିବାକୁ ସକ୍ଷମ ହୋଇନାହାନ୍ତି। ଯଦି କମ୍ପାନୀଗୁଡିକ ଉତ୍ପାଦନ ନ ବଢ଼ାନ୍ତି ତେବେ କୋଲ୍...
ଏଲ୍ଆଇସିରେ ବିଦେଶୀ ନିବେଶ ୨୦% ରହିପାରେ
ନୂଆଦିଲ୍ଲୀ,୯।୯: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ଙ୍କ ନିବେଶ ପ୍ରାୟ ୨୦% ରହିପାରେ। ଏହି ପ୍ରସଙ୍ଗ ଉପରେ ସରକାର ବର୍ତ୍ତମାନ ବିଚାର କରୁଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ବୁଧବାର କହିଛନ୍ତି। ଭାରତୀୟ ପ୍ରତିଭୂତି ଏବଂ...
ପିଏଲ୍ଆଇ ସ୍କିମ୍ରେ ବୟନ କ୍ଷେତ୍ର ସାମିଲ
ନୂଆଦିଲ୍ଲୀ, ୯।୯: ଦେଶର ବୟନ ଶିଳ୍ପ କ୍ଷେତ୍ରକୁ ସରକାର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍ଆଇ) ସ୍କିମ୍ରେ ସାମିଲ କରିଛନ୍ତି। ଏହି କ୍ଷେତ୍ରରେ ମାନୁଫାକ୍ଚରିଂ ଏବଂ ରପ୍ତାନି ବୃଦ୍ଧି ଲାଗି ବିଭିନ୍ନ ପ୍ରୋତ୍ସାହନ କେନ୍ଦ୍ର ସରକାର ଯୋଗାଇ ଦେବେ। ଏଥିଲାଗି କେନ୍ଦ୍ର...
ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଏମ୍ଡି
ନୂଆଦିଲ୍ଲୀ, ୯।୯: ଓଡ଼ିଶାର ପ୍ରତିଭା ମହାପାତ୍ର ଆଡୋବି ଇଣ୍ଡିଆର ଉପସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଆଇବିଏମ୍ରେ କାମ କରୁଥିଲେ। ସେ ରିଜିଅନାଲ ଇଞ୍ଜିନିୟରିଂ କଲେଜ (ବର୍ତ୍ତମାନର ଏନ୍ଆଇଟି) ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ...
ଚାଷୀଙ୍କୁ ଉପହାର, ବଢ଼ିଲା ରବି ଫସଲ ଏମ୍ଏସ୍ପି…
ନୂଆଦିଲ୍ଲୀ,୮।୯: କନ୍ଦ୍ର ସରକାର ଚାଷୀଙ୍କ ପାଇଁ ଉପହାର ଘୋଷଣା କରିଛନ୍ତି। ଏହା ଅନ୍ତର୍ଗତ ରବି ଫସଲରେ ସର୍ବନିମ୍ନ୍ ସହାୟକ ମୂଲ୍ୟ(ଏମ୍ଏସ୍ପି) କୁ ବୃଦ୍ଧି କରାଯାଇଛି। ଗହମର ଏମ୍ଏସ୍ପିରେ ୪୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ଏହା ଏବେ କ୍ୱିଣ୍ଟାଲ ପିଛା...
ବିଟ୍କଏନ୍କୁ ଅଫିସିଆଲ କରେନ୍ସି ମାନ୍ୟତା
ସାନ୍ ସାଲ୍ଭେଡର ୮ା୯: କ୍ରିପ୍ଟୋକରେନ୍ସି ବିଟ୍କଏନ୍କୁ ଲିଗାଲ ଟେଣ୍ଡର ବା ଅଫିସିଆଲ କରେନ୍ସି ମାନ୍ୟତା ଦେବାରେ ଏଲ୍ ସାଲଭେଡର ମଙ୍ଗଳବାର ବିଶ୍ୱର ପ୍ରଥମ ଦେଶ ହୋଇଛି। କିଛି ମାସ ପୂର୍ବରୁ ଏହି ଦେଶ ବିଟ୍କଏନକୁ ବୈଧ ବୋଲି ଘୋଷଣା କରିଥିଲା।...
ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି
ନୂଆଦିଲ୍ଲୀ,୬।୯: ପେଟ୍ରୋଲିୟମ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଉତ୍ପାଦ ଟିକସ ଆଦାୟ ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ୪୮% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୪ ମାସରେ ଟିକସ ଆଦାୟରେ ଏଭଳି ବୃଦ୍ଧି...
Archives


