କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ସମ୍ମାନ
କଟକ ଅଫିସ, ୫ା୯: ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲା କଲରାବାଙ୍କଠାରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଥିବା କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ସଫଳତା ହାସଲ କରିଛି। ଇଣ୍ଟରନ୍ୟାଶନାଲ ଏକ୍ସଲେନ୍ସ ଅନୁଷ୍ଠାନ…
ଜିଓ ସେବାର ୬ଷ୍ଠ ପୂର୍ତ୍ତି ଉତ୍ସବ
ମୁମ୍ବାଇ,୫।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ରବିବାର ୬ବର୍ଷ ପୂରଣ କରି ୭ମ ବର୍ଷରେ ପାଦ ଦେଇଛି। ଏପରିକି ୨୦୧୬ ସେପ୍ଟେମ୍ବର ୫ରେ ଜିଓ ସାରା ଦେଶରେ ତା’ର ବ୍ୟବସାୟିକ ଶୁଭାରମ୍ଭ କରିଥିଲା। ବିଗତ ୬ବର୍ଷ ମଧ୍ୟରେ ଦୂରସଞ୍ଚାର…
ରେନୋ ଇଣ୍ଡିଆର ଲିମିଟେଡ୍ ଏଡିଶନର ଶୁଭାରମ୍ଭ
ନୂଆଦିଲ୍ଲୀ,୫।୯: ଭାରତର ଏକ ନମ୍ବର ୟୁରୋପିଆନ୍ ବ୍ରାଣ୍ଡ ‘ରେନୋ ଇଣ୍ଡିଆ’ ପକ୍ଷରୁ ଚଳିତ ପାର୍ବଣ ଉପଲକ୍ଷେ ରେନୋର ଲିମିଟେଡ୍ ଏଡିଶନର ଶୁଭାରମ୍ଭ କରାଯାଇଛି। ଏହାର ସମଗ୍ର ରେଞ୍ଜ ତଥା ଉପତ୍ାଦ ପୋର୍ଟଫୋଲିଓ ଉପରେ ପାର୍ବଣ ଲିମିଟେଡ୍ ଏଡିଶନ(ଏଲଇ)ରେ ମଧ୍ୟ ଅଫର ପ୍ରଦାନ…
ଫିମି ପକ୍ଷରୁ ଟାଟା ଷ୍ଟିଲ ମାଇନିଂ ସମ୍ମାନିତ
ଭୁବନେଶ୍ୱର,୫।୯: ଫେଡରେଶନ୍ ଅଫ୍ ଇଣ୍ଡିଆନ୍ ମାଇନିଂ ଇଣ୍ଡଷ୍ଟ୍ରିଜ (ଫିମି) ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିକୁ ଅଭିରାଜ ବାଲଡୋଟା ପରିବେଶ ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଶେଷକରି ପରିବେଶ ଓ ପ୍ରାକୃତିକ ସଂସାଧନର…
ଟିପିସିଓଡିଏଲ୍ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ
ଭୁବନେଶ୍ୱର,୫।୯: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଟିପିସିଓଡିଏଲ୍-ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିସି)ର ସ୍ଥାପନ କରାଯାଇଛି। ଏପରିକି ସ୍ଥାନୀୟ ଗଜପତିନଗର ନିକଟସ୍ଥ ସୈନିକ ସ୍କୁଲଠାରେ ଏହାର ପ୍ରଥମ ତାଲିମ କେନ୍ଦ୍ରର ଶୁଭାରମ୍ଭ ନିକଟରେ ହୋଇଯାଇଛି।…
ମେଟା ପକ୍ଷରୁ ନୋ-କଷ୍ଟ ଇଏମ୍ଆଇର ଶୁଭାରମ୍ଭ
ନୂଆଦିଲ୍ଲୀ,୫।୯: ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ସାଇଟ୍ ମେଟାର ‘ଗ୍ରୋ ୟୋର୍ ବିଜ୍ନେସ୍’ ସମ୍ମିଳନୀର ୨ୟ ସଂସ୍କରଣ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ୱର୍କିଙ୍ଗ କ୍ୟାପିଟାଲ ବା ପୁଞ୍ଜିର ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ମେଟା ପକ୍ଷରୁ ଭାରତରେ…
୩୫% ହ୍ରାସ ପାଇଛି ଚାଇନାକୁ ଭାରତର ରପ୍ତାନି
ନୂଆଦିଲ୍ଲୀ,୫।୯: ଗତ କିଛିମାସ ହେବ ଚାଇନାର ଅର୍ଥନୈତିକ କାର୍ଯ୍ୟକଳାପରେ ମନ୍ଥରତା ଦେଖାଦେଇଛି। ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତର ଉତ୍ତର ପଡ଼ୋଶୀ ଦେଶକୁ ରପ୍ତାନି ପ୍ରାୟ ୩୫% ହ୍ରାସ ପାଇ ୬.୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏହି ସମୟ ମଧ୍ୟରେ…
ଟାଟା ସନ୍ସ-ସାଇରସ୍ ବିବାଦ
୨୦୧୬ ଅକ୍ଟୋବର ୨୪: ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଚେୟାରମ୍ୟାନ୍ ପଦରୁ ହଟାଇ ରତନ ଟାଟାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା। ୨୦୧୬ ଡିସେମ୍ବର ୨୦: ସାଇରସ୍ ମିସ୍ତ୍ରୀଙ୍କ ସାଇରସ୍ ଇନ୍ଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଷ୍ଟାର୍ଲିଂ ଇନ୍ଭେଷ୍ଟମେଣ୍ଟ କର୍ପୋରେଶନ୍ ଲିମିଟେଡ୍ ମୁମ୍ବାଇ…
ଦ୍ରୁତତମ ଓ ପଞ୍ଚମ ବୃହତ୍ତମ: ନିରନ୍ତର ପ୍ରଗତି ପଥେ ଭାରତୀୟ ଅର୍ଥବ୍ୟବସ୍ଥା
ହୁଏତ ଏହା ସଂଯୋଗବଶତଃ ହୋଇ ଥାଇପାରେ, କିନ୍ତୁ ବ୍ରିଟିଶ ସାମ୍ରାଜ୍ୟ ଠାରୁ ସ୍ବାଧୀନତା ପାଇବାର ୭୫ତମ ବର୍ଷରେ ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ ହେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିଶ୍ଚିତ ଭାବେ ପରମ ସନ୍ତୋଷର…
ବ୍ରହ୍ମପୁରରେ କଲ୍ୟାଣ ଜୁଏଲର୍ସ
ବ୍ରହ୍ମପୁର ଅଫିସ,୪ା୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘କଲ୍ୟାଣ ଜୁଏଲର୍ସ’ର ଏକ୍ସକ୍ଲୁସିଭ୍ ଶୋ’ରୁମ୍ ବ୍ରହ୍ମପୁରର ସିଟି ହାଇସ୍କୁଲ ରୋଡ୍ରେ ଶନିବାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ କଲ୍ୟାଣ ଜୁଏଲର୍ସର ସିଓଓ ସଞ୍ଜୟ ରଘୁରମଣ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।…
ଟିନ୍ ୨.୦ରେ ବିଓଆଇ ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ଭୁବନେଶ୍ୱର,୪।୯: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର କାର୍ଯ୍ୟଦକ୍ଷତା ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରଦାନ କରୁଥିବା ସେବା ଯୋଗୁ ଏହା ଆୟକର ବିଭାଗର ନୂତନ ପ୍ରତ୍ୟକ୍ଷ କର ସଂଗ୍ରହ ପ୍ରଣାଳୀ ଟିନ୍ ୨.୦ରେ ଲାଇଭ ହେବାକୁ ଥିବା ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ…
୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ଫେରସ୍ତ କରିଛି ସିବିଡିଟି
ନୂଆଦିଲ୍ଲୀ,୪।୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସ (୧ଏପ୍ରିଲରୁ ଅଗଷ୍ଟ ୩୧) ମଧ୍ୟରେ ୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ୧୯.୭ ମିଲିୟନରୁ ଅଧିକ ଟିକସଦାତାଙ୍କୁ ଫେରସ୍ତ କରାଯାଇଥିବା ଶନିବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ କୁହାଯାଇଛି। ସେହିଭଳି…

