ଭାରତ ପାଇଁ ସଙ୍କଟ, ଆମେରିକା ଫେଡେରାଲ ରିଜର୍ଭ ସୁଧହାରରେ ୦.୭୫ ପ୍ରତିଶତ ବୃଦ୍ଧି କଲା…
ଓ୍ବାଶିଂଟନ, ୧୬।୬ : ବୃଦ୍ଧି ହେଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଛି। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରକୁ ୭୫ ଆଧାର ପଏଣ୍ଟ ଅର୍ଥାତ୍ ୦.୭୫ ପ୍ରତିଶତ ବୃଦ୍ଧି କରିଛି। ଏହା…
ନୂଆ ଗ୍ୟାସ୍ ସଂଯୋଗ ନେବା ହେଲା ମହଙ୍ଗା …
ନୂଆଦିଲ୍ଲୀ, ୧୫।୬ : ଘରୋଇ ଏଲ୍ପିଜି ସିଲିଣ୍ଡର ପୂର୍ବରୁ ମହଙ୍ଗା ହୋଇସାରିଛି। ବର୍ତ୍ତମାନ ଏକ ନୂତନ ଘରୋଇ ଏଲ୍ପିଜି ସିଲିଣ୍ଡର ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ସରକାରୀ ପେଟ୍ରୋଲିୟମ କମ୍ପାନୀଗୁଡିକ ଗୁରୁବାରଠାରୁ ଘରୋଇ ଗ୍ୟାସ ସଂଯୋଗକୁ ମହଙ୍ଗା କରିବାକୁ…
୫-ଜି ସ୍ପେକ୍ଟ୍ରମ ନିଲାମୀକୁ ମଞ୍ଜୁରୀ, ଦୀପାବଳି ସୁଦ୍ଧା ସେବା ମିଳିବା ସମ୍ଭାବନା…
ନୂଆଦିଲ୍ଲୀ, ୧୫।୬ : ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ କରିବା ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫-ଜି ସ୍ପେକ୍ଟ୍ରମର ନିଲାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ କ୍ୟାବିନେଟର ମଞ୍ଜୁରୀ ବିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି…
ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା
ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର…
କ୍ଲାଉଡ୍ ସ୍କିଲ୍ସ ଟ୍ରେନିଂ
ନୂଆଦିଲ୍ଲୀ, ୧୩।୬: ମାଗଣା କ୍ଲାଉଡ୍ କମ୍ପ୍ୟୁଟିଂ ଦକ୍ଷତା ବିକାଶ ଓ ଚାକିରି ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଅଗ୍ରଣୀ ଟେକ୍ନୋଲୋଜି କନ୍ସଲ୍ଟାନ୍ସି ଓ ଶିକ୍ଷା ପ୍ରଦାତା, କର୍ଭଅପ୍ ପକ୍ଷରୁ ଆମାଜନ୍ ୱେବ୍ ସର୍ଭିସେସ୍ (ଏଡବ୍ଲ୍ୟୁଏସ୍) ସହ ସହଭାଗିତା କରାଯାଇଛି। ଏହା ହେଉଛି…
ପ୍ରଥମ ଇଲେକ୍ଟ୍ରିକ୍ ହାଇଓ୍ବେକୁ ମଞ୍ଜୁରୀ, ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ୍…
ନୂଆଦିଲ୍ଲୀ, ୧୧।୬ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ହାଇଓ୍ବେ(ବୈଦ୍ୟୁତିକ ରାଜପଥ )କୁ ମଞ୍ଜୁରୀ ମିଳିଛି। ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଦେଶର ପ୍ରଥମ ନିର୍ମାଣ ହେବାକୁ…
ଭାରତୀୟ କମ୍ପାନୀ ସହ ଚୁକ୍ତି କରିବନି ରୁଷିଆ
ନୂଆଦିଲ୍ଲୀ,୯।୬: ରୁଷ୍ର ସର୍ବବୃହତ୍ତ ଅଏଲ୍ କମ୍ପାନୀ ରୋସ୍ନେଫ୍ଟ ଭାରତର ଦୁଇ ସରକାରୀ ତୈଳ କମ୍ପାନୀ ସହିତ ଅଶୋଧିତ ତୈଳ କାରବାର ସମ୍ବନ୍ଧୀୟ ଚୁକ୍ତି କରିବାରୁ ପଛକୁ ହଟିଯାଇଛି। ପୂର୍ବରୁ ରୋସ୍ନେଫ୍ଟ ଅନ୍ୟ କିଛି ଗ୍ରାହକଙ୍କ ସହିତ ତୈଳ ଯୋଗାଣ ପାଇଁ ଚୁକ୍ତି…
୨୦ ଲକ୍ଷ କୋଟି ଡଲାର ହେବ ଭାରତୀୟ ଅର୍ଥନୀତି
ନୂଆଦିଲ୍ଲୀ,୯।୬: ୨୦୪୦ ମସିହା ସୁଦ୍ଧା ଭାରତୀୟ ଅର୍ଥନୀତି ୨୦ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନଭେଶ୍ୱରନ୍ ଆକଳନ କରିଛନ୍ତି। ଆଗାମୀ ୫ ବର୍ଷରେ ଜିଡିପି ବୃଦ୍ଧି ୫ ଲକ୍ଷ କୋଟି ଡଲାର ହେବା…
ଗହମ ରପ୍ତାନି କରିବ ଭାରତ
ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନୀ ନେଇ ଲଗାଯାଇଥିବା କଟକଣା ପରେ…
ରପ୍ତାନି, ଆମଦାନୀରେ ବୃଦ୍ଧି
ଆଦିଲ୍ଲୀ,୯।୬: ଚଳିତ ମାସର ପ୍ରଥମ ସପ୍ତାହ ମଧ୍ୟରେ ଦେଶର ବ୍ୟବସାୟିକ ରପ୍ତାନିରେ ୨୪.୧୮% ବୃଦ୍ଧି ଘଟି ୯.୩୯ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷ କରି ଇଞ୍ଜିନିୟରିଂ, ଜେମ୍, ଜୁଏଲେରି ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଭଳି କ୍ଷେତ୍ରରେ ରପ୍ତାନି ବୃଦ୍ଧି ଯୋଗୁ ଏଭଳି…
ରେପୋ ରେଟ୍ରେ ୦.୫୦ ପ୍ରତିଶତ ବୃଦ୍ଧି…
ନୂଆଦିଲ୍ଲୀ, ୮।୬ : ଏବେ ଏଏମ୍ଆଇ ମହଙ୍ଗା ହେବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ରେପୋ ରେଟ୍କୁ ୫୦ ଆଧାର ପଏଣ୍ଟ ଅର୍ଥାତ୍ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଛି।…
ଅଧ୍ୟବସାୟରୁ ବ୍ୟବସାୟିକ ସଫଳତା
ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଉଚ୍ଚଶିକ୍ଷା ପରେ ଦେଶର କିଛି ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନରେ ଯୋଗଦେବା ସହ ସେ ୧୯୯୧-୯୨ରେ ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହ ଯୋଡ଼ିହୋଇଥିଲେ। ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ କମ୍ପାନୀ ତାଙ୍କୁ ଅଧିକାରୀ…
Archives


