ଖାଇବା ତେଲ: କମୁନି ଦର
ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇମାସ ବାକି ଥିବାବେଳେ ଦରଦାମ୍...
ଜିଏସ୍ଟିରେ ସାମିଲ କରିବାକୁ ବିଚାର କରିବେ
ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା...
କଓ୍ବୋଇସି ଠକେଇ: ସତର୍କ କଲା ଆର୍ବିଆଇ
ନୂଆଦିଲ୍ଲୀ,୧୪।୯: ନୋ ୟୋର କଷ୍ଟମର(କଓ୍ବୋଇସି) ଅପ୍ଡେଟ୍ କରାଇବା ଆଳରେ ଲୋକମାନେ ବ୍ୟାଙ୍କ ଠକେଇର ସାମ୍ନା କରୁଥିବା ଦେଖାଯାଉଛି। ଏହାକୁ ନେଇ ଲୋକଙ୍କୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇଛି। ଆକାଉଣ୍ଟ ଲଗ୍ଇନ୍ ସମ୍ପର୍କିତ ତଥ୍ୟ, ବ୍ୟକ୍ତିଗତ ତଥ୍ୟ, କଓ୍ବୋଇସି ଡକ୍ୟୁମେଣ୍ଟ କପି,...
ପାନ୍ ବାହାରର ନୂଆ ଅଭିଯାନ
ଭୁବନେଶ୍ୱର,୧୪ା୯ ପାନ୍ ବାହାର ଇଲାଇଚି ପକ୍ଷରୁ ନୂଆ ଅଭିଯାନ ‘କାମୟାବି’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏଭଳି ଏକ ପୁରାତନ ବ୍ରାଣ୍ଡ୍କୁ ଗ୍ରାହକଙ୍କ ନିକଟତର କରାଇବା ଲାଗି କମ୍ପାନୀ ପକ୍ଷରୁ ସାଉଥ୍ ସୁପରଷ୍ଟାର ତଥା ତେଲୁଗୁ ସିନେମା ଅଭିନେତା ମହେଶ...
ଓଡ଼ିଶାରେ ଓ୍ବେଲ୍ସ୍ପନର ବିତରକ ନିଯୁକ୍ତ
କଟକ ଅଫିସ,୧୪।୯: ଓଡ଼ିଶାରେ ବାଣିଜ୍ୟ କାରବାର ବୃଦ୍ଧି ଲାଗି ଓ୍ବେଲ୍ସ୍ପନ ପକ୍ଷରୁ କଟକରେ ନୂଆ ବିତରକ ନିଯୁକ୍ତ କରାଯାଇଛି। ‘ଗାୟତ୍ରୀ’ ନାମକ ସଂସ୍ଥା ସହ କମ୍ପାନୀ ଏଥିଲାଗି ଯୋଡ଼ିହୋଇଛି। ୧୯୭୯ରୁ ‘ଗାୟତ୍ରୀ’ ବମ୍ବେ ଡାଇଙ୍ଗ୍ର ସ୍ବତନ୍ତ୍ର ଷ୍ଟୋର ଭାବେ ସେବା...
ଗ୍ରାମାଞ୍ଚଳ ବଜାର ଉପରେ ଫୋକସ
ରେନୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଘରୋଇ ବଜାରରେ ପରିଚାଳନାର ୧୦ମ ବର୍ଷ ପୂର୍ତ୍ତି ପାଳନ କରୁଛି। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଦଶନ୍ଧି ଧରି ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ ଦିଗରେ କମ୍ପାନୀ ନିଜର ଯୋଗଦାନ ରଖି ଆସିଛି।...
ପର୍ଯ୍ୟଟନ ଲାଗି ଲିଜ୍ରେ କୋଚ୍ ଦେବ ରେଲଓ୍ବେ
ନୂଆଦିଲ୍ଲୀ,୧୩।୯: ରେଲଓ୍ବେ ଦ୍ୱାରା ସାରା ଦେଶରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଯୋଜନା ରଖିଛନ୍ତି। ସ୍ପେଶାଲ ଥିମ୍ ବିଶିଷ୍ଟ ସାଂସ୍କୃତିକ, ଧାର୍ମିକ ଏବଂ ଟୁରିଷ୍ଟ ସର୍କିଟ ଟ୍ରେନ ଚଳାଚଳ କରାଇବାକୁ କୋଚ୍ଗୁଡିକୁ ଦୀର୍ଘ ମିଆଦୀ ଭିତ୍ତିରେ ଲିଜ୍ରେ ଦେବା ଲାଗି...
ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନା ସୀମା ବୃଦ୍ଧି
ନୂଆଦିଲ୍ଲୀ,୧୨।୯: ମହାମାରୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରି ନ ଥିବାରୁ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍ଆଇସି) ପକ୍ଷରୁ ଅଟଳ ବିମିତ ବ୍ୟକ୍ତି କଲ୍ୟାଣ ଯୋଜନାର ସୀମାକୁ ୨୦୨୧ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଯୋଜନାର ଲାଭ...
୧୭ରୁ ମିଳିବନି ଜୋମାଟୋରେ ଗ୍ରୋସରି ସାମଗ୍ରୀ
ଅନ୍ଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ତା’ର ଗ୍ରୋସରି ଡେଲିଭରି ସେବାକୁ ୧୭ ସେପ୍ଟେମ୍ବରରୁ ବନ୍ଦ କରିବ ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀ ଏନ୍ସିଆରବାସୀ ଆଉ ଏହି ସେବା ମିଳିବ ନାହିଁ। ନିକଟରେ ଆରମ୍ଭ ହୋଇଥିବା ଗ୍ରୋସରି ସେବା...
ଇପିଏଫ୍ ଲାଗି ଆଧାର ଲିଙ୍କ ଅବଧି ବଢ଼ିଲା
ନୂଆଦିଲ୍ଲୀ,୧୩।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍ଓ) ପକ୍ଷରୁ ଇପିଏଫ୍ ଆକାଉଣ୍ଟଗୁଡିକୁ ଆଧାର ସହ ଲିଙ୍କ କରାଇବାର ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଏଥି ଲାଗି ଶେଷ ତାରିଖ ଅଗଷ୍ଟ ମାସ ୩୧ ରହିଥିଲା। ଇପିଏଫ୍ଓ ଉପଭୋକ୍ତାମାନେ ଯଦି...
‘ଅର୍ଥ ବ୍ୟବସ୍ଥା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ’
ନୂଆଦିଲ୍ଲୀ,୧୩।୯: ଦେଶର ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଟିକାକରଣ ପରେ ଲୋକମାନେ ସେମାନଙ୍କ ବାଣିଜ୍ୟ କାରବାର ନିୟମିତ ଭାବେ କରିପାରିବେ। ସେହିଭଳି କୃଷକମାନେ ମଧ୍ୟ କୃଷିକାର୍ଯ୍ୟ ଠିକ୍ ଭାବେ କରିପାରିବେ ବୋଲି...
ଗାଡ଼ି ବୀମା କଭର ମହଙ୍ଗା ହୋଇପାରେ
ନୂଆଦିଲ୍ଲୀ,୧୨।୯: ଆଗାମୀ ମାସଗୁଡିକରେ ନୂଆ ଗାଡ଼ି କିଣିବା ୧୦% ମହଙ୍ଗା ହୋଇପାରେ। ବୀମା ପଲିସିର ଡିଜାଇନ ଏବଂ ମୋଟର ବୀମା କଭର ମଡେଲ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏଭଳି ଯଦି ନୂଆ ନିୟମ ଆସେ ତେବେ ଗାଡ଼ି ଲାଗି...
Archives


