ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୮।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍‌ (ଏଏମ୍‌-ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ବୁଧବାର ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶା ଜଗରନଟ୍ସର ଖେଳାଳିମାନଙ୍କୁ ଉସତ୍ାହିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏପରିକି ନିକଟରେ ପୁଣେଠାରେ ଶେଷ…

କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୯: ଦେଶର ପ୍ରମୁଖ ପିଓର-ପ୍ଲେ କ୍ରେଡିଟ୍‌ କାର୍ଡ ଜାରିକର୍ତ୍ତା ଏସ୍‌ବିଆଇ କାର୍ଡ ପକ୍ଷରୁ ନିକଟରେ ‘କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ ହେଉଛି ଉଦ୍ୟୋଗର ପ୍ରଥମ କ୍ୟାଶ୍‌ବ୍ୟାକ୍‌ ଉପରେ ଧ୍ୟାନ ଆକର୍ଷଣ କରୁଥିବା କ୍ରେଡିଟ୍‌…

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନୂତନ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୯: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନୂତନ ଅଭିଯାନ ‘ଦିଲ୍‌ ସେ ଓପୋନ୍‌-ଆପ୍‌କେ ଲିଏ’ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଲୋୟେ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଅଭିଯାନରେ ୫ଟି ସ୍ବତନ୍ତ୍ର ଫିଲ୍ମ ପ୍ରଦର୍ଶନ କରାଯିବ। ବିଶେଷକରି ବ୍ୟାଙ୍କର କର୍ମଚାରୀମାନଙ୍କ ବାସ୍ତବ…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ଡୁଏଲ୍‌ ସିଷ୍ଟମ ଟ୍ରେନିଂ

ଭୁବନେଶ୍ୱର,୭।୯: ଆର୍ସଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧୀନରେ ଏକ ସିଏସ୍‌ଆର୍‌ ପଦକ୍ଷେପକୁ ତ୍ୱରାନ୍ବିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣାପତ୍ର ତଥା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଷ୍ଟୋନ୍‌…

୮% ବୃଦ୍ଧି ପାଇଛି ବିଦେଶୀ ଋଣ

ନୂଆଦିଲ୍ଲୀ,୭।୯: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ହାର ପୂର୍ବ ବର୍ଷ ତୁଳନାରେ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଏପରିକି ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ…

ଅସ୍ଥିରତା ମଧ୍ୟରେ ଭଲ ପ୍ରଦର୍ଶନ କରୁଛି ଟଙ୍କା: ଶକ୍ତିକାନ୍ତ

ନୂଆଦିଲ୍ଲୀ,୭।୯: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତ୍ବେ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଭଲ ରହିଛି। ସେହିଭଳି ଅନ୍ୟ ଦେଶଗୁଡ଼ିକର ମୁଦ୍ରା…

ଓ୍ବିଣ୍ଡଫଲ୍‌ ଟ୍ୟାକ୍ସକୁ ଅର୍ଥମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ,୬।୯: ପଟ୍ରୋଲିୟମ ସାମଗ୍ରୀ ଏବଂ ଅଶୋଧିତ ତୈଳ ଉପରେ ଓ୍ବିଣ୍ଡଫଲ୍‌ ଟ୍ୟାକ୍ସ ଅତିରିକ୍ତ ନୁହେଁ, ଶିଳ୍ପସଂସ୍ଥା ସହ ନିୟମିତ ପରାମର୍ଶକ୍ରମେ ଏହି ଟିକସ ଲାଗୁ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଓ୍ବିଣ୍ଡଫଲ୍‌ ଟ୍ୟାକ୍ସକୁ ଆଡ୍‌ହକ ବା…

ଏମ୍‌ଜି ପକ୍ଷରୁ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୬ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମୋରିସ ଗ୍ୟାରେଜ (ଏମ୍‌ଜି)ର ବହୁ ପ୍ରତୀକ୍ଷିତ ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏମ୍‌ଜି ମୋଟର ପକ୍ଷରୁ ନିକଟରେ ‘ଆଡ୍‌ଭାନ୍ସଡ୍‌ ଗ୍ଲୋଷ୍ଟର୍‌’ର ସର୍ବଭାରତୀୟସ୍ତରରେ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରଥମ…

ଓରିହୋମ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟର ପ୍ରଥମ ଟେକ୍ନୋଲୋଜିଭିତ୍ତିକ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ ଓରିହୋମ୍‌ କନ୍‌ଷ୍ଟ୍ରକ୍‌ଶନ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଗୃହ ନିର୍ମାଣ ସଲ୍ୟୁଶନ ସମ୍ପର୍କରେ ଘୋଷଣା ହୋଇଛି। କମ୍ପାନୀ ବିଶେଷ କରି ୪ ପ୍ରମୁଖ ସେବା ଯୋଗାଉଛି। ଏହା ମଧ୍ୟରେ ନୂଆ ଘର ନିର୍ମାଣ, ଇଣ୍ଟେରିୟର…

ଯଶ୍‌ପ୍ରୀତ୍‌ ବୁମ୍‌ରା ପରଫର୍‌ମ୍ୟାକ୍ସ ଆକ୍ଟିଭ୍‌ଓୟାରର ବ୍ରାଣ୍ଡ୍‌ ଆମ୍ବାସାଡର

ମୁମ୍ବାଇ,୬।୯: ରିଲାଏନ୍ସ ରିଟେଲ୍‌ର ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ପୋର୍ଟଫୋଲିଓର ସ୍ପୋର୍ଟସ୍‌ ବ୍ରାଣ୍ଡ୍‌ ପରଫର୍‌ମ୍ୟାକ୍ସ ଆକ୍ଟିଭ୍‌ଓୟାର ପକ୍ଷରୁ ଭାରତୀୟ କ୍ରିକେଟର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ପରଫର୍‌ମ୍ୟାକ୍ସ ହେଉଛି ଏକ ଭାରତୀୟ ବ୍ରାଣ୍ଡ୍‌ ଯାହା ବିଶ୍ୱର ସ୍ପୋର୍ଟସ୍‌ ଓୟାର…

ମହଙ୍ଗା ହେବ ତେଲ

ନୂଆଦିଲ୍ଲୀ,୬।୯: ପେଟ୍ରୋଲିୟମ ରପ୍ତାନି ରାଷ୍ଟ୍ର ସଂଘ (ଓପେକ୍‌) ଏବଂ ଏହାର ସହଯୋଗୀ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଭାରତରେ…

ଡିପିଏସ୍‌ କଳିଙ୍ଗରେ ସ୍କାଉଟ୍ସ, ଗାଇଡ୍ସ ଶପଥ ଗ୍ରହଣ ଉତ୍ସବ

ଫୁଲନଖରା,୫ା୯(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ଅଢ଼ାଳିଆସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗ(ଡିପିଏସ୍‌) ପରିସରରେ ନୂତନ ଭାବେ ଯୋଗ ଦେଇଥିବା ସ୍କାଉଟ୍ସ ଓ ଗାଇଡ୍‌ମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ପ୍ରୋ-ଭାଇସ ଚେୟାରପର୍ସନ ମାଲା ମିଶ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?