ଟିକେଏମ୍ର ମୂଲ୍ୟ ଘୋଷଣା
ନୂଆଦିଲ୍ଲୀ,୧୪ା୯: ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍) ପକ୍ଷରୁ ନ୍ୟୁ ଟୟୋଟା ଅର୍ବାନ କ୍ରୁଜର ହାଇରାଇଡରର ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ପର୍ଯ୍ୟାୟକ୍ରମେ ଘୋଷିତ ହେବାକୁ ଥିବା ଟୟୋଟାର ଅତ୍ୟାଧୁନିକ ଅଫରର ଶ୍ରେଷ୍ଠ ୪ଟି ଗ୍ରେଡର ପ୍ରତିଯୋଗିତାମୂଳକ ମୂଲ୍ୟ ୧୫,୧୧,୦୦୦ରୁ ୧୮,୯୯,୦୦୦ଟଙ୍କା ମଧ୍ୟରେ…
ସ୍କୋୟାର ୟାର୍ଡସ୍ ସହ ଆକ୍ସିସ୍ ବ୍ୟାଙ୍କର ରାଜିନାମା
ନୂଆଦିଲ୍ଲୀ,୧୪ା୯: ରିଅଲ ଇଷ୍ଟେଟ୍ ପ୍ଲାଟ୍ଫର୍ମ ସ୍କୋୟାର ୟାର୍ଡସ୍ ସହ ଆକ୍ସିସ୍ ବ୍ୟାଙ୍କର ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକ ନିଜର ସ୍ବପ୍ନର ଘର ଅନୁସନ୍ଧାନ କରିବା ପ୍ରକ୍ରିୟାକୁ ଚିନ୍ତାମୁକ୍ତ, ପ୍ରଭାବଶାଳୀ ଓ ଉଲ୍ଲାସପୂର୍ଣ୍ଣ ଅନୁଭୂତିରେ ପରିଣତ କରିବାକୁ ଏହି ସ୍ବତନ୍ତ୍ର ପ୍ଲାଟ୍ଫର୍ମ…
ଜେକେ ଟାୟାରର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୧୪ା୯: ଦେଶର ପ୍ରମୁଖ ଟାୟାର କମ୍ପାନୀ ଜେକେ ଟାୟାର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ୨ଟି ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଓଡ଼ିଶା ବଜାରରେ ଉକ୍ତ ୨…
‘ଅସହାୟ କର୍କଟରୋଗୀଙ୍କ ଯନ୍ତ୍ରଣା ଦୂରକରିବ ବାଲ୍କୋ’
ରାୟପୁର,୧୪ା୯: ସାରା ଦେଶରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ରୋଗଠାରୁ ରୋଗୀର ମାନସିକ ଯନ୍ତ୍ରଣା ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଚିନ୍ତାର କାରଣ ବୋଲି କୁହାଯାଉଛି। ଏଭଳି ମାନସିକ ଚିନ୍ତାରେ ପଡ଼ିଥିବା ବିଭିନ୍ନ ବର୍ଗର…
ବନ୍ଦେ ଭାରତ ଟ୍ରେନ୍ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…
ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ନହେବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।…
ମୁନ୍ଦ୍ରା-ପାନିପତ ପାଇପ୍ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…
ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ ଅଶୋଧିତ ତୈଳ ପାଇପଲାଇନ ବିଛାଇବା ଲାଗି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ କାର୍ଯ୍ୟ ଆରମ୍ଭ…
ଜେଇଇ ଆଡ୍ଭାନ୍ସଡରେ ଆଲେନ୍ର ବାଜିମାତ୍
ଭୁବନେଶ୍ୱର,୧୩।୯:ଆଇଆଇଟି ମୁମ୍ବାଇ ଦ୍ୱାରା ପରିଚାଳିତ ଜେଇଇ ଆଡଭାନ୍ସଡ-୨୦୨୨ର ଫଳାଫଳ ନିକଟରେ ପ୍ରକାଶ ପାଇସାରିଛି। ଉକ୍ତ ଫଳାଫଳ ଅନୁଯାୟୀ ଆଲେନ୍ ଭୁବନେଶ୍ୱରର ଛାତ୍ରୀଛାତ୍ରୀମାନେ ପୁଣିଥରେ ବାଜିମାତ ସହ ପରୀକ୍ଷାରେ ନିଜର ଉତ୍କର୍ଷତା ପ୍ରମାଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଆଲେନ୍ ଭୁବନେଶ୍ୱର ସେଣ୍ଟର…
ଆଇପିଓ ଆଣିବ ପତଞ୍ଜଳି ବ୍ରାଣ୍ଡ୍ର ଆଉ ୪ କମ୍ପାନୀ
ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ବ୍ରାଣ୍ଡ୍ର ଆଉ ୪ଟି କମ୍ପାନୀ ଖୁବଶୀଘ୍ର ଷ୍ଟକ୍ ବଜାରରେ ପଞ୍ଜୀକୃତ ହେବାକୁ ଯାଉଛନ୍ତି। ଏପରିକି କମ୍ପାନୀ ତା’ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)ର ଶୁଭାରମ୍ଭ କରିବାର ଯୋଜନା ରହିଛି ବୋଲି…
ସିମା ଇଲେକ୍ଟ୍ରିକ ପକ୍ଷରୁ ୩ଟି ନୂଆ ଇଭି ମଡେଲ
ନୂଆଦିଲ୍ଲୀ,୧୩।୯:ଓଡ଼ିଶାଭିତ୍ତିକ ମେଡ୍-ଇନ୍-ଇଣ୍ଡିଆ ଇଭି ନିର୍ମାତା ସିମା ଇଲେକ୍ଟ୍ରିକ (ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ ବା ଏସ୍ଇଏସ୍) ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ-୨୦୨୨ରେ ୩ଟି ନୂଆ ହାଇସ୍ପିଡ ଇଲେକ୍ଟ୍ରିକ ସ୍କୁଟର୍ର ଉନ୍ମୋଚନ କରାଯାଇଛି। ନିକଟରେ ଇଣ୍ଡିଆ ଏକ୍ସପୋ ସେଣ୍ଟରଠାରେ ଆୟୋଜିତ…
ସଫଳତା ପଥରେ ଜିନ୍ଦେଗୀ ଫାଉଣ୍ଡେଶନ
ଭୁବନେଶ୍ୱର,୧୩।୯:ଗତ ୫ବର୍ଷ ମଧ୍ୟରେ ଜିନ୍ଦେଗୀ ଫାଉଣ୍ଡେଶନର ପ୍ରାୟ ୯୦ (୮୮) ଜଣ କୃତୀ ଛାତ୍ର ଡାକ୍ତର ହେବାର ଯୋଗ୍ୟତା ହାସଲ କରିଛନ୍ତି। ଏପରିକି ଭିନ୍ନ ଏକ ଚିନ୍ତାଧାରାରେ ପ୍ରତିଷ୍ଠା ହୋଇଥିବା ଜିନ୍ଦେଗୀ ଫାଉଣ୍ଡେଶନ ସଫଳତା ପଥରେ ଆଗେଇ ଚାଲିଛି। ନିକଟରେ ପ୍ରକାଶିତ…
ଟିଭିଏସ୍ର ୨ଟି ଆପାଚି ଆର୍ଟିଆର୍ ମଡେଲ ଉନ୍ମୋଚିତ
ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କମ୍ପାନୀ ପକ୍ଷରୁ ସୋମବାର ୨ଟି ଆପାଚି ଆର୍ଟିଆର୍ ମଡେଲ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ୨୦୨୨ ଟିଭିଏସ୍ ଆପାଚି ଆର୍ଟିଆର୍-୧୬୦ ଏବଂ ୨୦୨୨ ଟିଭିଏସ୍ ଆପାଚି…
ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%
ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ ଖୁଚୁରା…

