ଓଡ଼ିଶାରେ ଓ୍ବେଲ୍‌ସ୍ପନର ବିତରକ ନିଯୁକ୍ତ

କଟକ ଅଫିସ,୧୪।୯: ଓଡ଼ିଶାରେ ବାଣିଜ୍ୟ କାରବାର ବୃଦ୍ଧି ଲାଗି ଓ୍ବେଲ୍‌ସ୍ପନ ପକ୍ଷରୁ କଟକରେ ନୂଆ ବିତରକ ନିଯୁକ୍ତ କରାଯାଇଛି। ‘ଗାୟତ୍ରୀ’ ନାମକ ସଂସ୍ଥା ସହ କମ୍ପାନୀ ଏଥିଲାଗି ଯୋଡ଼ିହୋଇଛି। ୧୯୭୯ରୁ ‘ଗାୟତ୍ରୀ’ ବମ୍ବେ ଡାଇଙ୍ଗ୍‌ର ସ୍ବତନ୍ତ୍ର ଷ୍ଟୋର ଭାବେ ସେବା ଯୋଗାଉଛି। ବର୍ତ୍ତମାନ ଏହି ଷ୍ଟୋର ଦ୍ୱାରା ସାରା ରାଜ୍ୟରେ ଓ୍ବେଲ୍‌ସ୍ପନ ନିଜର ପ୍ରଡକ୍ଟ ଯୋଗାଣ ଲାଗି ଲକ୍ଷ୍ୟ ରଖିଛି। କମ୍ପାନୀ ବେଡ୍‌ସିଟ୍‌, ଟାଓ୍ବେଲ ଭଳି ଅନ୍ୟ ପ୍ରଡକ୍ଟ ଯୋଗାଣ କରୁଛି। ବେଡ୍‌ସିଟ୍‌ ୭୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ୫,୯୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ୨୪୯ ଆରମ୍ଭ ମୂଲ୍ୟରୁ ଟାଓ୍ବେଲ ଉପଲବ୍ଧ ହେଉଛି। ସବୁ ବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ମତ ପ୍ରକାଶ କରିଛି। କାର୍ଯ୍ୟକ୍ରମରେ କମ୍ପାନୀର ଆସିଷ୍ଟାଣ୍ଟ ସେଲ୍‌ସ ମ୍ୟାନେଜର ବିଶ୍ୱମ୍ବର ରାଉତ, କୀର୍ତ୍ତି ରଞ୍ଜନ ସାହୁ, ଗାୟତ୍ରୀ ଷ୍ଟୋର ପକ୍ଷରୁ ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri