ବାଣିଜ୍ୟ

ଡିଜେଲ କାର୍‌ ତିଆରି ବନ୍ଦ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୨।୧୧: ମାରୁତି ସୁଜୁକି ଇଣ୍ଡିଆ ଡିଜେଲ କାର ପ୍ରସ୍ତୁତିକୁ ବନ୍ଦ କରିବାକୁ ଯାଉଛି। ୨୦୨୩ରେ ପରବର୍ତ୍ତୀ ପର୍ଯ୍ୟାୟ ନୂଆ ନିର୍ଗମନ ନିୟମ ଲାଗୁ ହେବାକୁ ଯାଉଥିବା ବେଳେ ଡିଜେଲ ବର୍ଗରେ ଯାନ ବିକ୍ରି ହ୍ରାସ ଘଟିବ। ଏହି ଯାନଗୁଡିକ ମହଙ୍ଗା...

୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କଳାଧନ ଠାବ

ନୂଆଦିଲ୍ଲୀ,୨୨।୧୧: ଆୟକର ବିଭାଗ ପକ୍ଷରୁ ଗୁଜରାଟର ଏକ କମ୍ପାନୀ ଉପରେ ଚଢ଼ାଉ କରାଯାଇ ପ୍ରାୟ ୧୦୦ କୋଟି ଟଙ୍କାର କଳାଧନ ଠାବ କରାଯାଇଛି। ଏହା ରିୟଲ ଇଷ୍ଟେଟ ଏବଂ କେମିକାଲ ମାନୁଫାକଚରିଂ ଭଳି ବିଜନେସ ସହ ଜଡିତ ବୋଲି କେନ୍ଦ୍ରୀୟ...

ଆରମ୍ଭରୁ ଖସିଲା ପେଟିଏମ୍‌ ଶେୟାର

ମୁମ୍ବାଇ, ୧୯।୧୧: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ର ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ)ର ଶୁଭାରମ୍ଭ ପ୍ରଭାବିତ ରହିଛି। କମ୍ପାନୀ ଶେୟାର ବଜାରରେ ପ୍ରବେଶ କରିବା ପରଠାରୁ ଏହାର ଷ୍ଟକ୍‌ ପ୍ରାୟ ୨୭% ଖସିଛି। କମ୍ପାନୀ ୧୮,୩୦୦ କୋଟି ଟଙ୍କାର ଆଇପିଓ ଆଣିଥିଲା।...

ଆହୁରି ଖସିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୮।୧୧: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ କମ୍‌ କରିଛନ୍ତି। ଏହା ପରେ ରାଜ୍ୟଗୁଡ଼ିକ ମଧ୍ୟ କିଛି କିଛି ପରିମାଣରେ ଭାଟ୍‌...

ଏଫ୍‌ଏମ୍‌ସିଜି କମ୍ପାନୀଙ୍କ କାରବାର ୨୧% ବଢ଼ିଲା

ନୂଆଦିଲ୍ଲୀ,୧୮।୧୧: ଅକ୍ଟୋବର ମାସରେ ଦେଶର ଫାଷ୍ଟ ମୁଭିଂ କଞ୍ଜ୍ୟୁମର ଗୁଡ୍ସ (ଏଫ୍‌ଏମ୍‌ସିଜି) କମ୍ପାନୀଗୁଡ଼ିକର କାରବାରରେ ବେଶ୍‌ ଉନ୍ନତି ପରିଲକ୍ଷିତ ହୋଇଛି। ବାର୍ଷିକ ଆଧାରରେ କମ୍ପାନୀଗୁଡ଼ିକର କାରବାର ପ୍ରାୟ ୨୧% ବୃଦ୍ଧି ଘଟିଛି। ଏହା ମଧ୍ୟରେ ପ୍ୟାକେଟ୍‌ ଫୁଡ, ଚାଉଳ, ଡାଲି,...

ରିସ୍କ ନେବାକୁ ଶିଳ୍ପ ଜଗତକୁ ସୀତାରାମନଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୮।୧୧: କ୍ଷମତା ସମ୍ପ୍ରସାରଣ ଲାଗି ଶିଳ୍ପ ଜଗତ ରିସ୍କ ନେବା ଜରୁରୀ। ଏହା ହେଲେ ଯାଇ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶିଳ୍ପ ଜଗତକୁ ବୁଧବାର ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, ଶିଳ୍ପଗୁଡ଼ିକୁ...

ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ ରହିଛନ୍ତି। ଉକ୍ତ ସ୍ଥାନଗୁଡ଼ିକୁ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ...

ମୋବାଇଲରେ ଦୈନିକ ୪.୮ ଘଣ୍ଟା ବିତାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ,୧୫ା୧୧: ସ୍ମାର୍ଟଫୋନରେ ସବୁଠାରୁ ଅଧିକ ସମୟ ବିତାଉଥିବା କ୍ଷେତ୍ରରେ ଭାରତର ସ୍ଥାନ ୪ର୍ଥରେ ରହିଛି। ମୋବାଇଲ ଆପ୍‌ ଆନାଲିଷ୍ଟ କମ୍ପାନୀ ଏପ୍‌ ଏନି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଦୈନିକ ୫.୫ ଘଣ୍ଟା ସମୟ ସହ ତାଲିକାରେ ଇଣ୍ଡୋନେସିଆ...

୩୪ କୋଟିର ଜିଏସ୍‌ଟି ଠକେଇ ଠାବ

କୋଲକାତା,୧୫ା୧୧: ଜିଏସ୍‌ଟି ଅଧିକାରୀମାନେ ୩୪ କୋଟିର ଇନ୍‌ପୁଟ୍‌ ଟାସ୍କ କ୍ରେଡିଟ ଠକେଇ ଠାବ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଠକେଇରେ ୭ ଫାର୍ମ ଜଡ଼ିତ ରହିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। ଜାଲ୍‌ ଜିଏସ୍‌ଟି ଇନ୍‌ଭଏସ ଦ୍ୱାରା ଇନ୍‌ପୁଟ...

ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୫ା୧୧: ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କାର ଉତ୍ପାଦ ଟିକସ ହ୍ରାସ କରିଛନ୍ତି। ଏହା ପରେ ରାଜ୍ୟ ସରକାରଗୁଡିକ ମଧ୍ୟ କିଛି ପରିମାଣରେ ଭାଟ୍‌ ହ୍ରାସ କରିଛନ୍ତି। ଏହି ଘଟଣା...

ଅଭିବୃଦ୍ଧି ୨ ଅଙ୍କ ଛୁଇଁପାରେ

କୋଲକାତା,୧୫ା୧୧: ଚଳିତ ଆର୍ଥତ୍କ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୨ ଅଙ୍କ ଛୁଇଁପାରେ। ଆସନ୍ତା ଆର୍ଥତ୍କ ବର୍ଷରେ ଏହା ୫.୭%ରୁ ୬ % ରହିପାରେ ବୋଲି ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) କେ.ଭି.ସୁବ୍ରମଣ୍ୟନ ରବିବାର କହିଛନ୍ତି। ମୁଦ୍ରାସ୍ଫୀତି...

ଭାରତରେ ୭୪,୪୫୦ କୋଟି ନିବେଶ କରିବ ସଫ୍ଟ ବ୍ୟାଙ୍କ

ଜାପାନର ସଫ୍ଟ ବ୍ୟାଙ୍କ ଗ୍ରୁପ କର୍ପୋରେଶନ ଆସନ୍ତା ବର୍ଷ ଭାରତରେ ପ୍ରାୟ ୩୭,୨୨୫ କୋଟିରୁ ୭୪,୪୫୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ସଫ୍ଟ ବ୍ୟାଙ୍କ ଇନଭେଷ୍ଟମେଣ୍ଟ ଆଡଭାଇଜର୍ସର ସିଇଓ ରାଜୀବ ମିଶ୍ର କହିଛନ୍ତି, ଭାରତ ବଜାରରେ ନିବେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri