Advertisement

ଚିନି ରପ୍ତାନି ସମୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୩୦ା୧୦: କେନ୍ଦ୍ର ସରକାର ଚିନି ରପ୍ତାନି ପ୍ରତିବନ୍ଧକ ଉପରେ ଆଉ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିଜିଏଫ୍‌ଟି କହିଛନ୍ତି, ବିଶୋଧିତ ଓ ଧଳା ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ୩୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ପଯର୍‌ୟନ୍ତ ସମୟ ବୃଦ୍ଧି କରାଯାଇଛି।

ତେବେ ଘରୋଇ ବଜାରରେ ଚିନି ଉପଲବ୍ଧତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଏହାର ରପ୍ତାନି ଉପରେ ପ୍ରତିବନ୍ଧକକୁ ଆସନ୍ତା ବର୍ଷ ଅକ୍ଟୋବର ୩୧ ପଯର୍‌ୟନ୍ତ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ସିଏକ୍ସଏଲ୍‌ ଓ ଟିଆର୍‌କ୍ୟୁ ଡ୍ୟୁଟି ରିହାତି କୋଟା ଅନ୍ତର୍ଗତ ୟୁରୋପୀୟ ୟନିଅନ୍‌ ଏବଂ ଆମେରିକାକୁ ଚିନି ରପ୍ତାନିରେ ଏହି ପ୍ରତିବନ୍ଧକ ଲାଗୁ କରାଯିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯ ମୁକାବିଲା ଲାଗି ଏମ୍‌ଜିଏମ୍‌ ଦେଲା ୧ କୋଟି

ଭୁବନେଶ୍ୱର ୨୬/୩ (ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋଭିଡ୍‌-୧୯ ମୁକାବିଲା ଏମ୍‌ଜିଏମ୍‌ ମିନେରାଲ୍ସ ଯୋଗଦରାନ ରଖିଛି। କମ୍ପାନୀ ପକ୍ଷରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ...

ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଇସ୍‌ ଆକାଉଣ୍ଟ ତଥ୍ୟ

ମୁମ୍ବାଇ: ଭାରତ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଲାଭ କରିଛି। ଟିକସ ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ଲାଗି ଭାରତ ଏବଂ...

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨...

ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୩।୮:  କୋଭିଡ୍‌ ସଂକ୍ରମଣ ସାରା ଦେଶକୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି। ଦେଶ ବିକାଶ ପଥରେ ଅଗ୍ରସର ହେଉଥିବା ସମୟରେ ମହାମାରୀ ଏକ ପ୍ରକାର ବାଧକ ସାଜିଛି।...

ଫିକିର ଉପସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ,୨୦।୧୨: ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିବା ସଂସ୍ଥା ଫେଡେରେଶନ ଅଫ ଇଣ୍ଡିଆନ୍‌ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି...

ଖଦିର ସ୍ବତନ୍ତ୍ର ବର୍ଗୀକରଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭-୧୧: ବିଭିନ୍ନ ଉତ୍ପାଦର ରପ୍ତାନି ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି। ଚଳିତ ମାସ ୪ ତାରିଖରେ...

ସେନ୍‌ସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧।୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ୟୁଏସ୍‌ ଫେଡ୍‌ର କ୍ରମାଗତ ସୁଧ ବୃଦ୍ଧି ଭଳି ଘଟଣା ଯୋଗୁ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ରହିବା ସାଙ୍ଗକୁ...

ବିଳମ୍ବ ହେବ ଜିଏସ୍‌ଟି ସ୍ଲାବ୍‌ ସଂରଚନା

ନୂଆଦିଲ୍ଲୀ,୨୬।୫: ଦର ବୃଦ୍ଧି କାରଣରୁ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)କୁ ଯୁକ୍ତିଯୁକ୍ତ କରିବାରେ ବିଳମ୍ବ ଘଟିପାରେ। ଜିଏସ୍‌ଟି ବ୍ୟବସ୍ଥା ଅନୁସାରେ ଦ୍ରବ୍ୟ ଏବଂ ସେବା...

Advertisement
Archives

Model This Week