Advertisement

ଅମ୍ବାନୀ କହିଲେ ‘୪ଜି-୫ଜି ନୁହେଁ, ଏହା ହେଉଛି ଦୁନିଆର ସବୁଠାରୁ ବଡ ‘ଜି’

ନୂଆଦିଲ୍ଲୀ,୨୩।୧୧: ବର୍ତ୍ତମାନର ସମୟ ୪ଜି ଏବଂ ୫ଜିର ସମୟ। ଆଜିର ଯୁବପିଢ଼ି ମଧ୍ୟ ଏହାକୁ ନେଇ ବେଶ ଉତ୍ସାହିତ। ହେଲେ ସେମାନଙ୍କୁ ମନେ ରଖିବା ଉଚିତ ଯେ ଦୁନିଆରେ ମାତା ଜି ଏବଂ ପିତା ଜିଙ୍କଠାରୁ କୌଣସି ଜି ବଡ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଏଲ୍‌)ର ମୁଖ୍ୟ ମୁକେଶ ଅମ୍ବାନୀ। ପିଲାମାନଙ୍କୁ ନିଜ ମା’ ଏବଂ ବାପାଙ୍କ ସଂଘର୍ଷ ଏବଂ ବଳିଦାନକୁ ଭୁଲିଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ପଣ୍ଡିତ ଦିନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବରେ ଅମ୍ବାନୀ ଯୋଗ ଦେଇ କହିଛନ୍ତି, ୨୦୪୭ ସୁଦ୍ଧା ଭାରତର ଅର୍ଥନୀତି ୧୩ଗୁଣ ବୃଦ୍ଧି ପାଇବ। ଏହା ୪୦ ହଜାର ବିଲିୟନ ଡଲାରରେ ପହଞ୍ଚିପାରିବ। ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ଏବେ ଆମ ଦେଶ କେବଳ ଆମେରିକା, ଚାଇନା, ଜାପାନ ଏବଂ ଜର୍ମାନୀଠାରୁ ପଛରେ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦା କୋଚ୍ଚର, ବେଣୁଗୋପାଳ ଧୂତ୍‌ଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୩୦-୬: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ ଗ୍ରୁପ୍‌...

ଜେଟ୍‌ ଏୟାରଓ୍ବେଜ ନେଇ ମାଲ୍ୟାଙ୍କ ଅଭିଯୋଗ;ସରକାର ଘରୋଇ କମ୍ପାନୀଙ୍କ ପ୍ରତି ଭେଦଭାବ କରୁଛନ୍ତି

ନୂଆଦିଲ୍ଲୀ,୧୮-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯାଇଛି। କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦୁଃଖ ବ୍ୟକ୍ତ କରିଛନ୍ତି। ଘରୋଇ ଏୟାରଲାଇନ୍ସକୁ...

ଆତ୍ମନିର୍ଭର ଆପ୍‌ ଇକୋସିଷ୍ଟମ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ,୪।୭: ସରକାର ନିକଟରେ ୫୯ ଚାଇନା ଆପ୍‌କୁ ଭାରତ ବଜାରରୁ ନିଷେଧ କରିଛନ୍ତି। ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ।...

୧୦.୩% ଖସିବ ଭାରତୀୟ ଅର୍ଥ ବ୍ୟବସ୍ଥା

ଓ୍ବାଶିଂଟନ: କରୋନା ଭାଇରସ୍‌ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜୋର୍‌ଦାର ଝଟକା ଲାଗିଛି। ଫଳରେ ଚଳିତ ଆର୍ଥତ୍କ ବର୍ଷ ଭାରତର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୧୦.୩%...

ଆଜିଠାରୁ ଟାଟା ମୋଟର୍ସର ନୂଆ ଦର

ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ (ପିଭି) ବା ଯାତ୍ରୀବାହୀ ଯାନରେ ଆଜିଠାରୁ (୭ ନଭେମ୍ବର) ନୂଆ ଦର ଲାଗୁ...

ଆଜି ଖିମ୍‌ଜୀ ଜୁଏଲର୍ସ ଝାରସୁଗୁଡ଼ା ଷ୍ଟୋରର ପ୍ରଥମ ବାର୍ଷିକୀ

ଭୁବନେଶ୍ୱର,୧୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ଝାରସୁଗୁଡା ଷ୍ଟୋର ଶନିବାର ତା’ର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀର...

ଭିମ୍‌ ଆପରୁ ୭ମିଲିୟନ ଡାଟା ଚୋରି ଅଭିଯୋଗ

ମୁମ୍ବାଇ,୨।୬ : ଦିନକୁ ଦିନ ସାଇବର ଅପରାଧ ମାମଲା ବଢୁଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ ପେମେଣ୍ଟ ଆପ୍ଲିକେଶନ ଭିମ୍‌ ଆପ୍‌ରୁ...

Advertisement
Archives

Model This Week