ବାଣିଜ୍ୟ

ମେଟାକୁ ଦେବାକୁ ପଡ଼ିବ ୮୬ କୋଟିର ଆଇନଗତ ଶୁଳ୍କ…

ଓ୍ବାଶିଂଟନ,୩୦।୧୦ : ଆମେରିକାର ୱାଶିଂଟନ ରାଜ୍ୟରେ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ୨୫ ମିଲିୟନ ଡଲାର୍‌ ଅର୍ଥାତ୍‌ ୨ ବିଲିୟନ ଟଙ୍କାରୁ ଅଧିକ ଜରିମାନା କରାଯାଇଛି। ବର୍ତ୍ତମାନ କୋର୍ଟ ୱାଶିଂଟନ ରାଜ୍ୟକୁ ଆଇନଗତ ଶୁଳ୍କ ପାଇଁ ୧୦.୫ ମିଲିୟନ ଡଲାର୍‌ ଅର୍ଥାତ…

ଚିନି ରପ୍ତାନି ସମୟସୀମା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୩୦ା୧୦: କେନ୍ଦ୍ର ସରକାର ଚିନି ରପ୍ତାନି ପ୍ରତିବନ୍ଧକ ଉପରେ ଆଉ ୧ ବର୍ଷ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିଜିଏଫ୍‌ଟି କହିଛନ୍ତି, ବିଶୋଧିତ ଓ ଧଳା ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ୩୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର…

କାହା ପାଣ୍ଠିରେ ‘ଟ୍ରୁଥ୍‌ ସୋସିଆଲ’

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରକୁ ଟକ୍କର ଦେବା ପାଇଁ ଏକ ନୂଆ ମିଡିଆ କମ୍ପାନୀ ଖୋଲିବା ପରଠୁ ଗୋଟିଏ ବିଷୟକୁ ନେଇ ପ୍ରଶ୍ନ ଉଠିଆସିଛି। ତାହା ହେଲା ତାଙ୍କ ଟ୍ରୁଥ୍‌ ସୋସିଆଲ୍‌କୁ ପାଣ୍ଠି…

ସିଜିୟୁ ଛାତ୍ରଙ୍କ ବିରଳ ସଫଳତା

ଭୁବନେଶ୍ୱର,୩୦।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସି. ଭି. ରମଣ ଗ୍ଲୋବାଲ୍‌ ୟୁନିଭର୍ସିଟି (ସିଜିୟୁ)ର ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ସୁବ୍ରତ ପଟେଲ ଏକ ବିରଳ ସଫଳତାର ଅଧିକାରୀ ହୋଇଛନ୍ତି। ବିଶେଷକରି ସୁଇଜରଲାଣ୍ଡର ଲୁଜେନଠାରେ ଅନୁଷ୍ଠିତ ଓ୍ବାର୍ଲଡ୍‌ ସ୍କିଲ୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ…

ଅସ୍ଥିରତା ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ ,୩୦।୧୦: ଗତ କିଛି ମାସ ହେବ ଉଭୟ ଭୌଗୋଳିକ ଓ ରାଜନୈତିକ କାରଣରୁ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ଏକ ଅନ୍ତଃରାଷ୍ଟ୍ରୀୟ ସର୍ଭେ ସଂସ୍ଥା ପକ୍ଷରୁ…

ମହାରାଷ୍ଟ୍ର-ଗୁଜରାଟ ପୁଞ୍ଜିନିବେଶ ବିବାଦ ମଧ୍ୟରେ ଗଡ଼କରୀ ଟାଟା ଗ୍ରୁପ୍‌କୁ ଲେଖିଲେ ଚିଠି : ନାଗପୁରରେ କମ୍ପାନୀକୁ ସ୍ବାଗତ…

ନୂଆଦିଲ୍ଲୀ,୩୦।୧୦ : ବର୍ତ୍ତମାନ ଟାଟା କମ୍ପାନୀର ପୁଞ୍ଜି ବିନିଯୋଗକୁ ନେଇ ଗୁଜୁରାଟ ଏବଂ ମହାରାଷ୍ଟ୍ର ମୁହାଁମୁହିଁ ହୋଇଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ଚିଠି ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଚିଠି ସେ ଟାଟା ଗ୍ରୁପକୁ…

ସାଧାରଣ ଲୋକେ ବି ହେବେ ସରକାରଙ୍କ ବ୍ୟବସାୟିକ ଅଂଶୀଦାର…

ନୂଆଦିଲ୍ଲୀ,୨୯।୧୦ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ପାଇଁ ଗଣମାଧ୍ୟମର ଶୀର୍ଷରେ ରହିଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ସର୍ବଦା ସେମାନଙ୍କ ବକ୍ତବ୍ୟ ବିଷୟରେ ଆଲୋଚନାରେ ରହିଥାନ୍ତି। ଇତିମଧ୍ୟରେ,…

ଆପୋସ ବୁଝାମଣାରେ ହେବ କାରବାର

କଟକ,୨୯ା୧୦(ନି.ପ୍ର.): ଦୀର୍ଘଦିନ ଧରି କୁକୁଡ଼ା ଚାଷ କରୁଥିବା ଚାଷୀ ଓ ଚାଷୀଙ୍କୁ କୁକୁଡା ଛୁୂଆ, ଦାନା ଓ ଔଷଧ ଆଦି ଯୋଗାଉଥିବା କମ୍ପାନୀମାନଙ୍କ ମଧ୍ୟରେ ଲାଭାଂଶକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଶୁକ୍ରବାର ସ୍ଥାନୀୟ ବାଦାମବାଡିସ୍ଥିତ ବିସାଲ ଇନ୍‌ ହୋଟେଲରେ…

ଇଏସ୍‌ଆଇସି ସହ ବେଦାନ୍ତ ଲାଞ୍ଜିଗଡ଼ର ଏମ୍‌ଓୟୁ

ଭୁବନେଶ୍ୱର,୨୯ା୧୦: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ସହ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ଏହି ସହଭାଗିତାର ଏକ ଅଂଶ ଭାବେ ଲାଞ୍ଜିଗଡ଼ଠାରେ ଥିବା ବେଦାନ୍ତ ଡାକ୍ତରଖାନା ବର୍ତ୍ତମାନ ଇଏସ୍‌ଆଇସିର ଏକ…

କ୍ରିଏଟିଭ ହୋମ୍ସ ଉଦ୍‌ଘାଟିତ

ଜଟଣୀ,୨୯ା୧୦(ଡି.ଏନ୍‌.ଏ.): ଭୁବନେଶ୍ୱର ଜୟଦେବ ବିହାରଠାରେ ଶୁକ୍ରବାର କ୍ରିଏଟିଭ ହୋମ୍ସ ନାମକ ଏକ ଅତ୍ୟାଧୁନିକ ସାନିଟାରୀ ଶୋରୁମ ଉଦ୍‌ଘାଟିତ ହୋଇଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଭୁବେନେଶ୍ୱର ଓ୍ବାର୍ଡ ନମ୍ବର ୨୭ର ଅନିଲ…

ଏସ୍‌ବିଆଇର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯ା୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ର ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପାରଳା ମହାରାଜ ବୈଷୟିକ ମହାବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୯ା୧୦: କ୍ରମାଗତ ୩ୟ ଦିନ ଲାଗି ଭାରତୀୟ ଶେୟାର ମାର୍କେଟର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?