ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ୪ଜି ସାଉଣ୍ଡ୍ବକ୍ସ
ନୂଆଦିଲ୍ଲୀ,୨୨ା୧୦: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ୪ଜି ସାଉଣ୍ଡ୍ବକ୍ସ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଦେଶର ସମସ୍ତ କିରାନା ଷ୍ଟୋର, ଖୁଚୁରା ବ୍ୟବସାୟୀ ସାଙ୍ଗକୁ ଯେଉଁମାନେ ଦୋକାନରେ ନଗଦ କିମ୍ବା କ୍ୟୁଆର୍ କୋଡ୍ ଜରିଆରେ ଦେୟ ବା ପେମେଣ୍ଟ ଗ୍ରହଣ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୨୨ା୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଷ୍ଟକ୍ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ୫ମ ଦିନର ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍…
ସିସିସିବିର ଦାୟିତ୍ୱ ଗ୍ରହଣକଲେ ପ୍ରଭାତ
କଟକ,୨୨ା୧୦: କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ନବନିର୍ବାଚିତ ସଭାପତି ପ୍ରଭାତ ଚନ୍ଦ୍ର କାନୁନ୍ଗୋ ଶୁକ୍ରବାର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ସେ ଆସନ୍ତା ୫ବର୍ଷ ପାଇଁ ଉକ୍ତ ପଦବୀରେ ରହି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଭାତ…
ରିଲାଏନ୍ସ ଜିଓର ନେଟ୍ ଲାଭ ୪,୫୧୮ କୋଟି
ନୂଆଦିଲ୍ଲୀ,୨୨ା୧୦: ରିଲାଏନ୍ସ ଜିଓ ଇନ୍ଫୋକମ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍…
ନାଲ୍କୋ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ୨.୦
ଭୁବନେଶ୍ୱର,୨୨ା୧୦: ଚଳିତ ବର୍ଷ ଅକ୍ଟୋବର ୨ରୁ ନାଲ୍କୋର ସମସ୍ତ କାର୍ଯ୍ୟାଳୟ ଓ ୟୁନିଟ୍ରେ ସ୍ବତନ୍ତ୍ର ଅଭିଯାନ ୨.୦ (ସ୍ପେଶାଲ କ୍ୟାମ୍ପେନ୍ ୨.୦) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି ଏହା ଅନ୍ତର୍ଗତ ବିଭିନ୍ନ ସ୍ବଚ୍ଛତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ଅସମାହିତ…
ଆକ୍ସିସ୍ ବ୍ୟାଙ୍କର ୫,୩୩୦ କୋଟି ଲାଭ
ନୂଆଦିଲ୍ଲୀ,୨୨ା୧୦: ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ୟାଙ୍କର ନେଟ୍ ଲାଭ ୭୦% ବୃଦ୍ଧି ପାଇ ୫,୩୩୦ କୋଟି ଟଙ୍କା ହୋଇଛି। ବିଶେଷକରି ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ…
ରିଲାଏନ୍ସ ଡିଜିଟାଲରେ ଦୀପାବଳି ସ୍ବତନ୍ତ୍ର ଅଫର
ନୂଆଦିଲ୍ଲୀ,୨୨ା୧୦: ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଫେଷ୍ଟିଭାଲ୍ ଅଫ୍ ଇଲେକ୍ଟ୍ରୋନିକ୍ ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍ ମାଧ୍ୟମରେ ଗ୍ରାହକ ୧୦%ର ତୁରନ୍ତ ଡିସ୍କାଉଣ୍ଟ ସହ ଅଗ୍ରଣୀ ବ୍ୟାଙ୍କଗୁଡ଼ିକର କ୍ରେଡିଟ୍ ଓ ଡେବିଟ୍ କାର୍ଡ…
ବେଦାନ୍ତ ପକ୍ଷରୁ ଏମ୍ଏଚ୍ୟୁର ଶୁଭାରମ୍ଭ
ଭୁବନେଶ୍ୱର,୨୧।୧୦:ଦେଶର ପ୍ରମୁଖ ଆଲୁମିନିୟମ ଉପତ୍ାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ମୋବାଇଲ ହେଲ୍ଥ ୟୁନିଟ୍(ଏମ୍ଏଚ୍ୟୁ)ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହି ଏମ୍ଏଚ୍ୟୁ ବା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ସ୍ବତନ୍ତ୍ର ଭାବେ ସୁନ୍ଦରଗଡ଼ ଜିଲାର ଦୂରବର୍ତ୍ତୀ ଅଞ୍ଚଳଗୁଡ଼ିକର ଲୋକମାନଙ୍କ ସେବାରେ ନିୟୋଜିତ…
ହୁଡ୍କୋ-ହାଉସିଂ ମନ୍ତ୍ରଣାଳୟର ଏମ୍ଓୟୁ
ନୂଆଦିଲ୍ଲୀ,୨୧।୧୦:ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ର ପ୍ରମୁଖ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ହୁଡ୍କୋ ଏବଂ କେନ୍ଦ୍ର ହାଉସିଂ ଓ ସହରାଞ୍ଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟର ସଚିବ ମନୋଜ ଜୋଷୀ ଏବଂ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୨୧।୧୦:କ୍ରମାଗତ ୫ମ ଦିନ ଲାଗି ଷ୍ଟକ୍ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିନର ଷ୍ଟକ୍ ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
ଉତ୍କଳ ହସ୍ପିଟାଲରେ ‘ଇଭିନିଂ ଓପିଡି’
ଭୁବନେଶ୍ୱର,୨୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଇଭିନିଂ ଓପିଡି’ ସେବା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ହସ୍ପିଟାଲର ନିର୍ଦ୍ଦେଶକ (ମେଡିକାଲ ସର୍ଭିସ) ଡା. ଆର୍.କେ. ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।…
୬ ମାସରେ ୪୦% କମିଛି ଇସ୍ପାତ ମୂଲ୍ୟ
ନୂଆଦିଲ୍ଲୀ,୨୧।୧୦: ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ୨ୟ ତ୍ରୈମାସ ପରେ ଇସ୍ପାତ କ୍ଷେତ୍ରରେ କରାଯାଇଥିବା ସମୀକ୍ଷା ବୈଠକରୁ ଜଣାପଡିଛି, ଗତ ୬ ମାସ ମଧ୍ୟରେ ଇସ୍ପାତ ମୂଲ୍ୟ ପ୍ରାୟ ୪୦% ହ୍ରାସ ପାଇ ୫୭,୦୦୦ ଟଙ୍କାରେ ରହିଛି। ବିଶେଷ କରି ଇସ୍ପାତ…

