ବାଣିଜ୍ୟ

ରୁଷିଆରେ ଫସିରହିଛି ତୈଳ କମ୍ପାନୀଙ୍କ ଲାଭାଂଶ

ନୂଆଦିଲ୍ଲୀ,୩୦ା୫: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଲାଗି ଅନେକ ସମସ୍ୟା ଦେଖାଦେଇଛି। ଏପରି କି ପାଶ୍ଚାତ୍ୟ କଟକଣା ଯୋଗୁ ରୁଷିଆ ଡଲାରର କାରବାର ବନ୍ଦ କରିଛି। ଫଳରେ ବିଦେଶୀ ପୈଠ ଅଟକି ଯାଇଥିବା ବେଳେ ଭାରତୀୟ ତୈଳ କମ୍ପାନୀଙ୍କ ଲାଭାଂଶ...

୫-ଜି ସ୍ପେକ୍ଟ୍ରମ୍‌ ନିଲାମ ନେଇ କାର୍ଯ୍ୟ ଆରମ୍ଭ, ଚଳିତ ବର୍ଷ ମିଳିପାରେ ସେବା…

ନୂଆଦିଲ୍ଲୀ, ୩୦।୫ : ଦେଶରେ ୫-ଜି ସ୍ପେକ୍ଟ୍ରମର ନିଲାମ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହାର ସେବା ଚଳିତ ବର୍ଷ ଆରମ୍ଭ ହୋଇପାରିବାର ଆଶା ରହିଛି। ଟେଲି ଯୋଗାଯୋଗ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ । ଏହା...

ଚାଇନାକୁ ଟପିଲା ଆମେରିକା

ନୂଆଦିଲ୍ଲୀ, ୩୦ା୫: ବାଣିଜ୍ୟ କ୍ଷେତ୍ରରେ ଚାଇନାର ଏକଚାଟିଆ ମନୋବୃତ୍ତି ବେଜିଂକୁ କ୍ରମଶଃ ଆର୍ଥିକ ସ୍ତରରେ ପ୍ରଭାବିତ କରିବାରେ ଲାଗିଛି। ପରିବର୍ତ୍ତନଶୀଳ ଭୂରାଜନୈତିକ ପ୍ରେକ୍ଷାପଟରେ ଚାଇନାର ଆଧିପତ୍ୟ ଦୁର୍ବଳ ହୋଇଥିବାବେଳେ ଭାରତ ଏକ ଉଦୀୟମାନ ଅର୍ଥନୀତି ଭାବେ ମୁଣ୍ଡଟେକିଛି। ଏଭଳି ସମୟରେ...

ସରକାରୀ ଅନୁମତିକୁ ଅପେକ୍ଷା କରିଛି ଟେସ୍‌ଲା

ନୂଆଦିଲ୍ଲୀ,୨୯।୫: ବିଶ୍ୱର ପ୍ରମୁଖ ସୌଖିନ କାର୍‌ ନିର୍ମାତା କମ୍ପାନୀ ଟେସ୍‌ଲା ଭାରତରେ କାରବାର ଓ ପ୍ଲାଣ୍ଟ ନିର୍ମାଣ ପାଇଁ ଆଗ୍ରହୀ ଥିବାବେଳେ କେବଳ ସରକାରୀ ଅନୁମତିକୁ ଅପେକ୍ଷା କରିଛି। ଏପରିକି ଯେପର୍ଯ୍ୟନ୍ତ ସରକାର ଇଲେକ୍‌ଟ୍ରିକ୍‌ ଯାନ ବିକ୍ରି ଏବଂ ସେବା ପ୍ରଦାନ...

ଇଣ୍ଡିଗୋକୁ ୫ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୨୯।୫: ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ସିଭିଲ ଆଭିଏସନ(ଡିଜିସିଏ) ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ ଉପରେ ୫ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ମେ’ ୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ପିଲାକୁ ବିମାନଯାତ୍ରା କରିବାକୁ ରୋକିବା ଘଟଣାରେ ଡିଜିସିଏ ପକ୍ଷରୁ ଏହି...

ଉଡ଼ାଣ ବାତିଲ୍‌ କରିବ ଇଜି ଜେଟ୍‌

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ସମୟରେ ଦେଖାଦେଇଥିବା ପ୍ରତିବନ୍ଧକ କାରଣରୁ ସ୍ବଳ୍ପ ମୂଲ୍ୟଯୁକ୍ତ ଇଜିଜେଟ୍‌ ଏୟାରଲାଇନ୍‌ ପକ୍ଷରୁ ଆସନ୍ତା ୧୦ ଦିନ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ବାତିଲ୍‌ କରିବ ବୋଲି ସୂଚନା ମିଳିଛି। ଅନେକ ବ୍ରିଟିଶ୍‌ ବିମାନ ବନ୍ଦରରେ ପର୍ଯ୍ୟାପ୍ତ ପରିମାଣରେ...

କୋଇଲା ସଙ୍କଟର ସାମ୍ନା କରିପାରେ ଭାରତ

ନୂଆଦିଲ୍ଲୀ,୨୯।୫: ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସ ଅର୍ଥାତ୍‌ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଭାରତକୁ ବ୍ୟାପକ କୋଇଲା ଅଭାବର ସାମ୍ନା କରିବାକୁ ପଡ଼ିପାରେ। ବିଦ୍ୟୁତ୍‌ ଚାହିଦା ଅଧିକ ହେବାକୁ ଥିବା କାରଣରୁ ଦେଶକୁ ଏହି ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ ବୋଲିି ରଏଟର୍ସ...

ଭାରତର ପ୍ରଥମ ପବନ-ସୌର ହାଇବ୍ରିଡ୍‌ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୯।୫: ଭାରତରେ ଗ୍ରୀନ୍‌ ଏନର୍ଜି ଡ୍ରାଇଭ୍‌କୁ ଆଗକୁ ନେବା ଉଦ୍ଦେଶ୍ୟରେ ଆଦାନୀ ଗ୍ରୀନ୍‌ର ସହାୟକ ଆଦାନୀ ହାଇବ୍ରିଡ୍‌ ଏନର୍ଜି ଜୈସାଲମେର ଓ୍ବାନ୍‌ ଲିମିଟେଡ୍‌ ପକ୍ଷରୁ ରାଜସ୍ଥାନର ଜୈସାଲମେରଠାରେ ୩୯୦ ମେଗାଓ୍ବାଟ୍‌ ବିଶିଷ୍ଟ ପବନ-ସୌର ହାଇବ୍ରିଡ୍‌ ପ୍ଲାଣ୍ଟ ଚାଲୁ କରାଯାଇଛି। ଏହି...

ନୂଆ ରୂପରେ ଫେରିବ ଆମ୍ବାସଡର କାର

ନୂଆଦିଲ୍ଲୀ,୨୯ ।୫: ଆମ୍ବାସଡର କାରର କୌଣସି ପରିଚୟର ଆବଶ୍ୟକତା ନାହିଁ । ତେବେ ସମୟ ସହ ଏହି ଆଇକନିକ କାର୍ ସଡ଼କରୁ କୁଆଡେ ଉଭେଇ ଯାଇଥିଲା । ଏବେ କୋଲକାତାରେ କମ୍ ପରିମାଣରେ ଆମ୍ବାସଡର କାରକୁ ଟ୍ୟାକ୍ସି ରୂପେ ବ୍ୟବହାର...

ନାଲ୍‌କୋର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୬।୫: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟବସାୟିକ ଉତ୍କର୍ଷ କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହାର ସମସ୍ତ ବ୍ୟବସାୟ ୟୁନିଟ୍‌ରେ ଉଚ୍ଚତ୍ତମ...

ଦର ବୃଦ୍ଧି ରୋକିବାକୁ ସରକାରଙ୍କ ପ୍ରୟାସ

ନୂଆଦିଲ୍ଲୀ,୨୬।୫: ସରକାରଙ୍କ ପକ୍ଷରୁ ଚିନି ରପ୍ତାନିର ସର୍ବାଧିକ ସୀମା ନିର୍ଦ୍ଧାରଣ ସମ୍ପର୍କିତ ନିଷ୍ପତ୍ତି ଠିକ୍‌ ସମୟରେ ନିଆଯାଇଥିବା ବୁଧବାର କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଏହି ନିଷ୍ପତ୍ତି ସତର୍କତା ଆଧାରରେ ନିଆଯାଇଛି। ଫଳରେ ଅକ୍ଟୋବର-ନଭେମ୍ବର ପର୍ବପର୍ବାଣି ଋତୁରେ...

ବିଳମ୍ବ ହେବ ଜିଏସ୍‌ଟି ସ୍ଲାବ୍‌ ସଂରଚନା

ନୂଆଦିଲ୍ଲୀ,୨୬।୫: ଦର ବୃଦ୍ଧି କାରଣରୁ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)କୁ ଯୁକ୍ତିଯୁକ୍ତ କରିବାରେ ବିଳମ୍ବ ଘଟିପାରେ। ଜିଏସ୍‌ଟି ବ୍ୟବସ୍ଥା ଅନୁସାରେ ଦ୍ରବ୍ୟ ଏବଂ ସେବା ଉପରେ ୫%, ୧୨%, ୧୮%, ୨୮% ଅନୁସାରେ କର ଲାଗୁ କରାଯାଇଥାଏ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri