‘ଭାରତ ବିଶ୍ୱର ପ୍ରମୁଖ ଷ୍ଟାର୍ଟଅପ୍ ହବ୍’
ନୂଆଦିଲ୍ଲୀ,୧୬।୧୨:ବର୍ତ୍ତମାନ ସମୟରେ ଭାରତ ବିଶ୍ୱର ପ୍ରମୁଖ ଷ୍ଟାର୍ଟଅପ୍ ହବ୍ ହୋଇପାରିଛି। କାରଣ ଦେଶରେ ଷ୍ଟାର୍ଟଅପ୍ ସଫଳତା ହାର ପୃଥିବୀର କୌଣସି ରାଷ୍ଟ୍ର ତୁଳନାରେ ସବୁଠୁ ଭଲ ରହିଛି ବୋଲି ନିକଟରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଲୋକ ସଭାରେ ମତପ୍ରକାଶ କରିଛନ୍ତି। ଏପରିକି…
ଜେଏସ୍ଏଲ୍ ପରିସରରେ ଇଭି ଯାନର ଶୁଭାରମ୍ଭ
ଭୁବନେଶ୍ୱର,୧୬।୧୨:ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ଯାଜପୁର ୟୁନିଟ୍ ପରିସରରେ ଇଲେକ୍ଟ୍ରି ଭେଇକିଲ (ଇଭି) ଚଳପ୍ରଚଳର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀ କର୍ମଚାରୀଙ୍କ ଯାତାୟାତ ପାଇଁ କାରଖାନା ପରିସରରେ ୪ଟି ଟାଟା ନେକ୍ସନ୍ ଇଭି ମ୍ୟାକ୍ସର ଚଳାଚଳ ଆରମ୍ଭ ହୋଇଯାଇଛି। ଏପରିକି…
ହିନ୍ଦୀ ଭାଷା ବ୍ୟବହାର କରିବାକୁ ରେଳ କର୍ମଚାରୀଙ୍କୁ ପରାମର୍ଶ
ଭୁବନେଶ୍ୱର,୧୬।୧୨:ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଆର୍.ଏନ୍.ସୁନକରଙ୍କ ଅଧ୍ୟକ୍ଷତାରେ ଗୁରୁବାର ୪୯ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ବୟନ କମିଟିର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରମୁଖ ବିଭାଗୀୟ ଅଧିକାରୀବୃନ୍ଦ, ଖୋର୍ଦ୍ଧା ରୋଡ୍, ସମ୍ବଲପୁର, ୱାଲ୍ଟିୟର ଡିଭିଜନ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର…
ଦିନକରେ ୩ ଲକ୍ଷ କୋଟିର ନିବେଶ ହରାଇଲେ ନିବେଶକ
ନୂଆଦିଲ୍ଲୀ,୧୬।୧୨:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାରରେ ୦.୫୦% ବୃଦ୍ଧି କରିବା ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍ ବଜାରରେ ଏକ ବଡ଼ ଧରଣର କ୍ଷତି ଘଟିଛି। ଏପରିକି ଦିନକରେ ପ୍ରାୟ ୩ ଲକ୍ଷ କୋଟିର…
‘ନେଟ୍ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’
ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଗୁରୁତ୍ୱାରୋପ କରିଛି। ଏପରିକି କମ୍ପାନୀର ସ୍ଥାୟୀ ବିକାଶ ରିପୋର୍ଟକୁ ମଧ୍ୟ ଉନ୍ମୋଚନ…
ଇମ୍ଫାକୁ ଫିକି ସିଏସ୍ଆର୍ ଆଓ୍ବାର୍ଡ
ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମର ବିଶେଷ ସଫଳତା ଯୋଗୁ ଉକ୍ତ ସମ୍ମାନ ମିଳିଥିବା ଇମ୍ପା ପକ୍ଷରୁ କୁହାଯାଇଛି।…
‘ବିଶ୍ୱସନୀୟ ଡିଜିଟାଲ ଯୋଗାଯୋଗ ପାଲଟିଛି’
ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟ୍ରୁକଲର ଆପ୍ ମାଧ୍ୟମରେ ଡିଜିଟାଲ ଗଭର୍ନମେଣ୍ଟ ଡାଇରେକ୍ଟୋରିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ନାଗରିକ ଓ ସରକାରଙ୍କ ମଧ୍ୟରେ ଏହା ସହଜରେ ଏକ ସରଳ ଯୋଗାଯୋଗ ସ୍ଥାପନ କରିପାରିବ ବୋଲି…
ଭୋଲ୍ଟାସର ଏକ୍ସକ୍ଲୁସିଭ ବ୍ରାଣ୍ଡ୍ ଶପ୍ ଉଦ୍ଘାଟିତ
ଭୁବନେଶ୍ୱର,୧୫।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅନ୍ୟତମ ସଂସ୍ଥା ଭୋଲ୍ଟାସର ଆଉ ଏକ ବ୍ରାଣ୍ଡ୍ ଶପ୍ର ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘କ୍ୱାଲିଟି ଷ୍ଟୋର’ ଆନୁକୂଲ୍ୟରେ କମ୍ପାନୀର ଏକ୍ସକ୍ଲୁସିଭ ବ୍ରାଣ୍ଡ୍ ଶପ୍ ମାଲକାନଗିରି ଜିଲା…
ଶ୍ୟାମ୍ ଷ୍ଟିଲ୍ ପ୍ରଚଳନ କରୁଛି ଜି ହଜୁର
ଭୁବନେଶ୍ୱର,୧୫।୧୨: ପ୍ରାଇମେରି ଟିଏମ୍ଟି ବାର୍ର ଅଗ୍ରଣୀ ଉପତ୍ାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ୍ ଷ୍ଟିଲ୍ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ଜି ହଜୁରର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏ ସମ୍ପର୍କରେ ଶ୍ୟାମ୍ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ…
ପ୍ରାଥମିକ କ୍ଷେତ୍ରରେ ୧୯% ବୃଦ୍ଧି ପାଇଛି ଋଣ ଆକଳନ
ଭୁବନେଶ୍ୱର,୧୫।୧୨: ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍ କ୍ରେଡିଟ୍ ସେମିନାର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଷ୍ଟେଟ ଫୋକସ୍ ପେପର୍ ୨୦୨୩-୨୪’ ପୁସ୍ତିକାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପ୍ରାଥମିକ କ୍ଷେତ୍ରରେ ୨୦୨୩-୨୪ ବର୍ଷ ପାଇଁ ସର୍ବମୋଟ…
ଆଶ୍ୱାସନା ଦେଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୁଦ୍ରାସ୍ଫୀତିକୁ ନେଇ ଲୋକ ସଭାରେ ଆଶ୍ୱାସନା ଦେଇଛନ୍ତି। ମୁଦ୍ରାସ୍ଫୀତି ଆହୁରି ହ୍ରାସ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଲୋକ ସଭାରେ ମୁଦ୍ରାସ୍ଫୀତିକୁ ନେଇ ଆଲୋଚନା ବେଳେ ସୀତାରମଣ କହିଛନ୍ତି,…
୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ନାହିଁ ଡିଜିଟାଲ ଦକ୍ଷତା…
ନୂଆଦିଲ୍ଲୀ,୧୪।୧୨ : ଏକ ସର୍ଭେ ଅନୁଯାୟୀ, ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି। କନସଲ୍ଟିଂ ଫାର୍ମ ଆଲଫାବେଟାର ଏକ ସର୍ଭେରେ ଏହା ଜଣାପଡିଛି ଯେ ୨୦୨୩…

