ଆଇଡିଏସ୍ ପକ୍ଷରୁ ମୁଖ ସ୍ବଚ୍ଛତା ଦିବସ
ଭୁବନେଶ୍ୱର,୪।୮: ବର୍ତ୍ତମାନ ସମୟରେ ମୁଖ ଗହ୍ବର ସ୍ବଚ୍ଛତା ଏବଂ ସୁସ୍ଥତା ବଜାୟ ରଖିବା ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ନିକଟରେ ମୁଖ ସ୍ବଚ୍ଛତା ଦିବସ ପାଳିତ ହୋଇଯାଇଛି।...
କିଟ୍ ପଲିଟେକ୍ନିକ୍ ରାଜ୍ୟରେ ୧ ନମ୍ବର
ଭୁବନେଶ୍ୱର,୪।୮: କ୍ୱାଲିଟି କାଉନ୍ସିଲ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାଶନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର୍ ଏଜୁକେଶନ ଆଣ୍ଡ ଟ୍ରେନିଂ (ନାବେଟ୍) ଏବଂ ଷ୍ଟେଟ୍ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେଶନ ଓ ଭୋକେଶନାଲ ଟ୍ରେନିଂ ପକ୍ଷରୁ ୧ମ ଥର ଲାଗି ଓଡ଼ିଶାରେ ଥିବା...
ହୋଣ୍ଡାର ନୂଆ ଲିମିଟେଡ୍ ଏଡିସନ୍ ଡିଓ ସ୍ପୋର୍ଟସ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୪।୮: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନ୍ୟୁ ଡିଓ ସ୍ପୋର୍ଟସ୍ର ଶୁଭାରମ୍ଭ କରାଯାଇଛି। ଏହା ସୀମିତ ସମୟ ପାଇଁ ଉପଲବ୍ଧ ହେବ ବୋଲି କମ୍ପାନୀ...
ମିଶନ ଶକ୍ତି ସହ ୟୁକୋ ବ୍ୟାଙ୍କର ଚୁକ୍ତିନାମା
ଭୁବନେଶ୍ୱର,୪।୮: ୟୁକୋ ବ୍ୟାଙ୍କର ଓଡ଼ିଶା ୟୁନିଟ୍ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ୟାଙ୍କର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସ୍ରାକ ଅଲ୍ଲୀ ଖାନ୍ ନିକଟରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଗସ୍ତ ଅବସରରେ ସେ...
ମାଲାବାର ପକ୍ଷରୁ ଛାତ୍ରୀ ବୃତ୍ତି ପ୍ରଦାନ
ଭୁବନେଶ୍ୱର,୪।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ଓଡ଼ିଶା ୟୁନିଟ୍ (ଭୁବନେଶ୍ୱର)ର ଶହୀଦନଗର ଷ୍ଟୋର ପକ୍ଷରୁ ସ୍ଥାନୀୟ ୟୁନିଟ୍-୧, କମଳା ନେହେରୁ ମହିଳା ମହାବିଦ୍ୟାଳୟ (କେଏନ୍ଡବ୍ଲ୍ୟୁସି)ର କ୍ୟାମ୍ପସ ପରିସରରେ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ...
ଫଚ୍ୟୁନ୍ ଗ୍ଲୋବାଲ ୫୦୦ ତାଲିକାରେ ଏଲ୍ଆଇସି
ନୂଆଦିଲ୍ଲୀ, ୪ା୮ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍ଆଇସି) ଫର୍ଚ୍ୟୁନ୍ ଗ୍ଲୋବାଲ ୫୦୦ ତାଲିକାରେ ସ୍ଥାନିତ ହୋଇଛି। ନିକଟରେ ଶେୟାର ବଜାରରେ ପଞ୍ଜୀକୃତ ହୋଇଥିବା ଏଲ୍ଆଇସି ଚଳିତ ଆର୍ଥିକ ବର୍ଷରେ ୯୭.୨ ବିଲିୟନ ଡଲାର...
ରଞ୍ଜିତ ରଥ ଅଏଲ ଇଣ୍ଡିଆ ସିଏମ୍ଡି
ନୂଆଦିଲ୍ଲୀ, ୪ା୮: ଦେଶର ଦ୍ୱିତୀୟ ବୃହତ୍ତମ ତୈଳ ଓ ବାଷ୍ପ ଉତ୍ପାଦନକାରୀ ସଂସ୍ଥା ଅଏଲ ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ରଞ୍ଜିତ ରଥ ନିଯୁକ୍ତି ପାଇଛନ୍ତି। ଆଇଆଇଟି ବମ୍ବେ, ଆଇଆଇଟି ଖଡଗପୁର ଓ ଉତ୍କଳ ୟୁନିଭର୍ସିଟିର ପୂର୍ବତନ ଛାତ୍ର...
ମାଇଁ ମେଡିସିନ ପଲିକ୍ଲିନିକ ଉଦ୍ଘାଟିତ
ଭୁବନେଶ୍ୱର,୩ା୮: ସ୍ବଳ୍ପ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ସହ ଅର୍ଥାଭାବରୁ ବଞ୍ଚିତ ହେଉଥିବା ଲୋକମାନଙ୍କ ପାଖରେ ଚିକିତ୍ସା ସୁବିଧା ଯୋଗାଇଦେବାର ଲକ୍ଷ୍ୟ ନେଇ ମାଇଁ ମେଡିସିନ ପଲିକ୍ଲିନିକର ଶୁଭାରମ୍ଭ ସ୍ଥାନୀୟ ଲୁଇସ୍ ରୋଡ୍ଠାରେ ଆରମ୍ଭ ହୋଇଯାଇଛି। ଏଠାରେ ପ୍ରାୟ ସବୁ ବିଭାଗର...
କାଜଲ ଅଗ୍ରୱାଲ ମୋବିଲାର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ
ନୂଆଦିଲ୍ଲୀ,୩ା୮: ଅଗ୍ରଣୀ ମୋବାଇଲ ଆସେସୋରିଜ ବ୍ରାଣ୍ଡ ମୋବିଲାର ମାର୍କେଟିଂ ଓ ବ୍ରାଣ୍ଡିଂ ପଦକ୍ଷେପ ମାଧ୍ୟମରେ ଏହାର ବଜାର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି। କମ୍ପାନୀର ସ୍ଥିତିକୁ ଅଧିକ ମଜଭୁତ କରିବା, ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଓ ଅଧିକରୁ ଅଧିକ ଗ୍ରାହକଙ୍କ...
ଜୁଲାଇରେ ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି
ନୂଆଦିଲ୍ଲୀ,୩ା୮: ଜୁଲାଇରେ ଭାରତର ବାଣିଜ୍ୟ ନିଅଣ୍ଟ ୩୧ ବିଲିୟନ ଡଲାର ବୃଦ୍ଧି ପାଇଛି। ସେହିଭଳି ରପ୍ତାନିରେ କ୍ରମାଗତ ହ୍ରାସ ଏବଂ ବିକଶିତ ଅର୍ଥନୀତିରେ ବିମୁଦ୍ରୀକରଣର ଧାରା ଓ ବାଣିଜ୍ୟ ଦ୍ରବ୍ୟର ବୃଦ୍ଧି ଘଟାଇଛି। ମଙ୍ଗଳବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ,...
ଓଏମ୍ସିରେ ନିରାପତ୍ତା ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର,୩ା୮: ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ସେଫ୍ଟି କନ୍କ୍ଲେଭ-୨୨’ ଶୀର୍ଷକ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନିଗମର ଅଧ୍ୟକ୍ଷ ଡି. କେ. ସିଂହ ଓ ଏମ୍ଡି ବଲ୍ୱନ୍ତ ସିଂହ ସମ୍ମାନିତ...
୫ଜି ନେଟ୍ୱର୍କ ପ୍ରଚଳନ ପାଇଁ ପ୍ରସ୍ତୁତ ହେଉଛି ଜିଓ
ମୁମ୍ବାଇ,୩ା୮: ଦେଶର ସର୍ବବୃହତ୍ ଟେଲିକମ୍ ସେବା ବା ଡିଜିଟାଲ ସେବା ଯୋଗାଣକାରୀ କମ୍ପାନୀ ଜିଓ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଦ୍ୱାରା ପରିଚାଳିତ ୫ଜି ନିଲାମରେ ଭାଗନେଇ ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ...
Archives


