ବାଣିଜ୍ୟ

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ,୨୨।୧୨: ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏପରିକି ବୁଧବାର ମଲର ୩ୟ ବାର୍ଷିକ ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମେୟର୍‌ ସୁଲୋଚନା ଦାସ, ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଟ୍ରାଫିକ୍‌ ଡ଼ିସିପି…

ପିଜିଆଇ ଇଣ୍ଡିଆ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୧୨: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ପ୍ଲାଟିନମ ଗିଲ୍‌ଡି ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ଲାଟିନମ୍‌ ଡେଜ୍‌ ଅଫ୍‌ ଲଭ୍‌ ଭାବେ ସୂକ୍ଷ୍ମ ରୂପେ ନିର୍ମିତ ପ୍ଲାଟିନମ୍‌ ଲଭ୍‌ ବ୍ୟାଣ୍ଡ୍‌ଗୁଡିକର ଏକ କ୍ୟୁରେଟେଡ୍‌ ସିଲେକ୍ସନ…

ବିଏସ୍‌ଏନ୍‌ଏଲ୍‌କୁ ଟପି ଜିଓ ୧ ନମ୍ବର

ନୂଆଦିଲ୍ଲୀ,୨୨।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଚଳିତ ବର୍ଷ ଅକ୍ଟୋବରରେ ବିଏସ୍‌ଏନ୍‌ଏଲ୍‌କୁ ଅତିକ୍ରମକରି ଓଡ଼ିଶାର ଓୟାରଲାଇନ୍‌ ସେବା କ୍ଷେତ୍ରରେ ଏକ ନମ୍ବର ହୋଇପାରିଛି। ଅପରପକ୍ଷରେ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ସଦ୍ୟତମ…

ଯୁବବର୍ଗଙ୍କୁ ଗୁଣାତ୍ମକ ତାଲିମ

ଭୁବନେଶ୍ୱର୨୨।୧୨: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍‌ (ଡିସିବିଏଲ୍‌)ର ସହଯୋଗୀ ସଂସ୍ଥା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ଦୀକ୍ଷା ଶିକ୍ଷାନବିସଙ୍କ ପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଡିବିଏଫ୍‌ ଓ ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ…

ଆକ୍ସିସ୍‌ ଗ୍ରୁପ୍‌ର ‘ଅବସରକାଳୀନ ବ୍ୟବସାୟ’

ନୂଆଦିଲ୍ଲୀ,୨୨।୧୨: ଜାତୀୟ ପେନ୍‌ସନ ସ୍କିମ୍‌ (ଏନ୍‌ପିଏସ୍‌) ଅଧୀନରେ ପାଣ୍ଠି ପରିଚାଳନା କରିବା ଲାଗି ପେନ୍‌ସନ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ଙ୍କ ପକ୍ଷରୁ ପେନ୍‌ସନ ଫଣ୍ଡ୍‌ ମ୍ୟାନେଜର ଭାବେ ଆକ୍ସିସ୍‌ ପେନ୍‌ସନ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଲିମିଟେଡ୍‌ (ଆକ୍ସିସ୍‌ ପିଏଫ୍‌ଏମ୍‌)କୁ ନିଯୁକ୍ତ…

ନିଜ କ୍ରିପ୍ଟୋକରେନ୍ସି ଯୋଗୁ ଭାରତରେ ସୃଷ୍ଟି ହୋଇପାରେ ଆର୍ଥିକ ସଙ୍କଟ: ଆରବିଆଇ ଗଭର୍ନରଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୧।୧୨ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ନିଜର କ୍ରିପ୍ଟୋକରେନ୍ସି ଦ୍ୱାରା ଭାରତରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ସେ କ୍ରିପ୍ଟୋକୁ ବ୍ୟାଟିଂର ଏକ ମାଧ୍ୟମ ବୋଲି ମଧ୍ୟ କହିଛନ୍ତି। ଗତ କିଛି ମାସ ଧରି…

‘କନେକ୍ଟ’ ସ୍କାଏ ଲାଉଞ୍ଜ ଆଣ୍ଡ ରେଷ୍ଟୁରାଣ୍ଟ ଉଦ୍‌ଘାଟିତ

ନୂଆଦିଲ୍ଲୀ,୨୧।୧୨: ସ୍ମାର୍ଟ ସିଟି ଭୁବନେଶ୍ୱର ଧୀରେ ଧୀରେ ତା’ର କାୟା ବିସ୍ତାର କରିଚାଲିଛି। ଏପରିକି ବର୍ତ୍ତମାନର ସମୟକୁ ଆଖି ଆଗରେ ରଖି ରାଜଧାନୀର ଜନଗହିଳ ପୂର୍ଣ୍ଣ ଅଞ୍ଚଳରେ ‘କନେକ୍ଟ’ ସ୍କାଏ ଲାଉଞ୍ଜ ଆଣ୍ଡ ରେଷ୍ଟୁରାଣ୍ଟର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳରେ…

ମାଇଲଖୁଣ୍ଟ ଅପେକ୍ଷାରେ ସ୍କୋଡା

ନୂଆଦିଲ୍ଲୀ,୨୧।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ତା’ର ପରବର୍ତ୍ତୀ ମାଇଲଖୁଣ୍ଟ ଅପେକ୍ଷାରେ ରହିଛି। କାରଣ କମ୍ପାନୀର ଇଣ୍ଡିଆ ୨.୦ ରଣନୀତି ଜରିଆରେ ଆଗକୁ ବଢୁଛି। ବିଶେଷକରି କମ୍ପାନୀ ଗ୍ରାହକଙ୍କ ସ୍ପର୍ଶବିନ୍ଦୁ ବୃଦ୍ଧିକରି ବର୍ତ୍ତମାନ ସାରା ଭାରତରେ ୨୨୫ରୁ…

ଭୁବନେଶ୍ୱରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟର

ନୂଆଦିଲ୍ଲୀ,୨୧।୧୨: ସିକେ ବିର୍ଲା ଗ୍ରୁପ୍‌ର ହେଲ୍‌ଥ କେୟାର ୟୁନିଟ୍‌ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଶହୀଦନଗର ନିକଟସ୍ଥ ଜନପଥସ୍ଥିତ ଅନୁଜ ଟାଇମ୍ସ ସ୍କୋୟାରଠାରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାର ଭରସାଯୋଗ୍ୟ…

ବିଆଇପିଏଫ୍‌କୁ ଇଣ୍ଡିଆ ସିଏସ୍‌ଆର୍‌ ପୁରସ୍କାର

ଭୁବନେଶ୍ୱର,୨୧।୧୨: ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା ଇମ୍ପାର ସହଯୋଗୀ ଅନୁଷ୍ଠାନ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍‌)କୁ ନିକଟରେ ଇଣ୍ଡିଆ ସିଏସ୍‌ଆର୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ବିଆଇପିଏଫ୍‌ ତା’ର କାର୍ଯ୍ୟକ୍ଷେତ୍ରର ପାରିପାର୍ଶି୍ବକ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବିକାର ଉନ୍ନତି ପାଇଁ…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨୧।୧୨: ଦିନକ ପରେ ପୁଣି ଥରେ ଷ୍ଟକ୍‌ ବଜାରର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍‌ ବଜାର) ର ଫଳାଫଳ ଯୋଗୁ ଶେୟାର ବଜାରର ନିବେଶକମାନେ ମଧ୍ୟ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାରର…

ଇ-ମାର୍କେଟରେ ଦେଶୀ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୨୧।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକର ସ୍ବଦେଶୀ ବ୍ରାଣ୍ଡର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଇ-ମାର୍କେଟ୍‌ ଜରିଆରେ କାରବାର କରୁଥିବା ଇଲେକ୍ଟ୍ରୋନିକ୍ସ କମ୍ପାନୀ ଗୁଡିକ ଧୀରେ ଧୀରେ ଇଲେକ୍ଟ୍ରୋନିକ ବଜାରରେ ପ୍ରଭାବ ବିସ୍ତାର କରୁଛନ୍ତି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?