ବାଣିଜ୍ୟ

ନେକ୍ସସ୍‌ ମଲ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ବ୍ରାଣ୍ଡ ‘ନେକ୍ସସ୍‌ ମଲ୍‌ସ’ ପକ୍ଷରୁ ନିକଟରେ ଏକ ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଭିଯାନ ପରିପ୍ରେକ୍ଷୀରେ ଉନ୍ମୋଚିତ ହୋଇଥିବା ନେକ୍ସସ୍‌ ମଲ୍‌ସର ଡିଜିଟାଲ ଆଡ୍‌ ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ନେକ୍ସସ୍‌ ମଲ୍‌ସ…

‘ସ୍ବପ୍ନର ଉଦ୍ୟୋଗ ପାଇଁ ଆନ୍ତରିକତା ଆବଶ୍ୟକ’

ବାରିପଦା ଅଫିସ,୨୮ା୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ମଙ୍ଗଳବାର ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ…

ରେଲଓ୍ବେ ଜମିରେ ଟାଓ୍ବାର ସ୍ଥାପନ କରିବେ କମ୍ପାନୀ, ଯାତ୍ରୀଙ୍କୁ ମିଳିବ ମାଗଣା ୫-ଜି ସେବା…

ନୂଆଦିଲ୍ଲୀ,୨୭।୧୨ : ଟେଲିକମ ନେଟୱାର୍କ ସହ ଜଡିତ ରେଳ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଯେ କୌଣସି କମ୍ପାନୀ ରେଲଓ୍ବେ ଜମି, ଅଫିସ କିମ୍ବା ଷ୍ଟେଶନରେ ଏକ ଟାୱାର ସ୍ଥାପନ କରିପାରିବେ। ଏହାଦ୍ୱାରା ଯାତ୍ରୀ,…

‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’

ନୂଆଦିଲ୍ଲୀ,୨୭।୧୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ (ଡିସିବିଏଲ) ପକ୍ଷରୁ ‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’ ଗ୍ରାହକଙ୍କୁ ବାସଗୃହ ନିର୍ମାଣ ଆରମ୍ଭ କରିବାକୁ…

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଷ୍ଟାଦଶ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୨୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ’ର ଅଷ୍ଟାଦଶ ବାର୍ଷିକ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କିଟ୍‌ର ପ୍ରତିଷ୍ଠାତା ସଭ୍ୟ ଏବଂ ବିଦ୍ୟାଳୟର ଚେୟାରମ୍ୟାନ ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଓ ଉତ୍ସବ ପାଳିତ…

ନୂଆ ବର୍ଷରେ ନୂଆ ମେଗା ଧାରାବାହିକ ‘ଖୁସିର ଛୁଙ୍କ୍‌’

ଭୁବନେଶ୍ୱର,୨୭।୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆ ବର୍ଷରେ ନୂଆ ମେଗା ଧାରାବାହିକ ‘ଖୁସିର ଛୁଙ୍କ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ନୂଆ ବର୍ଷରୁ ନୂଆ ଆରମ୍ଭ ସହ ଏକ ନୂତନ…

ଆଜି ମୟୂରଭଞ୍ଜରେ ଏନ୍‌ଏସ୍‌ଏସ୍‌ଏଚ୍‌ କର୍ମଶାଳା

ଭୁବନେଶ୍ୱର,୨୭।୧୨: ଦେଶର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ଉକ୍ତ ଯୋଜନାର ଠିକ୍‌ ପରିଚାଳନାର ଅଭାବ ଯୋଗୁ ବାସ୍ତବ ଆଭିମୁଖ୍ୟ ଓ ପ୍ରକୃତ ଲାଭ ହିତାଧିକାରୀ ପାଇପାରୁ ନାହାନ୍ତି। ବିଶେଷକରି କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ…

୬ ଲକ୍ଷ କୋଟି ଟଙ୍କାର ନିବେଶ ବୃଦ୍ଧି

ନୂଆଦିଲ୍ଲୀ,୨୭।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ କୋଭିଡ ସଂକ୍ରମଣର ଭୟାବହତା ମଧ୍ୟରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। କାରଣ ଗତ ସପ୍ତାହର କାରବାର ଫଳାଫଳ ନିବେଶକଙ୍କ ମନରେ ଆଶା ଓ ଆଶଙ୍କା ଭରିଥିଲା। ହେଲେ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ…

ଦେଶରେ ଲଞ୍ଚ୍‌ ହେବ ଏହି ୫ କାର୍‌

ଏସିଆର ସବୁଠୁ ବଡ଼ ଅଟୋମୋବାଇଲ ଶୋ’ ଅଟୋ ଏକ୍ସପୋ ୨୦୨୩ରେ ପୁଣି ଥରେ ଫେରୁଛି। ଏହା ୧୩ରୁ ୧୮ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ମାରୁତି, ଟାଟା, ହୁଣ୍ଡାଇ ଏବଂ ଅନ୍ୟାନ୍ୟ ଅନେକ ଅଟୋମୋବାଇଲ କମ୍ପାନୀ ଏହି ଅଟୋ ଏକ୍ସପୋରେ ନୂତନ ଯାନ…

‘ପ୍ରାଇମା ଫାର୍ମ ଫୁଡ୍‌ସ’ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୧୨: ରାଜ୍ୟର ପ୍ରଥମ ଫାର୍ମ ଟୁ ପ୍ଲେଟ୍‌ ଷ୍ଟାର୍ଟଅପ ୟୁନିଟ୍‌ ‘ପ୍ରାଇମା ଫୁଡ୍‌ସ ପ୍ରାଇଭେଟ ଲିମିଟେଡ’ ପକ୍ଷରୁ ‘ପ୍ରାଇମା ଫାର୍ମ ଫୁଡ୍‌ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭୁବନେଶ୍ୱରଠାରେ ଥିବା ଏହାର କ୍ଲାଉଡ କିଚେନରୁ ମିଲେଟ ମାଣ୍ଡିଆଭିତ୍ତିକ ସ୍ବତନ୍ତ୍ର ଖାଦ୍ୟର…

‘କମ୍ପ୍ୟୁଟର ଇଞ୍ଜିନିୟରିଂରେ ଉଚ୍ଚତର ଗବେଷଣା ଆବଶ୍ୟକ’

କଟକ,୨୬।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଡ୍ରିମ୍‌ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ’ ପକ୍ଷରୁ ନିକଟରେ ଏକ ୨ ଦିନିଆ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ‘ଇଣ୍ଟରନ୍ୟାଶନାଲ କନ୍‌ଫରେନ୍‌ସ ଅନ୍‌ ଆଡଭାନ୍‌ସ କମ୍ପ୍ୟୁଟିଂ ଆଣ୍ଡ ଇଣ୍ଟେଲିଜେଣ୍ଟ ଇଞ୍ଜିନିୟରିଂ’ (ଆଇସିଏସିଆଇଇ-୨୦୨୨) ଶୀର୍ଷକ ବିଷୟବସ୍ତୁ…

ଓଲା ପକ୍ଷରୁ ମୁଭ୍‌ଓଏସ୍‌୩ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୧୨: ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ(ଇଭି) କମ୍ପାନୀ ଓଲା ଇଲେକ୍‌ଟ୍ରିକ୍‌ର ନୂତନ ସଫ୍ଟୱେର ଅପ୍‌ଡେଟ୍‌ ମୁଭ୍‌ଓଏସ୍‌ ୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଶୁଭାରମ୍ଭ ଦ୍ୱାରା ୧ଲକ୍ଷରୁ ଅଧିକ ଓଲା ଗ୍ରାହକ ଓଭର୍‌-ଦ-ଏୟାର (ଓଟିଏ) ଅପ୍‌ଡେଟ୍‌ ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?