ବାଣିଜ୍ୟ

ଗିଫ୍ଟରେ ‘ଗାମେକ୍ସ-୨କେ୨୨’

ଭୁବନେଶ୍ୱର,୨୬।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗିଫ୍ଟ ସ୍ବୟଂଶାସିତ କଲେଜ’ ପରିସରରେ ୧୨ତମ ଆଲୁମ୍‌ନି ମିଟ୍‌ ‘ଗାମେକ୍ସ-୨କେ୨୨’ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗିଫ୍ଟରୁ ଉତ୍ତୀର୍ଣ୍ଣ ହୋଇ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ନାଗପୁର, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ଭୁବନେଶ୍ୱର ଭଳି…

‘ଚାପରେ ରହିପାରେ ସ୍ମାର୍ଟଫୋନ୍‌ ବଜାର’

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ହେବ ସ୍ମାର୍ଟଫୋନ ବଜାରରେ ମାନ୍ଦାବସ୍ଥା ଜାରି ରହିଛି, ଏପରିକି କୋଭିଡ ସଂକ୍ରମଣଠାରୁ ସ୍ମାର୍ଟଫୋନ ନିର୍ମାଣ ଓ ଉତ୍ପାନରେ ମଧ୍ୟ ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ଫଳରେ ଭାରତୀୟ ସ୍ମାର୍ଟଫୋନ୍‌ ବଜାରରେ ଏହାର ପ୍ରଭାବ ଦେଖାଦେଇଛି। ଏପରିକି…

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ ଏହା ସକ୍ରିୟ ଭାବେ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରିବ ଏବଂ ସେମାନଙ୍କୁ କୌଣସି ଦେୟ…

ମାଲାବାରରେ ୧୦ ଦିନିଆ ବ୍ରାଇଡାଲ୍‌ ଜୁଏଲେରି ଶୋ

ଭୁବନେଶ୍ୱର,୨୫।୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ୧୦ ଦିନିଆ ବ୍ରାଇଡାଲ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ ହୋଇଯାଇଛି। ଏପରିକି ଡିସେମ୍ବର ୨୩ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଉକ୍ତ ଶୋ ଜାରି ରହିବ…

ଫ୍ଲିପ୍‌କାର୍ଟରୁ ଅଲଗା ହେଲା ଫୋନ୍‌ପେ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଡିଜିଟାଲ ପେମେଣ୍ଟ ସଂସ୍ଥା ଫୋନ୍‌ପେ ତା’ର ମାଲିକାନା ସଂସ୍ଥା ଫ୍ଲିପ୍‌କାର୍ଟଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଏକ ସ୍ବାଧୀନ କମ୍ପାନୀ ଭାବେ ଏହା ପରିଚାଳିତ ହେବ ବୋଲି ସୂଚନା ମିଳିଛି। ଏପରିକି ପୂର୍ବରୁ ଏହା ଫ୍ଲିପ୍‌କାର୍ଟ ଅଧୀନରେ…

‘ବିକଶିତ ରାଷ୍ଟ୍ର ହେବାକୁ ୨୦ବର୍ଷ ଲାଗିବ’

ନୂଆଦିଲ୍ଲୀ,୨୫।୧୨: ଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି। ହେଲେ ଉକ୍ତ ସମୟ ମଧ୍ୟରେ ଦେଶ ବିକାଶ ପଥରେ ଅଗ୍ରସର ହେବାକୁ ମଧ୍ୟ ପ୍ରୟାସ ଜାରି ରଖିଛି। ଏପରିକି ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସଫଳତା…

ଆଇଜିଡିଟିୟୁଡବ୍ଲ୍ୟୁ ସହ ସିଜିୟୁର ରାଜିନାମା

ଭୁବନେଶ୍ୱର,୨୪।୧୨: ସି. ଭି. ରମଣ ଗ୍ଲୋବାଲ ୟୁନିର୍ଭସିଟି (ସିଜିୟୁ) ଓ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ ୟୁନିର୍ଭସିଟି ଫର୍‌ ଓମେନ (ଆଇଜିଡିଟିୟୁଡବ୍ଲ୍ୟୁ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏ ସମ୍ପର୍କରେ ଆଇଜିଡିଟିୟୁଡବ୍ଲ୍ୟୁର କୁଳପତି ଡ. ଅମିତା ଦେବ କହିଛନ୍ତି,…

ସରଳ ସୁବିଧା ଯୋଗାଇବ ସହଭାଗିତା

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌) ଓ ଇଣ୍ଡିଆନ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷକରି ଏଚ୍‌ସିଆଇଏଲ୍‌ର ଗ୍ରାହକଙ୍କ ପାଇଁ ସହଜ, ସୁଲଭ ଏବଂ ଆକର୍ଷଣୀୟ ଆର୍ଥିକ ଯୋଜନା…

‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ’

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ଓ ହେଲ୍‌ଥକେୟାର ଗ୍ରୁପ୍‌ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଗାଇଡେଡ୍‌ କୋଲୋନୋସ୍କୋପି ଟ୍ରାଏଲ୍‌ କରିଛନ୍ତି। ଏହି ପରୀକ୍ଷଣକୁ ଅଲ୍‌ଟ୍ରା-ଲୋ ଲାଟେନ୍ସି ଓ ହାଇ…

ଆଜିଠୁ ଷ୍ଟାର କିରଣରେ ‘ବଡ଼ଦିନ ବଡ଼ ସପ୍ତାହ’

ଭୁବନେଶ୍ୱର,୨୪।୧୨: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲେ ଷ୍ଟାର କିରଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ ସପ୍ତାହ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୨୪ରୁ ୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ମନୋରଞ୍ଜନର ମହା…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨୪।୧୨: କ୍ରମାଗତ ୪ର୍ଥ ଦିନ ଲାଗି ଷ୍ଟକ୍‌ ବଜାରର କାରବାର ହ୍ରାସ ପାଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଶେୟାର…

ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ଯାନ (କାର୍‌)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜାନୁୟାରୀରୁ କମ୍ପାନୀ ତା’ର ସମସ୍ତ ଯାନର ଦର ବଢ଼ାଇବା ସମ୍ପର୍କରେ ଯୋଜନା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?