ଋଣ ପ୍ରଦାନ-ଏନପିଏର ଜଟିଳ ପ୍ରକ୍ରିୟା ଏକ ନୀତିଗତ ପକ୍ଷାଘାତ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୬।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଋଣ ପ୍ରଦାନ ଏବଂ ଅଣ-ପ୍ରଦର୍ଶନ ସମ୍ପତ୍ତି (ଏନପିଏ)ର ଜଟିଳ ପ୍ରକ୍ରିୟା ଏକ ନୀତିଗତ ପକ୍ଷାଘାତ। ଜନସାଧାରଣଙ୍କ ଟଙ୍କା ଏବଂ ବ୍ୟାଙ୍କ ଠକେଇ ସହିତ ଜଡିତ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବା…
ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଓଏଫ୍ସି
ଭୁବନେଶ୍ୱର,୨୬ା୧(ସ୍ପୋଟର୍ସ ବ୍ୟୁରୋ):ଇଣ୍ଡିଆନ୍ ସୁପର ଲିଗ୍ରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଓଡ଼ିଶା ଏଫ୍ସି(ଓଏଫ୍ସି)। ଦଳ ନିଜ ଅନ୍ତିମ ୬ ମୁକାବିଲାରୁ ୫ଟିରେ ପରାଜିତ ହୋଇଥିବା ବେଳେ ବିଜୟଧାରାକୁ ଫେରିବାକୁ ପ୍ରୟାସ କରିବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନରେ ଏଟିକେ ମୋହନବାଗାନ…
ସିୟୁଟିଏମ୍ରେ ୩ଦିନିଆ ‘ଆଗ୍ରିଭିଜନ-୨୦୨୩’
ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ (ସିୟୁଟିଏମ୍) ପରିସରରେ ଏକ ୩ଦିନିଆ ଜାତୀୟସ୍ତରୀୟ କର୍ମଶାଳା ‘ଆଗ୍ରିଭିଜନ-୨୦୨୩’ ଅନୁଷ୍ଠିତ ହେବ। ଏପରିକି କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍ଏଆର୍ଏମ୍) ଓ ସେଞ୍ଚୁରିଅନ୍ ୟୁନିଭର୍ସିଟି…
ବାଲାଜୀ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର ଆଉଟ୍ଲେଟ୍
ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ବାଲାଜୀ ଗ୍ରୁପ୍ର ମଲ୍ଟି ବ୍ରାଣ୍ଡ୍ ଷ୍ଟୋର ‘ବାଲାଜି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଫର୍ନିଚର’ର ଏକ୍ସକ୍ଲୁସିଭ ଆଉଟ୍ଲେଟ ବୁଧବାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରୁପ୍ର ଏହି ସର୍ବବୃହତ୍ ମଲ୍ଟି ବ୍ରାଣ୍ଡ୍ ଷ୍ଟୋର ସ୍ଥାନୀୟ…
ସୁବାସ ଭାଟିକା ଡୁପ୍ଲେକ୍ସ ଲାଗି ଭୂମି ପୂଜନ
ବ୍ରହ୍ମପୁର ଅଫିସ,୨୬ା୧: ବ୍ରହ୍ମପୁର ସହରବାସୀଙ୍କୁ ଚାହିଦା ମୁତାବକ ଡୁପ୍ଲେକ୍ସ ଯୋଗାଇବା ଲକ୍ଷ୍ୟରେ ସୁବାସ ଭାଟିକା ଏକ ନୂତନ ପ୍ରୟାସ ଆରମ୍ଭ କରିଛି। ଏହି ମର୍ମରେ ବୁଧବାର ହରିଡାଖଣ୍ଡିଠାରେ କମ୍ପାନୀର ନୂତନ ପ୍ରକଳ୍ପର ଭୂମି ପୂଜନ ହୋଇଯାଇଛି। ଏଥିରେ ସୁବାସ ଭାଟିକାର ମାଲିକ…
କଟକରେ ଏଲ୍ଜିର ପ୍ରଥମ ବ୍ରାଣ୍ଡ୍ ଶପ୍ ଉଦ୍ଘାଟିତ
କଟକ,୨୬।୧: ଦେଶର ପ୍ରମୁଖ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଏଲ୍ଜି ଇଲେଟ୍ରୋନିକ୍ସ ଇଣ୍ଡିଆ ପ୍ରା.ଲି.ର ଆଉ ଏକ ବ୍ରାଣ୍ଡ୍ ଶପ୍ (ବେଷ୍ଟ ଶପ୍) ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ବାଲାଜି ଡିଷ୍ଟ୍ରିବ୍ୟୁଟର୍ସ ଆନୁକୂଲ୍ୟରେ କଟକର ପ୍ରଥମ ତଥା…
ବେଦାନ୍ତ ଆଲୁମିନିୟମ ପକ୍ଷରୁ ଇଣ୍ଟରାକ୍ଟିଭ ପ୍ରଦର୍ଶନୀ
ଭୁବନେଶ୍ୱର,୨୬।୧: ବେଦାନ୍ତ ଆଲୁମିନିୟମର ଓଡ଼ିଶା ପକ୍ଷରୁ ରାୟଗଡ଼ା ଜିଲା ପ୍ରଶାସନ ସହଭାଗିତାରେ ଏକ ଇଣ୍ଟରାକ୍ଟିଭ ପ୍ରଦର୍ଶନୀର ଆୟୋଜନ କରିଥିଲା। ବିଶେଷକରି ଏଫ୍ଆଇଏଚ୍ ହକି ବିଶ୍ୱକପ୍ ୨୦୨୩ ର ଏକ ଜୀବନ୍ତ ମୁହୂର୍ତ୍ତଗୁଡିକୁ ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି। ଏପରିକି ରାୟଗଡ଼ାର ଚଇତି…
ଖିମ୍ଜୀ ଜୁଏଲର୍ସର ସ୍ବତନ୍ତ୍ର ‘ବ୍ରାଇଡାଲ ବ୍ଲେସିଂସ୍’ ଅଫର
ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ସ୍ବତନ୍ତ୍ର ଭାବେ ପରିକଳ୍ପିତ ‘ବ୍ରାଇଡାଲ ବ୍ଲେସିଂସ୍’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବିବାହ ଋତୁରେ ଖିମ୍ଜୀ ଜୁଏଲର୍ସ ବଧୂମାନଙ୍କର ବଡ଼ ଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ…
ଡେଲିଭରି ତାଲିମ,ନିଯୁକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ
ନୂଆଦିଲ୍ଲୀ,୨୬।୧: ଦେଶର ସର୍ବବୃହତ୍ ତଥା ସମ୍ପୂର୍ଣ୍ଣ ସମନ୍ବିତ ଲଜିଷ୍ଟିକ୍ସ କମ୍ପାନୀ ଡେଲିଭରି ପକ୍ଷରୁ ଲଜିଷ୍ଟିକ୍ସ ଶିଳ୍ପରେ କ୍ୟାରିୟର ଗଠନ କରିବା ଲାଗି ଯୁବପିଢ଼ିଙ୍କୁ ସଶକ୍ତ କରିବା ନିମନ୍ତେ ଡେଲିଭରି ତାଲିମ ଓ ନିଯୁକ୍ତି କାର୍ଯ୍ୟକ୍ରମ ନାମକ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ…
ମନୋଜ ଶର୍ମା ପୂର୍ବତଟ ରେଳପଥର ନୂଆ ଜିଏମ୍
ଭୁବନେଶ୍ୱର,୨୬।୧: ଭାରତୀୟ ରେଳ ଇଞ୍ଜିନିୟରିଂ ସେବା(ଆଇଆର୍ଏସ୍ଇ)ର ବରିଷ୍ଠ ଅଧିକାରୀ ମନୋଜ ଶର୍ମା ନିକଟରେ ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ (ଜିଏମ୍) ଭାବେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ କେନ୍ଦ୍ରୀୟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବେ କାର୍ଯ୍ୟ…
ପ୍ରିପେଡ୍ ଗ୍ରାହକଙ୍କୁ ଏୟାରଟେଲ୍ର ଝଟ୍କା, ଦେଢ଼ ଗୁଣା ମହଙ୍ଗା ହେଲା…
ନୂଆଦିଲ୍ଲୀ,୨୫।୧: ପ୍ରିପେଡ ଗ୍ରାହକଙ୍କୁ ଏୟାରଟେଲ୍ର ଝଟ୍କା। କମ୍ପାନୀ ପକ୍ଷରୁ ସବୁଠାରୁ ଶସ୍ତା ପ୍ଲାନ ୯୯ ଟଙ୍କାରେ ଉପଲବ୍ଧ ହେଉଥିଲା। ହେଲେ ଏବେ ଏହି ମାସିକ ପ୍ରିପେଡ ପ୍ଲାନ ଦେଢ଼ ଗୁଣା ବଢ଼ି ୧୫୫ ଟଙ୍କାର ହୋଇଛି। ୯୯ ଟଙ୍କିଆ ପ୍ଲାନରେ ୧…
ଆଜିଠାରୁ ଦିଲ୍ଲୀରୁ ‘ଶ୍ରୀଜଗନ୍ନାଥ ଯାତ୍ରା’
ନୂଆଦିଲ୍ଲୀ,୨୫ା୧: ରେଳ ମନ୍ତ୍ରଣାଳୟର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଆର୍ସିଟିସି ଲିଃ ପକ୍ଷରୁ ବୁଧବାରଠାରୁ ‘ଶ୍ରୀଜଗନ୍ନାଥ ଯାତ୍ରା’ ପାଇଁ ଏକ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହା ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର…

