‘ଦେଶ ପ୍ରଗତିରେ କଷ୍ଟ୍ ଆକାଉଣ୍ଟାଣ୍ଟ୍ସଙ୍କ ଭୂମିକା ଅତୁଳନୀୟ’
କଟକ,୩୦।୧: ଭାରତୀୟ କଷ୍ଟ୍ ଆକାଉଣ୍ଟାଣ୍ଟ୍ସ ପ୍ରତିଷ୍ଠାନର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଏବଂ କଟକ-ଜଗତ୍ସିଂହପୁର-କେନ୍ଦ୍ରାପଡ଼ା ଚାପ୍ଟର ଆନୁକୂଲ୍ୟରେ ୪୨ତମ ରିଜିଓନାଲ କଷ୍ଟ୍ କନ୍ଫରେନ୍ସ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ଏକ ୨ଦିନିଆ ଜାତୀୟ କର୍ମଶାଳା ସ୍ଥାନୀୟ ରେଭେନ୍ଶା ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉଦ୍ଘାଟିତ…
‘ହିଣ୍ଡେନ୍ବର୍ଗ ଅଭିଯୋଗ ଭାରତ ଉପରେ ଆକ୍ରମଣ’
ନୂଆଦିଲ୍ଲୀ,୩୦ା୧: ସବୁଠୁ ଧନୀ ଭାରତୀୟ ଗୌତମ ଆଦାନୀଙ୍କ ଗ୍ରୁପ୍ ରବିବାର ଆମେରିକୀୟ ଶର୍ଟ ସେଲର୍ ହିଣ୍ଡେନ୍ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଭାରତ, ଏହାର ଅନୁଷ୍ଠାନଗୁଡ଼ିକ ଏବଂ ଗ୍ରୋଥ୍ ଷ୍ଟୋରି ଉପରେ ଯୋଜନାବଦ୍ଧ…
ଫେବୃୟାରୀ ପହିଲାରୁ ବଦଳୁଛି ଟୁଇଟର ନିୟମ
ନୂଆଦିଲ୍ଲୀ,୨୯।୧: ଏଲନ ମସ୍କଙ୍କ ଏଣ୍ଟ୍ରି ପରେ ଟୁଇଟରରେ ପ୍ରତ୍ୟେହ ଟୁଇଟରରେ କିଛି ନା କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏବେ କମ୍ପାନୀ ଏହାର ଆକାଉଣ୍ଟ ସସ୍ପେଣ୍ଡ ପଲିସି ବଦଳାଇଛି। ଫେବୃୟାରୀ ପହଲାରୁ ଏହି ନୂଆ ପରିବର୍ତ୍ତନ ଲାଗୁ ହେବାକୁ ଥିବା…
ଟୟୋଟାର ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ଆରମ୍ଭ
ନୂଆଦିଲ୍ଲୀ,୨୯।୧: ଟୟୋଟା କିଲୋସ୍କର ମୋଟର (ଟିକେଏମ୍)ର ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟିକେଏମ୍ର ସେଲ୍ସ ଏବଂ ରଣନୀତିକ ଉପସଭାପତି ଅତୁଲ ସୁଦ କହିଛନ୍ତି, ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ୫୦,୦୦୦ ଟଙ୍କାରେ କରିହେବ। ଏହା…
ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର
ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର ଟେଲି ସେବା ପ୍ରଦାନକାରୀ ସଂସ୍ଥା ଭାବେ ଉଭା ହୋଇଛି। ଏପରି କି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରେ…
ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ନୂଆଦିଲ୍ଲୀ,୨୮।୧: ଜାନୁୟାରୀ ୩୦ ଏବଂ ୩୧ରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ବ୍ୟାଙ୍କ ୟୁନିଅନର ସମନ୍ବୟ ବୈଠକରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ବ୍ୟାଙ୍କ ୟୁନିଅନମାନଙ୍କ ସହ ବୈଠକ କରିବାକୁ ରାଜି ହୋଇଛି।…
ୟୁକୋ ବ୍ୟାଙ୍କର ୬୫୩ କୋଟିର ନେଟ୍ ଲାଭ
ନୂଆଦିଲ୍ଲୀ,୨୮।୧: ୟୁକୋ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ୧୧୦% ଅଭିବୃଦ୍ଧି ହାର ହାସଲକରି ୬୫୩ କୋଟି ଟଙ୍କାର ନେଟ୍ ଲାଭ କରିଥିବା ଜଣାପଡ଼ିଛି।…
ଅନୁଗୋଳରେ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଶିଳାନ୍ୟାସ
ଭୁବନେଶ୍ୱର,୨୮।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ‘ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର’ (ଜେଏସ୍ପି)ର ସହଯୋଗୀ ତଥା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଶାଖା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ ସମାରୋହ…
ଟାଟା ଷ୍ଟିଲ୍କୁ ଡିଇଆଇ-ଲାଇଟ୍ହାଉସ୍ ମାନ୍ୟତା
ନୂଆଦିଲ୍ଲୀ,୨୮।୧: ଟାଟା ଗ୍ରୁପ୍ର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍) ପକ୍ଷରୁ ଟାଟା ଷ୍ଟିଲ୍କୁ ଗ୍ଲୋବାଲ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍ ଇନ୍କ୍ଲୁଜନ (ଡିଇଆଇ) ଲାଇଟ୍ହାଉସ୍ ୨୦୨୩…
ଆଇଡିଏଫ୍ସି ଏଏମ୍ସିରେ ଯୋଗଦେଲେ ମନୀଷ
ନୂଆଦିଲ୍ଲୀ,୨୮।୧: ଦେଶର ପ୍ରମୁଖ ଏଏମ୍ସି ସଂସ୍ଥା ଆଇଡିଏଫ୍ସି ଆସେଟ୍ ମ୍ୟାନେଜ୍ମେଣ୍ଟ କମ୍ପାନୀ ଲିମିଟେଡ୍ (ଆଇଡିଏଫ୍ସି ଏଏମ୍ସି)ର ଇକ୍ୱିଟିଜ୍ ବିଭାଗର ମୁଖ୍ୟ ମନୀଷ ଗୁନ୍ୱାନିଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ଗୁନ୍ୱାନି ଉକ୍ତ ଫଣ୍ଡ୍ ହାଉସ୍ ପାଇଁ ଇକ୍ୱିଟି ପାଣ୍ଠି ପରିଚାଳନାର ସାମଗ୍ରିକ…
ଫେବୃୟାରୀ ପହିଲାରୁ ମହଙ୍ଗା ହେବ ଟାଟା ମୋଟର୍ସ ଗାଡ଼ି, ଜାଣନ୍ତୁ କେତେ ବଢ଼ିଲା ମୂଲ୍ୟ…
ନୂଆଦିଲ୍ଲୀ,୨୭।୧: ଟାଟା ମୋଟର୍ସ ଶୁକ୍ରବାର ସମସ୍ତ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ ଏହାର ସମସ୍ତ ଆଇସିଇ(ପେଟ୍ରୋଲ-ଡିଜେଲ) ଚାଳିତ ଯାନର ମୂଲ୍ୟ ବୃଦ୍ଧି କରିବ। ଏହି ନୂତନ ମୂଲ୍ୟ ଫେବୃୟାରୀ ପହିଲାରୁ ଲାଗୁ ହେବ। ନିୟାମକ ପରିବର୍ତ୍ତନ ଏବଂ…
ଏବେ ଆଇବିଏମ୍ କରିବ ଛଟେଇ: ୩,୯୦୦ କର୍ମଚାରୀ ହରାଇବେ ଚାକିରି
ନୂଆଦିଲ୍ଲୀ,୨୬।୧: ମାଇକ୍ରୋସଫ୍ଟ, ଗୁଗଲ୍, ଆମାଜନ, ସ୍ବିଗି ଭଳି ଏବେ ଆଇବିଏମ୍ ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ୩,୯୦୦ କର୍ମଚାରୀଙ୍କୁ ହଟାଇବ। ତେବେ ବାର୍ଷିକ ନଗଦ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏହି ନିଷ୍ପତ୍ତି…

