ବାଣିଜ୍ୟ

ହୋଣ୍ଡାର ନ୍ୟୁ ଆଡ୍‌ଭାନ୍ସ ଆକ୍ଟିଭା-୨୦୨୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ୨ ଚିକିଆ ବ୍ରାଣ୍ଡ୍‌ ‘ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ’(ଏଚ୍‌ଏମ୍‌ଏସ୍‌ଆଇ)ର ନ୍ୟୁ ଆଡଭାନ୍ସ ଆକ୍ଟିଭା ୨୦୨୩ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏକ ନିର୍ଦ୍ଧାରିତ ସମୟ ଚଳିତ ବର୍ଷ ଏପ୍ରିଲ୍‌ ପୂର୍ବରୁ କମ୍ପାନୀ ଏହାର ନୂତନ ଟେକ୍ନୋଲୋଜିକୁ…

‘ଅରୁନ୍ଧତୀ ପୂର୍ବ ଭାରତର ଶ୍ରେଷ୍ଠ ଜ୍ୱେଲରି ବ୍ରାଣ୍ଡ୍‌’

ଭୁବନେଶ୍ୱର,୨୪।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଏକ ଜାତୀୟ ସ୍ତରର ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଅରୁନ୍ଧତୀ ପୂର୍ବ ଭାରତର ଶ୍ରେଷ୍ଠ ଜ୍ୱେଲରି ବ୍ରାଣ୍ଡ୍‌ ଭାବେ ରିଟେଲ ଜ୍ୱେଲର୍ସ ଇଣ୍ଡିଆ ପକ୍ଷରୁ ସମ୍ମାନିତ ହୋଇଛି।…

ମାସକରେ ୮,୧୦୦ କୋଟି ଟଙ୍କାର କାରବାର

ନୂଆଦିଲ୍ଲୀ,୨୪।୧: ଅନ୍ତଃରାଷ୍ଟ୍ରୀୟ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ‘ଆପଲ’ ନିକଟରେ ଏକ ବିରଳ ରେକର୍ଡ ହାସଲ କରିଛି। ଏପରିକି କମ୍ପାନୀ ଗୋଟିଏ ମାସରେ ଭାରତରୁ ପ୍ରାୟ ଏକ ବିଲିୟନ ଡଲାର (୮,୧୦୦ କୋଟି ଟଙ୍କା) ମୂଲ୍ୟର ସ୍ମାର୍ଟଫୋନ୍‌ ବିଦେଶକୁ ରପ୍ତାନି କରିଛି। ବିଶେଷକରି ଆଇଫୋନ୍‌…

ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟରେ ପ୍ରତି ମିନିଟ୍‌ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ ଅନ୍ୟତମ ପୁରାତନ ପୋଷାକ ଭାବେ ପରିଗଣିତ କରାଯାଇଥାଏ। ଏପରିକି ଜେନ୍‌ ଜେଡ୍‌ଠାରୁ ଆରମ୍ଭକରି ମିଲେନିଆଲ…

ଦିଲ୍ଲୀରେ ଲାଲ୍‌ଚାନ୍ଦର ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’

ନୂଆଦିଲ୍ଲୀ,୨୩।୧: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲ୍‌ଚାନ୍ଦ ଜୁଏଲର୍ସର ଆଉ ଏକ ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ସୁଦୂର ଦିଲ୍ଲୀରେ ଶୁଭାରମ୍ଭ କରାଯାଇଛି। ଏପରିକି ଶନିବାର ଦିଲ୍ଲୀର ଲାଜପତନଗର ମାକେର୍ଟଠାରେ ଲାଲ୍‌ଚାନ୍ଦ ବ୍ରାଣ୍ଡ୍‌ର ପ୍ରଥମ ଏକ୍ସକ୍ଲୁସିଭ ଷ୍ଟୋର ‘ଆରୋହୀ’ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

ମାରୁତି ସୁଜୁକିର ଗ୍ରାଣ୍ଡ ଓ୍ବିକେଣ୍ଡ ଗେଟ୍‌ ୱେ

ବ୍ରହ୍ମପୁର ଅଫିସ,୨୩ା୧: ଦେଶର ପ୍ରମୁ୍‌ଖ ଅଟୋମୋବାଇଲ୍‌ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଏକ ୩ ଦିନିଆ ଗ୍ରାଣ୍ଡ ୱିକେଣ୍ଡ ଗେଟ୍‌ ୱେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଶେଷ କରି ଓଡ଼ିଶା ବଜାରରେ ନେକ୍ସା ଗ୍ରାଣ୍ଡ ଭିଟାରା ଏସ୍‌ୟୁଭି…

‘ଡିଜିଟାଇଜେଶନ କାରବାରକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୨୩ା୧: ଦେଶର ପ୍ରମୁଖ ଫିନ୍‌ଟେକ ପ୍ଲାଟଫର୍ମ ଫୋନ୍‌ ପେ’ ଡିଜିଟାଇଜେଶନ କ୍ଷେତ୍ରର ସମ୍ପ୍ରସାରଣ ଓ ଗୁରୁତ୍ୱାରୋପକୁ ଦୃଷ୍ଟିରେ ରଖି ପାଣ୍ଠି ସଂଗ୍ରହ ସମ୍ପର୍କରେ ଘୋଷଣା କରିଥିଲା। ଫଳରେ କମ୍ପାନୀ ୧୨ ବିଲିୟନ ଡଲାରର ପ୍ରି-ମନି ଭାଲ୍ୟୁଏଶନରେ ଜେନେରାଲ ଆଟଲାଣ୍ଟିକଠାରୁ ଫଣ୍ଡିଂରେ ୩୫୦ମିଲିୟନ…

ମାଲାବାରରେ ୧୦ ଦିନିଆ ‘ଅନ୍‌କଟ ଜୁଏଲେରି ଶୋ’

ଭୁବନେଶ୍ୱର,୨୩ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ୍‌ସର ଏକ୍ସକ୍ଲୁସିଭ ଷ୍ଟୋର ଶହୀଦ ନଗର ପକ୍ଷରୁ ଏକ ୧୦ ଦିନିଆ ‘ଅନ୍‌କଟ ଜୁଏଲେରି ଶୋ’ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ବ୍ରାଣ୍ଡ୍‌ର ପ୍ରମୁଖ ଗ୍ରାହକ, ଷ୍ଟୋର ଅଧିକାରୀ ଓ…

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ ସହଯୋଗୀ କମ୍ପାନୀ ରିଲାଏନ୍‌ସ ଡିଜିଟାଲ୍‌ ପକ୍ଷରୁ ଚଳିତ ନବ ବର୍ଷ ଓ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭାରତର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ ସେଲ୍‌ ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି।…

ପେଟ୍ରୋଲ ଦର ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ କ୍ରମାଗତ ଭାବେ ତେଲ ଦର ହ୍ରାସ ପାଉଥିବା ବେଳେ ଭାରତୀୟ ତୈଳ ବଜାରରେ ତେଲ ଦର ଦୀର୍ଘ ଦିନ ହେବ ସ୍ଥିର ରହିଛି। ଏପରିକି ତେଲ ଦର କେବେ କମିବ ସେ ନେଇ ମଧ୍ୟ କାହା…

ଟାଟା ଷ୍ଟିଲ୍‌ ମାଇନିଂର ଇ-ସେଲ୍ସ ପୋର୍ଟାଲ ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୧: ଟାଟା ଷ୍ଟିଲ୍‌ ମାଇନିଂ କମ୍ପାନୀ ପକ୍ଷରୁ ଫେରୋ ଆଲଏଜ ଏବଂ ଖଣିଜ ସମ୍ପଦ ଅନ୍‌ଲାଇନରେ ବିକ୍ରୟ ପାଇଁ ଇ-ସେଲ୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ବରସ୍ଥିତ ଟାଟା ଷ୍ଟିଲ ମାଇନିଂର କର୍ପୋରେଟ୍‌ ଅଫିସ୍‌ରେ ଶନିବାର ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

ରିଲାଏନ୍ସ ରିଟେଲର ଅଭିବୃଦ୍ଧି ଧାରା ଜାରି

ନୂଆଦିଲ୍ଲୀ,୨୨।୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲର ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ତା’ର ଅଭିବୃଦ୍ଧି ଧାରା ଜାରି ରଖିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?