ବାଣିଜ୍ୟ

ଓଡ଼ିଶାର ୧୦ ସହରରେ ଜିଓ ଟ୍ରୁ ୫ଜି ସେବା

ନୂଆଦିଲ୍ଲୀ,୨୫ା୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଓଡ଼ିଶାର ଆଉ ୬ ଟି ସହରରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରିଥିବା ଜଣାପଡ଼ିଛି। ଏପରିକି ରାଜ୍ୟର ମୋଟ ୧୦ଟି ସହରରେ ଏହି ସେବା ଉପଲବ୍ଧ ହେଉଛି।…

ଟାଟା ମୋଟର୍ସର ୨ଏସ୍‌ ଫ୍ୟାସିଲିଟି ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ଆଉ ଏକ ୨ଏସ୍‌ ଫ୍ୟାସିଲିଟି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ପ୍ରାଧିକୃତ ଡିଲର ଅଷ୍ଟଭିନାୟକ ମୋଟର୍ସ ଆନୁକୂଲ୍ୟରେ ସ୍ଥାନୀୟ ଗୋହରିଆଠାରେ ଉକ୍ତ ୨ଏସ୍‌ (ସ୍ପେୟାର ଏବଂ ସର୍ଭିସ୍‌) ଫ୍ୟାସିଲିଟି ସେଣ୍ଟରର…

‘ବଜାର ସ୍ଥିତି ସହ ଖାପଖୁଆଇ ଚଳିବାକୁ ହେବ’

ଭୁବନେଶ୍ୱର,୨୫ା୧: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ଏବଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌(ହିସାର)ର ନିର୍ଦ୍ଦେଶକ ମଣ୍ଡଳଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଚଳିତ ଆର୍ଥତ୍କ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥତ୍କ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିନ୍ଦଲ ଷ୍ଟେନ୍‌ଲେସ (ମିଶ୍ରିତ ସଂସ୍ଥାକୁ ବିଚାରକୁ…

ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୧: ସୋନିର ନୂତନ ଉତ୍ପାଦ ‘ଅଲ୍‌ଟ୍ରା-ୱାଇଡ୍‌ ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି’ ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି,ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି ଲେନ୍ସର ଷ୍ଟାଣ୍ଡାର୍ଡ…

ଆକ୍ସିସ୍‌ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୫ା୧: ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ସମୟ ମଧ୍ୟରେ ବ୍ୟାଙ୍କ ଟିକସ ପରବର୍ତ୍ତୀ ଲାଭ ବାର୍ଷିକ ଭିତ୍ତିରେ ୬୨% ବୃଦ୍ଧି…

ବଢ଼ୁଛି ଫାସ୍‌ଟାଗ୍‌ ଟୋଲ୍‌ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨୫ା୧: ଭାରତୀୟ ସଡ଼କ ପଥରେ ପ୍ରତିଦିନ ଲକ୍ଷାଧିକ ଗାଡ଼ି ଚଳପ୍ରଚଳ କରୁଥିବା ବେଳେ ସଡ଼କ ପଥରେ ଆଦାୟ ହେଉଥିବା ଟିକସ ପରିମାଣ କିନ୍ତୁ ସେହି ଅନୁସାରେ ଆଦାୟ ହେଉ ନ ଥିଲା। ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଥିଲେ।…

ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ମସିହାରେ ସଂଗ୍ରହ ପରିମାଣ ୩୪,୭୭୮ କୋଟି ଥିଲା,…

ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ନିଜ ଅଂଶଧନ ହଟାଇଲା ଟାଟା ମୋଟର୍ସ

ନୂଆଦିଲ୍ଲୀ,୨୪।୧: ଘରୋଇ ଅଟୋମେକର୍‌ ଟାଟା ମୋଟର୍ସ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜରୁ ଏହାର ସାଧାରଣ ଅଂଶଧନକୁ ସ୍ବେଚ୍ଛାକୃତ ଭାବେ ହଟାଇବାକୁ ଯାଉଛି। ସୋମବାରର ବ୍ୟବସାୟ ବନ୍ଦ ହେବା ପରେ ଏହା କାର୍ଯ୍ୟକାରୀ ହେବ। ଏକ ନିୟାମକ ବିଜ୍ଞପ୍ତିରେ କମ୍ପାନୀ ଏନେଇ ସୂଚନା ଦେଇ…

ଗୁଗୁଲ୍‌ ନିଷ୍ପତ୍ତି ଉପରେ ସିଇଓଙ୍କ ସ୍ପଷ୍ଟୀକରଣ: ସ୍ଥିତି ଖରାପ ନ ହେଉ ବୋଲି…

ନୂଆଦିଲ୍ଲୀ,୨୪।୧: ଗୁଗୁଲ୍‌ରୁ ୧୨ ହଜାର କର୍ମଚାରୀଙ୍କୁ ଛଟେଇ ନିଷ୍ପତ୍ତି ଉପରେ କମ୍ପାନୀର ସିଇଓ ସୁନ୍ଦର ପିଚାଇ ସ୍ପଷ୍ଟୀକରଣ ଦେଇଛନ୍ତି। ବାଧ୍ୟତାମୂଳକ ଭାବେ କମ୍ପାନୀକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଯଦି ସେ ତାହା କରି ନ ଥାନ୍ତେ, ଖରାପ ସମୟ ଆସିଥାନ୍ତା।…

ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ: କରିବେ ଜଗା ଦର୍ଶନ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବିଶ୍ୱର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ବିବାହ ପୂର୍ବରୁ ଅନନ୍ତ ଜଗା ଦର୍ଶନ କରିବା ପାଇଁ ଓଡ଼ିଶା ଆସିଥିବା ଜଣାପଡ଼ିଛି। ସେ ଭୁବନେଶର ପହଞ୍ଚିବା ପରେ ପୁରୀ ଯାଇ…

ବ୍ୟବସାୟିକ ସମ୍ପ୍ରସାରଣ କରିବ ଟ୍ରୁଫ୍ଲୋ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ପ୍ଲାଷ୍ଟିକ ପାଇପ ଓ ଫିଟିଙ୍ଗ ବ୍ରାଣ୍ଡ୍‌ ହିନ୍ଦଓୟାରର ସହଯୋଗୀ ସଂସ୍ଥା ଟ୍ରୁଫ୍ଲୋ’ର ବ୍ୟବସାୟିକ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ୨ ୟୁନିଟ୍‌ରୁ ପିଟିଏମ୍‌ଟି ଫଉସେଟ, ଫ୍ଲଶ ଟ୍ୟାଙ୍କ, ସିଟ୍‌ କଭରିଂ…

‘ଖଣିଜ ପଦାର୍ଥ ଆମ ବିକାଶର ମାପକାଠି’

ଭୁବନେଶ୍ୱର,୨୪।୧: ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଶକ୍ତି ଏବଂ ପରିବେଶ ସମ୍ବନ୍ଧୀୟ ଏକ ଜାତୀୟସ୍ତରୀୟ କର୍ମଶାଳା ‘ନାନୋ ମ୍ୟାଟେରିଆଲ୍‌ସ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏସ୍‌ଇଆର୍‌ବି ‘ଆସିଲେରେଟ୍‌ ବିଜ୍ଞାନ-କର୍ମଶାଳା’ ସ୍କିମ୍‌ ଏବଂ ସିଏସ୍‌ଆଇଆର୍‌ ଇଣ୍ଟିଗ୍ରେଟେଡ୍‌ ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନିସିଏଟିଭ୍‌-ଆଇଏମ୍‌ଏମ୍‌ଟି ଦ୍ୱାରା ଉକ୍ତ କର୍ମଶାଳା ସମର୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?