ଡିସେମ୍ବରରେ ‘ସ୍କୋଡା’ର ବିକ୍ରି ୪୮% ବୃଦ୍ଧି
ନୂଆଦିଲ୍ଲୀ,୩।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ପକ୍ଷରୁ ୨୦୨୨ ଡିସେମ୍ବରର ଗାଡ଼ି ବିକ୍ରି ସମ୍ପର୍କିତ ସୂଚନା ବିଷୟରେ ଘୋଷଣା କରାଯାଇଛି। ଏପରିକି ଗତ ବର୍ଷ ଡିସେମ୍ବରରେ ସ୍କୋଡା ଅଟୋ ମାସିକ ଭିତ୍ତିରେ ୪୭୮୮ ୟୁନିଟ୍ ଗାଡ଼ି ବିକ୍ରି…
ଟିପିସିଓଡିଏଲ୍ ଏସ୍ଡିସିର ଶୁଭାରମ୍ଭ
କଟକ,୩।୧: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସୋମବାର ସ୍ଥାନୀୟ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର (ଏସ୍ଡିସି)ର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର…
ବିଓଆଇର ଏନବିଜି ଉଦଘାଟିତ
ଭୁବନେଶ୍ୱର,୩।୧: ବ୍ୟାଙ୍କ ଅଫ ଇଣ୍ଡିଆ (ବିଓଆଇ)ର ନୂତନ ସେବା ‘ନ୍ୟାଶନାଲ ବ୍ୟାଙ୍କିଙ୍ଗ ଗ୍ରୁପ’ (ଏନବିଜି) ବିଓଆଇର ଜୟଦେବ ବିହାରସ୍ଥିତ ପ୍ରମୁଖ ଶାଖା (ଷ୍ଟାର ହାଉସ)ର ପ୍ରଥମ ମହଲାରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଓଆଇର ଏମଡି ତଥା ସିଇଓ ଏ.କେ. ଦାସ…
ପ୍ରଭାବିତ ହୋଇପାରେ ଏକ ତୃତୀୟାଂଶ ବିଶ୍ୱ ଅର୍ଥନୀତି’
ନୂଆଦିଲ୍ଲୀ,୩।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୌଗୋଳିକ କାରଣରୁ ଚଳିତ ବର୍ଷ ବିଶ୍ବ ଅର୍ଥ ବ୍ୟବସ୍ଥା କଠିନ ସମୟ ଓ ମାନ୍ଦାବସ୍ଥା ଦେଇ ଗତି କରିପାରେ ବୋଲି ନିକଟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଏମଡି କ୍ରିଷ୍ଟଲୀନା ଜାର୍ଜିଭର ମତପ୍ରକାଶ କରିଛନ୍ତି। ଏପରିକି…
ଆଜିଠୁ ଜୀ-ସାର୍ଥକରେ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’
ଭୁବନେଶ୍ୱର,୨।୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଘରୋଇ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷରୁ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାରଠାରୁ ଏହି ମେଗା ଧାରାବାହିକ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି। ବିଶେଷକରି ଏକ…
ଡିସେମ୍ବରରେ ୧.୪୯ ଲକ୍ଷ କୋଟିର ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୧: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳନ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଆଦାୟରେ ପରିଲକ୍ଷିତ ହେଉଛି। ଏପରିକି ୨୦୨୨ ଡିସେମ୍ବରର ଜିଏସ୍ଟି ସଂଗ୍ରହ ସମ୍ପର୍କରେ ରବିବାର ଅର୍ଥ…
୪ରେ ବିଏସ୍ଇର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ରାମମୂର୍ତ୍ତି
ନୂଆଦିଲ୍ଲୀ,୧।୧: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଲିମିଟେଡ୍ ବା ବିଏସ୍ଇ ଲିଃ.ର ପରବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ବ୍ୟାଙ୍କର୍ସ ସୁନ୍ଦରରାମନ ରାମମୂର୍ତ୍ତି କାର୍ଯ୍ୟ କରିବେ ବୋଲି ବିଏସ୍ଇ ଲିଃ. ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ସେ…
ପିଓର ଇଭିର ଅଲ୍-ନ୍ୟୁ ଇକୋଡ୍ରାଫ୍ଟି
ନୂଆଦିଲ୍ଲୀ,୧।୧: ଦେଶର ପ୍ରମୁଖ ଦୁଇଚକିଆ ଇଲେକ୍ଟ୍ରି ଭେହିକିଲ୍(ଇଭି) ଷ୍ଟାର୍ଟଅପ୍ କମ୍ପାନୀ ‘ପିଓର ଇଭି’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍-ନ୍ୟୁ କମ୍ୟୁଟ୍ ଇଲେକ୍ଟ୍ରିକ୍ ମୋଟରସାଇକେଲ ‘ଇକୋଡ୍ରାଫି୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହାର ସର୍ବଭାରତୀୟ ଉନ୍ମୋଚନ ମଧ୍ୟ…
‘ଓଡ଼ିଶା ଖଣିଜ ସମ୍ପଦର ହବ୍’
ଭୁବନେଶ୍ୱର,୧।୧: ଓଡ଼ିଶା ମାଇନିଂ ଓ ଇନ୍ଫ୍ରାଷ୍ଟ୍ରକ୍ଚର ଇଣ୍ଟରନ୍ୟାଶନାଲ ଏକ୍ସପୋରେ କୋଣାର୍କ ଇନ୍ଫ୍ରାକୋର୍ ନିର୍ମାଣ ଓ ଖଣି ଉପକରଣ ନିର୍ମାତା ଲିୟୁଗୋଙ୍ଗ୍ ଇଣ୍ଡିଆ ପ୍ରତିନିଧିତ୍ୱ କରିଥିଲା। ଏ ସମ୍ପର୍କରେ କୋଣାର୍କ ଇନ୍ଫ୍ରାକୋର୍ର ପ୍ରତିଷ୍ଠାତା ଓ ଏମ୍ଡି କୌଶିକ୍ ଦାସ କହିଛନ୍ତି,୧୨ବର୍ଷରୁ ଅଧିକ ସମୟର…
ଲୋଟସ୍ ଚକୋଲେଟ୍ର ୫୧% ଅଂଶଧନ କିଣିବ ରିଲାଏନ୍ସ ଗ୍ରୁପ୍
ମୁମ୍ବାଇ,୧।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଆର୍ଆଇଏଲ୍)ର ସହଯୋଗୀ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଆର୍ସିପିଏଲ୍) ନିକଟରେ ଲୋଟସ୍ ଚକୋଲେଟ୍ କମ୍ପାନୀ ଲିମିଟେଡ୍ (ଏ୍ଲସିସିଏଲ୍)ର ୫୧% ଅଂଶଧନ ଅଧିଗ୍ରହଣ କରିଥିବା ଜଣାପଡ଼ିଛି। ବିଶେଷ କରି…
ନୂଆବର୍ଷରେ ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦାମ ବଢ଼ିଲା…
ନୂଆଦିଲ୍ଲୀ,୧।୧ : ୨୦୨୩ ମସିହାରେ ନୂତନ ବର୍ଷ ପାଳନ କରୁଥିବା ଲୋକମାନେ ସକାଳୁ ମୁଦ୍ରାସ୍ଫୀତିର ଝଟକା ଲାଗିଛି। ବାସ୍ତବରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ…
ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍ ପ୍ରଦାନକାରୀ କମ୍ପାନୀ…
ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖର୍ଚ୍ଚ ହ୍ରାସ କରିବାକୁ ସେ କର୍ମଚାରୀଙ୍କ ଛଟେଇ କରିବା ଆରମ୍ଭ କରିଥିଲେ। ସେହିପରି…
Archives


