ଏଚ୍ଏମ୍ଏସ୍ଆଇର ନୂତନ ମଡେଲ ଉନ୍ମୋଚିତ
ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ‘ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ’ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ୨ଟି ଅତ୍ୟାଧୁନିକ ମଡେଲର ସର୍ବ ଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓବିଡି ୨ବି ନିୟମ ପାଳନ କରୁଥିବା ୨୦୨୩…
ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ଆଇନ୍ କର୍ମଶାଳା
ଭୁବନେଶ୍ୱର,୧୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟରେ ‘ପରିବର୍ତ୍ତନଶୀଳ ଜଗତରେ ନ୍ୟାୟପାଳିକାର ଭୂମିକା’ ଶୀର୍ଷକ ବିଷୟବସ୍ତୁ ଉପରେ ପ୍ରଥମ ଜାତୀୟ ଆଇନ୍ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ଅନଙ୍ଗ କୁମାର…
ନୂଆମୁଣ୍ଡି ଖଣିକୁ ୫-ଷ୍ଟାର ରେଟିଂ
ନୂଆଦିଲ୍ଲୀ,୧୩।୩: ଟାଟା ଷ୍ଟିଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ମିଳିଥିବା ଜଣାପଡିଛି। ଏପରିକି କ୍ରମାଗତ ୭ମ ଥର ଲାଗି ଟାଟା ଷ୍ଟିଲର ନୂଆ ମୁଣ୍ଡି ଖଣିକୁ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍) ପକ୍ଷରୁ ୨୦୨୧-୨୨ ବର୍ଷ…
ଫଣ୍ଡ୍ର ବ୍ରାଣ୍ଡ୍ ପରିଚୟ ବଦଳିବ
ନୂଆଦିଲ୍ଲୀ,୧୩।୩: ଆଇଡିଏଫସି ମ୍ୟୁଚୁଆଲ ଫଣ୍ଡର ନୂଆ ବ୍ରାଣ୍ଡ୍ ପରିଚୟ ବନ୍ଧନ ମ୍ୟୁଚୁଆଲ ଫଣ୍ଡ ୍ନାମରେ ନାମିତ ହେବାକୁ ଯାଉଛି ା ଏହା ଦ୍ୱାରା ଫଣ୍ଡ ହାଉସ ପକ୍ଷରୁ ପ୍ରତ୍ୟେକ ଯୋଜନାରେ ବ୍ୟବହାର ହେଉଥିବା ‘ଆଇଡିଏଫସି’ ଶବ୍ଦ ‘ବନ୍ଧନ’କୁ ପରିବର୍ତ୍ତନ ହୋଇଯିବ। ଏମ୍ସିର…
ନିବେଶକଙ୍କୁ ନିରାଶ କରୁଛି ବଜାର
ନୂଆଦିଲ୍ଲୀ,୧୩।୩ : ଗତ କିଛି ମାସ ହେବ ଭାରତୀୟ ଶେୟାର ବଜାରର ଫଳାଫଳ ନିବେଶକମାନଙ୍କୁ ନିରାଶ କରୁଛି। ଏପରିକି ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା କାରଣରୁ ଦଲାଲ ଷ୍ଟ୍ରିଟରେ ମାନ୍ଦାବସ୍ଥା ଜାରି ରହିଛି। ଯାହାର ପ୍ରଭାବ ଶେୟାର ବଜାର କାରବାରରେ ପ୍ରତିଫଳିତ…
ପ୍ରଚେଷ୍ଟାରୁ ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ
ମେଧାବୀ ଛାତ୍ର ଜଣକ ମନରେ ଅନେକ ଆଶା ବାନ୍ଧି କେନ୍ଦୁଝରରୁ ଭୁବନେଶ୍ୱର ଉଚ୍ଚଶିକ୍ଷା ପାଇଁ ଆସି ସଫଳତାର ସହ ଶିକ୍ଷା ଶେଷକରି ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥାନ୍ତି। ହେଲେ ସମୟକ୍ରମେ ପାରିବାରିକ ଘଟଣା ପାଇଁ ସେ ଭୁବନେଶ୍ୱରରୁ କେନ୍ଦୁଝରକୁ ଫେରିଆସନ୍ତି। ଏପରିକି…
୩ ମାସ ଲାଗି ଏଲ୍ଆଇସିର ମଧ୍ୟବର୍ତ୍ତୀକାଳୀନ ଚେୟାର ଭାବେ ନିଯୁକ୍ତ ହେଲେ ସିଦ୍ଧାର୍ଥ ମହାନ୍ତି
ନୂଆଦିଲ୍ଲୀ,୧୨।୩: ଜୀବନ ବୀମା ନିଗମ(ଏଲ୍ଆଇସି)ର ଏମ୍ଡି ସିଦ୍ଧାର୍ଥ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀକାଳୀନ ଚେୟାରମ୍ୟାନ୍ ଭାବେ ୩ ମାସ ଲାଗି ନିଯୁକ୍ତ କରାଯାଇଛି। ମାର୍ଚ୍ଚ ୧୪ରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ବର୍ତ୍ତମାନର ଏଲ୍ଆଇସି ଅଧ୍ୟକ୍ଷ ଏମ୍ଆର୍ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନାହିଁ।…
ଆସନ୍ତା ସପ୍ତାହରେ ୧୧,୦୦୦ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ କରିବ ମେଟା
ନୂଆଦିଲ୍ଲୀ,୧୨।୩: ଫେସବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ଆସନ୍ତା ସପ୍ତାହରେ ଦ୍ୱିତୀୟ ରାଉଣ୍ଡରେ ଅତିରିକ୍ତ ଛଟେଇ କରିବାକୁ ଯାଉଛି। ଗତ ବର୍ଷ ଭଳି ଏଥର ମଧ୍ୟ କମ୍ପାନୀ ୧୩% ଅର୍ଥାତ ପ୍ରାୟ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ। ଏହା ଅଧୀନରେ ଅଣ-ଇଞ୍ଜିନିୟରିଂ ବିଭାଗର…
ବିଓବିର ଋଣ ସୁଧ ହାର ହ୍ରାସ
ନୂଆଦିଲ୍ଲୀ,୧୨।୩: ବ୍ୟାଙ୍କ ଅଫ୍ ବରୋଦା(ବିଓବି) ପକ୍ଷରୁ ଏକ ସ୍ବଳ୍ପ ଅବଧି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୈଧ ରହିବ। ବିଶେଷ କରି ବ୍ୟାଙ୍କ ତା’ର ଗୃହଋଣ ସୁଧ ହାରକୁ ୪୦ବେସିସ୍ ପଏଣ୍ଟସ୍…
ରାଉରକେଲାରେ ଏଚ୍ଏମ୍ଏସ୍ଆଇ ‘ଏସ୍ଇସି’
ଭୁବନେଶ୍ୱର,୧୨।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ଏବଂ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ରାଉରକେଲା ସହଯୋଗିତାରେ ଏକ ଅତ୍ୟାଧୁନିକ ଦକ୍ଷତା ଉନ୍ନତୀକରଣ କେନ୍ଦ୍ର (ଏସ୍ଇସି) ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ସ୍କିଲ୍ ଇଣ୍ଡିଆ ମିଶନ ପ୍ରତି ପ୍ରତିବଦ୍ଧ…
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୩.୭୩ ଲକ୍ଷ କୋଟି
ନୂଆଦିଲ୍ଲୀ,୧୨।୩: ଚଳିତ ଆର୍ଥିକ ବର୍ଷର ପ୍ରାରମ୍ଭରୁ ୨୦୨୩ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ସଂଗ୍ରହ ନେଟ୍ ରିଫଣ୍ଡ ପରିମାଣ ବାଦ୍ ଯିବା ପରେ ପ୍ରାୟ ୧୪ (୧୩. ୭୩) ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି। ଏପରିକି ଗତ…
ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଚିନ୍ତିତ …
ଜେରୁଜେଲମ,୧୨।୩ : ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ଦେବାଳିଆ ଖବର ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ଆମେରିକାର ୧୬ ତମ ବୃହତ୍ତମ ବ୍ୟାଙ୍କ ଥିଲା। ୨୦୦୮ର ମହାମାନ୍ଦାବସ୍ଥା ସମୟରେ ୱାଶିଂଟନ ମ୍ୟୁଚୁଆଲ ଏବଂ ଲେହମାନ ବ୍ରଦର୍ସଙ୍କ ପତନ…

