ଓପୋ ଫୋନରେ ଜିଓର ଟ୍ରୁ-୫ଜି ନେଟ୍ୱର୍କ
ମୁମ୍ବାଇ,୧୮।୧୧:ସ୍ମାର୍ଟଫୋନ୍ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍ ଜିଓର ଷ୍ଟାଣ୍ଡ୍ ଏଲୋନ୍ ଟ୍ରୁ-୫ଜି ନେଟ୍ୱର୍କକୁ ସପୋର୍ଟ କରୁଥିବା ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଓପୋ ସ୍ମାର୍ଟଫୋନ୍ଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବା ହାସଲ କରାଯାଇପାରିବ ବୋଲି କମ୍ପାନୀ ମତପ୍ରକାଶ...
ସୁପ୍ରିମୋର ଏକ୍ସକ୍ଲୁସିଭ ଶୋ’ରୁମ୍ ଉଦ୍ଘାଟିତ
ଭୁବନେଶ୍ୱର,୧୮।୧୧:ଦେଶର ପ୍ରମୁଖ ମଡ୍ୟୁଲ୍ଡ ଫର୍ନିଚର ଇଣ୍ଡଷ୍ଟ୍ରିଜ୍ ‘ସୁପ୍ରିମୋ ଫର୍ନିଚର’ର ୬ଷ୍ଠ ଏକ୍ସକ୍ଲୁସିଭ ଶୋ’ରୁମ୍ ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ସ୍ବୀକୃତିପ୍ରାପ୍ତ ଡିଲର ସ୍ଥାନୀୟ ବାପୁଜୀନଗର ଏମ୍ଏସ୍ ଫର୍ନିଚର ହାଉସ ଜରିଆରେ କମ୍ପାନୀର ଏହି ନୂତନ ଆଉଟ୍ଲେଟ୍ ଗୁରୁବାର ଉଦ୍ଘାଟିତ...
ଏଏମ୍-ଏନ୍ଏସ୍ ଦ୍ୱାରା ‘ରିଇମାଜିନିୟରିଂ’ ଅଭିଯାନ
ନୂଆଦିଲ୍ଲୀ,୧୮।୧୧:ଦେଶର ପ୍ରମୁଖ ଇସ୍ପାତ କମ୍ପାନୀ ‘ଆର୍ସେଲର ମିତ୍ତଲ ଏବଂ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍-ଏନ୍ଏସ୍ ଇଣ୍ଡିଆ) ର ପ୍ରଥମ କର୍ପୋରେଟ୍ ବ୍ରାଣ୍ଡ୍ କ୍ୟାମ୍ପେନ୍ ‘ରିଇମାଜିନିୟରିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ‘ରିଇମାଜିନିୟରିଂ’ପୁନଃ ଚିତ୍ରଣ ଏବଂ ଇଞ୍ଜିନିୟରିଂ ଶବ୍ଦର ଏକ...
କଳିଙ୍ଗ ହସ୍ପିଟାଲରେ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ ସମ୍ମିଳନୀ
ଭୁବନେଶ୍ୱର,୧୮।୧୧:ଗତ ୨ଦିନ ଧରି ଓଆସ୍କନ୍ ୨୦୨୨ ଆର୍ଥୋସ୍କୋପି ଚିକିତ୍ସକ ସମ୍ମିଳନୀକୁ କଳିଙ୍ଗ ହସ୍ପିଟାଲ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ କରାଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ୨୦୦ଜଣ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସକ ଓଡ଼ିଶାରେ ପ୍ରଥମଥର ପାଇଁ ୨ଦିନ ଧରି କ୍ରମାଗତଭାବେ...
୪ଜି ସ୍ପିଡ୍ରେ ଜିଓ ୧ନମ୍ବର
ମୁମ୍ବାଇ,୧୮।୧୧:ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଚଳିତ ବର୍ଷ ଅକ୍ଟୋବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍ଲୋଡ୍ ଓ ଅପ୍ଲୋଡ୍ ସ୍ପିଡ୍ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି।...
ହେଲ୍ଥଭିଲେର ମଧୁମେହ ସଚେତନତା ଶିବିର
ଭୁବନେଶ୍ୱର,୧୮।୧୧:ରାଜ୍ୟର ପ୍ରମୁଖ ଯୋଗ ଏବଂ ନେଚରକେୟାର ସେଣ୍ଟର ହେଲ୍ଥଭିଲେ ପକ୍ଷରୁ ନିକଟରେ ବିଶ୍ୱ ମଧୁମେହ ସଚେତନତା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ଭାଲୁଙ୍କାସ୍ଥିତ ହେଲ୍ଥଭିଲେରେ ସପ୍ତାହ ବ୍ୟାପୀ ଏକ ଚିକିସତ୍ା ଓ ସଚେତନତା ଶିବିର ଉଦ୍ଘାଟିତ ହୋଇଯାଇଛି। ଏହି...
‘ଉତ୍କର୍ଷ ଗ୍ରାହକ ସେବା ଓଡ଼ିଶା ଡିସ୍କମ୍ର ମୂଳ ଲକ୍ଷ୍ୟ’
ଭୁବନେଶ୍ୱର,୧୮।୧୧:ସ୍ବଳ୍ପ ସମୟ ଭିତରେ ରାଜ୍ୟର ବିଦ୍ୟୁତ୍ ବିତରଣରେ ପ୍ରଶଂସନୀୟ ରୂପାନ୍ତରଣ ହୋଇଥିବାରୁ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକମାନେ ଉନ୍ନତ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଉପଭୋଗ କରିପାରିବେ। ରାଜ୍ୟର ଡିସ୍କମ୍ଗୁଡ଼ିକ କେବଳ ଏଟି ଆଣ୍ଡ ସି କ୍ଷତିକୁ କମାଇବାରେ ସଫଳ ହୋଇନାହାନ୍ତି...
ଏଲପିଜି ସିଲିଣ୍ଡରରେ ରହିବ କ୍ୟୁଆର କୋଡ, ଗ୍ୟାସ ଚୋରି ହେବ ବନ୍ଦ…
ନୂଆଦିଲ୍ଲୀ,୧୭।୧୧ : ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାୟତଃ ଗ୍ରାହକମାନେ ଅଭିଯୋଗ କରନ୍ତି ଯେ ସେମାନଙ୍କ ଘରୋଇ ଗ୍ୟାସ ସିଲିଣ୍ଡରରେ ଗ୍ୟାସର ପରିମାଣ ୧ ରୁ ୨...
ସନ୍ କିଙ୍ଗ୍ ଇନ୍ଫିନିଟିର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସୋଲାର ଏନର୍ଜି ପ୍ରଡକ୍ଟ କମ୍ପାନୀ ସନ୍ କିଙ୍ଗ୍ର ସବ୍-ବ୍ରାଣ୍ଡ୍ ସନ୍ କିଙ୍ଗ୍ ଇନ୍ଫିନିଟି ପକ୍ଷରୁ ନିକଟରେ ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମେଚୋନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ନୂଆ ଏଲ୍ଇଡି ଲାଇଟିଂ ପ୍ରଡକ୍ଟ ରେଞ୍ଜର...
ନୁଭୋକୋ ପ୍ଲାଣ୍ଟକୁ ଗ୍ରୀନ୍ ପ୍ରୋ ଇକୋଲେବଲ ସ୍ବୀକୃତି
ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍ କର୍ପୋରେଶନ ଲିମିଟେଡ୍ (ଏନ୍ଭିସିଏଲ୍)ର ୬ଟି ରେଡି-ମିକ୍ସ କଂକ୍ରିଟ ପ୍ଲାଣ୍ଟକୁ ସମ୍ମାନଜନକ ଗ୍ରୀନ୍ ପ୍ରୋ ପ୍ରମାଣପତ୍ର ମିଳିଛି। ବିଶେଷକରି କମ୍ପାନୀର ପାଟେନଚେରୁ, ମିୟାପୁର(ହାଇଦ୍ରାବାଦ), ହ୍ବାଇଟ୍ଫିଲ୍ଡ (ବେଙ୍ଗାଲୁରୁ), ସନଥଲ୍(ଗୁଜରାଟ), ନୋଏଡା (ଉତ୍ତରପ୍ରଦେଶ) ଏବଂ...
ରାଷ୍ଟ୍ରବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରୋତ୍ସାହନ ଅଭିଯାନ
ଭୁବନେଶ୍ୱର,୧୭।୧୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜୀକରଣ ଶିବିର ଆୟୋଜିତ ହୋଇଯାଇଛି। ଏପରିକି ପେନ୍ସନ ଏବଂ ପେନ୍ସନଭୋଗୀ କଲ୍ୟାଣ ବିଭାଗ ଓ ଏସ୍ବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଉକ୍ତ...
‘ଡିଜିଟାଲ କାରବାରରେ ସତର୍କତା ଜରୁରୀ’
କଟକ,୧୭।୧୧: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ)ର କଟକ କ୍ଷେତ୍ର ଆନୁକୂଲ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ‘ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାର ଅଭିଯୋଗ ନିରାକରଣ ପଦ୍ଧତି ଏବଂ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା-୨୦୨୨ ଉପରେ...
Archives


