ବାଣିଜ୍ୟ

ଦୁଇ ମିଲିୟନ ଅତିକ୍ରମ କରିବ ବୈଦ୍ୟୁତିକ ଯାନ ବିକ୍ରି

ନୂଆଦିଲ୍ଲୀ,୨୭।୩: ବିଗତ କିଛି ବର୍ଷ ହେବ ଭାରତୀୟ ଅଟୋଶିଳ୍ପରେ ଇଲେକ୍ଟ୍ରି ଭେଇକିଲ (ଇଭି)ର ଚାହିଦା ବୃଦ୍ଧି ପାଇଚାଲିଛି। ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଉଭୟ ଇଭି ନିର୍ମାତା ଓ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ସୁବିଧା ପ୍ରଦାନ କରୁଛନ୍ତି।…

ଭାରତର ସବୁଠୁ ଧନୀ ମହିଳା କିଏ ଜାଣନ୍ତି

ନୂଆଦିଲ୍ଲୀ,୨୬।୩: ବିଶ୍ୱର ଧନୀ ତାଲିକାରେ ମହିଳାମାନେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଆମେରିକା, ଜର୍ମାନୀ, ଇଟାଲୀ ଏବଂ ଭାରତ ସମେତ ଅନ୍ୟାନ୍ୟ ଦେଶରୁ ମହିଳାମାନେ ଧନୀ ତାଲିକାରେ ସାମିଲ ଅଛନ୍ତି। ଫୋର୍ବସ ବିଲିୟନେୟାର ତାଲିକାରେ ଆମେରିକାରେ କେବଳ ୯୨ ବିଲିୟନେୟାର ମହିଳା ଥିବାବେଳେ…

ମନରେଗା ଶ୍ରମିକଙ୍କ ବଢ଼ିଲା ମଜୁରୀ: ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୩ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ମଜୁରୀ ହାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି। ହରିୟାଣାର ଦୈନିକ ସର୍ବାଧିକ ମଜୁରୀ ୩୫୭ ଟଙ୍କା ଥିବାବେେଳେ ମଧ୍ୟପ୍ରଦେଶ ଏବଂ ଛତିଶଗଡରେ…

‘ଦୁଗ୍ଧଚାଷୀଙ୍କ ସ୍ବାର୍ଥକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୬।୩: ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦନ ମହାସଂଘ ଲିମିଟେଡ୍‌ ବା ଓମ୍‌ଫେଡ୍‌ର ୧୦୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଶୁକ୍ରବାର ଓମ୍‌ଫେଡ୍‌ର ଶହୀଦନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓମ୍‌ଫେଡ୍‌ର ନବ ନିର୍ବାଚିତ ସମସ୍ତ ୨୧ ସଦସ୍ୟଙ୍କୁ ଏହାର…

ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ ଲୋକାର୍ପିତ

ଭୁବନେଶ୍ୱର,୨୬।୩: ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ମିଳିତ ସହଯୋଗରେ ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ (ସାର୍ଟିଫାଏଡ୍‌ ରେଫରେନ୍ସ ମ୍ୟାଟେରିଆଲ) ‘ବିଏଆର୍‌ସି ବି୧୨୦୧’ର ପ୍ରସ୍ତୁତ କରାଯାଇଛି। ଏପରିକି ଏହା ବିଶ୍ୱର ୫ମ ଏବଂ ଭାରତରେ…

ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୩ : ବିଶ୍ୱସ୍ତରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ବିଭିନ୍ନ ଆର୍ଥିକ ପାରାମିଟରଗୁଡିକର ମୂଲ୍ୟାଙ୍କନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଛନ୍ତି। ଶନିବାର ନୂଆଦିଲ୍ଲୀରେ ପବ୍ଲିକ ସେକ୍ଟର…

୬ ପ୍ରକଳ୍ପ ହାତେଇଛି ପାଓ୍ବାରଗ୍ରୀଡ୍‌

ନୂଆଦିଲ୍ଲୀ,୨୫ା୩: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ (ଏସ୍‌ପିଭି) ଅର୍ଜନ କରିଥିବା ଜଣାପଡ଼ିଛି। ଏପରିକି ବହୁ ପ୍ରତିଯୋଗିତା ପରେ ବିଭିନ୍ନ ଟ୍ରାନ୍ସମିସନ ସିଷ୍ଟମ୍‌…

ଭାରତୀୟ ନୌସେନା ସହ ପିଏନ୍‌ବିର ବୁଝାମଣା

ନୂଆଦିଲ୍ଲୀ,୨୫ା୩: ଭାରତୀୟ ନୌସେନା ଏବଂ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ମଧ୍ୟରେ ୨ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି। ବିଶେଷ କରି ଉକ୍ତ ଏମ୍‌ଓୟୁ ଉଭୟ ପକ୍ଷଙ୍କ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ ସେବା ସମ୍ପର୍କିତ କାରବାରର ଏକ ବାତାବରଣ ସୃଷ୍ଟି କରିବ।…

ସୁଲଭ ମୂଲ୍ୟରେ କିଡ୍‌ନୀ ସର୍ଜରି

ଭୁବନେଶ୍ୱର,୨୫ା୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ହସ୍ପିଟାଲରେ କିଡ୍‌ନୀ ପ୍ରତିରୋପଣ ସର୍ଜରି ଆରମ୍ଭ ହୋଇଯାଇଛି। ବିଶେଷକରି ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଓ ସୁଲଭ ମୂଲ୍ୟରେ କିଡ୍‌ନୀ ପ୍ରତିରୋପଣ କରାଯାଉଛି। ଏପରିକି ଚଳିତ ମାସଠାରୁ ଆରମ୍ଭ ହୋଇଥିବା…

ରଜାକ୍‌ଙ୍କୁ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଏସିଆ ଆଓ୍ବାର୍ଡ’

ନୂଆଦିଲ୍ଲୀ,୨୫ା୩: ଦେଶର ପ୍ରମୁଖ ଫୁଟ୍‌ଓ୍ବେର ବ୍ରାଣ୍ଡ୍‌ ତଥା ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ୍‌ଙ୍କୁ ନିକଟରେ ସମ୍ମାନଜନକ ‘ବିଜ୍‌ନେସ୍‌ ଲିଡର ଅଫ୍‌ ଏସିଆ ଆଓ୍ବାର୍ଡ’ପ୍ରଦାନ କରାଯାଇଛି। ବିଶେଷକରି ଏକ ଅଗ୍ରଣୀ ଆର୍ଥିକ ଦୈନିକ ଦ୍ୱାରା ଗଠିତ ଏସିଆ ପୁରସ୍କାରର ଅଧିକାଂଶ…

ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୫ା୩: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଆକ୍ସିସ ଏସ୍‌ ଆଣ୍ଡ ପି ୫୦୦ଇଟିଏଫ୍‌ ଫଣ୍ଡ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଏକ ଅସୀମିତ ଲକ୍ଷ୍ୟ ପାଣ୍ଠି, ଯାହା ଟ୍ରାକିଂ ତ୍ରୁଟି ଅଧୀନ ଏସ୍‌ଆଣ୍ଡପି ୫୦୦…

ପଣ୍ୟ ବୋଝେଇରେ ନୂତନ ରେକର୍ଡ

ଭୁବନେଶ୍ୱର,୨୫ା୩: ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍‌ ପୂର୍ବତଟ ରେଳପଥ ପଣ୍ୟ ବୋଝେଇରେ ନୂତନ ରେକର୍ଡ ହାସଲ କରିଛି। ବିଶେଷକରି ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ପୂର୍ବତଟ ରେଳପଥ ୨୩୨.୨୩ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିଲା ବୋଲି ରେଲଓ୍ବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?