ବାଣିଜ୍ୟ

ଆଇପିକ୍ୟୁର ୫ମ ସଂସ୍କରଣର ଫଳାଫଳ

ନୂଆଦିଲ୍ଲୀ,୩୦।୩: ମ୍ୟାକ୍ସ ଲାଇଫ୍‌ ଇନ୍ସୁରାନ୍ସର ଫ୍ଲାଗଶିପ୍‌ ସର୍ଭେ ଇଣ୍ଡିଆ ପ୍ରୋଟେକ୍ସନ କ୍ୱୋଟେଣ୍ଟ ସର୍ଭେ (ଆଇପିକ୍ୟୁ)ର ୫ମ ସଂସ୍କରଣର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ସର୍ଭେ ଦେଶର ପୂର୍ବାଞ୍ଚଳରେ ବାସ କରୁଥିବା ସହରୀ ଭାରତୀୟମାନଙ୍କ ଆର୍ଥିକ ପ୍ରସ୍ତୁତୀକରଣର ଗଭୀର ତଥ୍ୟକୁ…

୩୦ଦିନରେ ୧୩୩୮କୋଟି ଦେବ ଗୁଗଲ

ନୂଆଦିଲ୍ଲୀ,୩୦।୩: ବହୁ ରାଷ୍ଟ୍ରୀୟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲର ମନମାନୀ ଓ ଆଇଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅପବ୍ୟବହାର ବିରୋଧରେ ଦୀର୍ଘ ବର୍ଷ ହେବ ଆଇନଗତ ଲଢେଇ ଜାରି ରହିଛି। ଏପରିକି ବୁଧବାର ନ୍ୟାସନାଲ କମ୍ପାନି ଲ ଅପିଲେଟ୍‌ ଟ୍ରିବ୍ୟୁନାଲ (ଏନସିଏଲଏଟି)…

ୟୁପିଆଇ ପେମେଣ୍ଟରେ ଏନ୍‌ପିସିଆଇର ନୂଆ ନିୟମ

ନୂଆଦିଲ୍ଲୀ, ୩୦।୩: ଦେଶରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ୟୁନିଫାଇଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଏକ ବଡ଼ ଭୂମିକା ଗ୍ରହଣ କରିଛି। ଏଣିକି ମର୍ଚ୍ଚାଣ୍ଟ ୟୁପିଆଇ ଟ୍ରାଞ୍ଜାକ୍ସନରେ ୧.୧% ପର୍ଯ୍ୟନ୍ତ ବିନିମୟ ଶୁଳ୍କ ଦେବାକୁ ପଡ଼ିବ, ଯାହା ଆସନ୍ତା ଏପ୍ରିଲ ମାସରୁ ଲାଗୁ…

୨ ଟଙ୍କା ବଢ଼ିଲା ଓମ୍‌ଫେଡ ଦୁଗ୍ଧ ଦର

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର ଓମ୍‌ଫେଡ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛନ୍ତି। ୫୦୦ ମିଲିଲିଟର ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ଓମ୍‌ଫେଡ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଟୋନ୍‌ଡ ପ୍ୟାକେଟ ପିଛା…

ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼: ୧ ଏପ୍ରିଲରୁ ୯୦୦ ଔଷଧ ଦାମ୍‌ ବଢ଼ିବ…

ନୂଆଦିଲ୍ଲୀ,୨୯।୩ : ଏପ୍ରିଲ ୧ରୁ ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଲୋକଙ୍କୁ ବର୍ତ୍ତମାନ ଅନେକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧିର ସମ୍ମୁୂଖୀନ ହେବାକୁ ପଡ଼ିବ। ଏବେ ଔଷଧ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ହେବ। ଏପ୍ରିଲ ୧…

ୟୁଏସ୍‌ଟି ଜରିଆରେ ଶତପ୍ରତିଶତ ଛାତ୍ରବୃତ୍ତି

ନୂଆଦିଲ୍ଲୀ,୨୯ା୩: ଦେଶର ସର୍ବବୃହତ୍‌ ଶିକ୍ଷଣ ପ୍ଲାଟ୍‌ଫର୍ମ ଅନାକାଡେମି ପକ୍ଷରୁ ନିକଟରେ ଏକ ଅଭିନବ ବୃତ୍ତି ପରୀକ୍ଷା ‘ଅନାକାଡେମ ସ୍କଲାରଶିପ୍‌ ଟେଷ୍ଟ’ (ୟୁଏସ୍‌ଟି) ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ବୃତ୍ତି ପରୀକ୍ଷା ୨୦୨୩ ଏପ୍ରିଲ ୧୬ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ସକାଳ…

‘କର୍ମଚାରୀ କଲ୍ୟାଣମୂଳକ କାର୍ଯ୍ୟକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୯ା୩: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ୧୧ତମ ତ୍ରୈବାର୍ଷିକ ଅଧିବେଶନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପରିଷଦର ସଭାପତି ସୌରଭରଞ୍ଜନ ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସେହିଭଳି ସଂଘର ମୁଖ୍ୟ…

ଜିଓର ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟାକ୍‌ଅପ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୨୯ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ‘ବ୍ରଡ୍‌ବ୍ୟାଣ୍ଡ୍‌ ବ୍ୟାକ୍‌ ଅପ୍‌ ପ୍ଲାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ମାତ୍ର ୧୯୮ ଟଙ୍କାରେ ସେକେଣ୍ଡ ପିଛା ୧୦ମେଗାବିଟ୍‌ର ଇଣ୍ଟରନେଟ୍‌ ସ୍ପିଡ୍‌ ମିଳିବ। ବିଶେଷକରି ଗ୍ରାହକମାନଙ୍କ…

ଡ୍ରିମ୍‌ସ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ସମ୍ବର୍ଦ୍ଧନା

କଟକ,୨୯ା୩: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ନବନିଯୁକ୍ତ କୁଳପତି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡ.ଅମିୟ କୁମାର ରଥଙ୍କୁ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ପ୍ରଫେସର ରଥଙ୍କୁ ନିକଟରେ…

ଅଭିବୃଦ୍ଧି ପଥରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ

ନୂଆଦିଲ୍ଲୀ,୨୯ା୩: ବିଗତ କିଛି ବର୍ଷ ହେବ ଭାରତୀୟ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏପରିକି ବିଗତ ୫ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍‌ ଉଦ୍ୟୋଗକୁ ୩୨ ବିଲିୟନ ଡଲାରର ଅଧିକ ପରିମାଣର ଇକ୍ୱିଟି କ୍ୟାପିଟାଲ ମିଳିଥିବା ଜଣାପଡ଼ିଛି।…

୭.୩୪ ଲକ୍ଷ କୋଟି ଆଦାୟ ବ୍ୟାଙ୍କ ଋଣରୁ ୫ ବର୍ଷରେ ୧୪% ଅସୁଲ ହୋଇଛି

ନୂଆଦିଲ୍ଲୀ,୨୯ା୩: ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡୁବିଥିବା ୭.୩୪ ଲକ୍ଷ କୋଟି ଟଙ୍କା ଋଣରୁ ମାତ୍ର ୧୪ ପ୍ରତିଶତ ଆଦାୟ କରିପାରିଛନ୍ତି। ରାଜ୍ୟ ସଭାରେ ଅର୍ଥ ମନ୍ତ୍ରଣାଳୟ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।…

ପାନ୍‌-ଆଧାର ଲିଙ୍କ୍‌ ଅବଧି ଜୁନ୍‌ ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୮।୩: ପାନ୍‌ କାର୍ଡ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର କାର୍ଡ ଲିଙ୍କ୍‌ କରିବାର ସମୟସୀମାକୁ ଆସନ୍ତା ଜୁନ୍‌ ୩୦ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?