ଭାରତ-ଶ୍ରୀଲଙ୍କା ସୌରଶକ୍ତି ଚୁକ୍ତି: ସ୍ଥାପିତ ହେବ ୧୩୫ ମେଗାଓ୍ବାଟ ସୋଲାର ପ୍ଲାଣ୍ଟ…
ନୂଆଦିଲ୍ଲୀ,୩୦।୩ : ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୌୀଶକ୍ତି ଚୁକ୍ତି ହୋଇଛି। ଏହା ଅନ୍ତର୍ଗତ ଶ୍ରୀଲଙ୍କର ଉପକୂଳବର୍ତ୍ତୀ ପୂର୍ବ ଜିଲାର ଟ୍ରିନକୋମାଲିରେ ଦୁଇ ପର୍ଯ୍ୟାୟରେ ୧୩୫ ମେଗାୱାଟ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର…
ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ନିର୍ବିରୋଧ ଅଧ୍ୟକ୍ଷ ହେବା ନିଶ୍ଚତ…
ଓ୍ବାଶିଂଟନ,୩୦।୩ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ। ବୁଧବାର ଏହି ପଦବୀ ପାଇଁ ନାମାଙ୍କନ ଶେଷ ହୋଇଛି। ଅନ୍ୟ କୌଣସି ଦେଶ ସର୍ବସାଧାରଣରେ ବିକଳ୍ପ ପ୍ରାର୍ଥୀ ପ୍ରସ୍ତାବ ଦେଇନାହାନ୍ତି। ଅର୍ଥ ବଙ୍ଗା ବିରୋଧରେ ଅନ୍ୟ…
ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ
ନୂଆଦିଲ୍ଲୀ,୩୦।୩: ଦେଶର ପ୍ରମୁଖ ଘରୋଇ ଶିଳତପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ ନବୀନ ଜିନ୍ଦଲଙ୍କୁ ନିକଟରେ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ’ ସମ୍ମାନ ସମ୍ମାନିତ କରାଯାଇଛି। ବିଶେଷ କରି ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ…
ଏପ୍ରିଲ୨ରେ ବିଜ୍ନେସ୍ ଆଇଡିଆ ମଡେଲ କନ୍କ୍ଲେଭ
ଭୁବନେଶ୍ୱର,୩୦।୩: କନ୍ଫେଡେରେଶନ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଭୁବନେଶ୍ୱର ଶାଖାର ଏକ ଅବିଚ୍ଛେଦ୍ୟ ଅଙ୍ଗ ୟଙ୍ଗ୍ ଇଣ୍ଡିଆନସ୍ ପକ୍ଷରୁ ୨୦୨୩ ଏପ୍ରିଲ ୨ରେ ‘ମୋ ଉତ୍କଳ ଦିବସ’ ପାଳନ କରାଯାଉଛି। ଏ ସମ୍ପର୍କରେ ୱାଇଆଇ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ବିଶାଲ ଡାଲମିଆ…
ଏଏସ୍ବିଏମ୍ର ବାର୍ଷିକ ଉତ୍ସବ ‘ପ୍ରେରଣା’
ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ‘ପ୍ରେରଣା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଶିକ୍ଷା ସହ ସମାନ୍ତରାଳ ଭାବେ ସାମାଜିକ ଚିନ୍ତନ ଓ ମୂଲ୍ୟବୋଧର ସମନ୍ବୟ ଘଟିଲେ ବିଦ୍ୟାର୍ଥୀର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ…
ସାବଧାନତାକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର,୩୦।୩: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଏକ ଦିନିକିଆ ଅନ୍ଲାଇନ ସେମିନାର ‘ବ୍ୟାଙ୍କରେ ଠକେଇ ଓ ସାବଧାନତା ଅବଲମ୍ବନ’ ଶୀର୍ଷକ ବିଷୟ ଉପରେ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓଆଇର ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ…
ଆଜି ସ୍ମାଇଲ ଗୋଲ୍ଡର ୨ୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୨ୟ ବାର୍ଷିକ ଉତ୍ସବ ଗୁରୁବାର ପାଳନ ହେବ ବୋଲି ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାହକମାନଙ୍କ ପାଇଁ ସୁନାଗହଣା ଉପରେ ଶୂନ ଗଢ଼ା ମୂଲ୍ୟ ସହ ହୀରା ଗହଣା,…
ୟୁବିଆଇର ସିଏସ୍ଆର୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୩୦।୩: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷ କରି ୟୁବିଆଇର କର୍ପୋରେଟ ସାମାଜିକ ଦାୟିତ୍ୱବୋଧତା(ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ସ୍ଥାନୀୟ ସିଆର୍ପିଏଫ୍ କ୍ୟାମ୍ପସ୍ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨କୁ ସ୍ମାର୍ଟ ଶ୍ରେଣୀଗୃହ…
ପାନାସୋନିକ୍ର ନୂଆ ଓଏଲ୍ଇଡି ଟିଭି
ଭୁବନେଶ୍ୱର,୩୦।୩: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ ତଥା ଗୃହୋପକରଣ ଏବଂ ଉପଭୋକ୍ତ ଇଲେଟ୍ରୋନିକ୍ସ କମ୍ପାନୀ ପାନାସୋନିକ୍ର ୪କେ ଓଏଲ୍ଇଡି ଟିଭି ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ତା’ର ନ୍ୟୁ ପାନାସୋନିକ୍ ଓଏଲ୍ଇଡି ଟିଭିର ବଜାର ପ୍ରବେଶ…
ସମ୍ରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର
ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସମ୍ ହସ୍ପିଟାଲ’ରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏପରିକି ଏକ ଜଟିଳ କ୍ୟାନ୍ସର ରୋଗୀଙ୍କର କଷ୍ଟ ଦୂର କରାଯାଇପାରିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ବିଶେଷକରି ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ସୁଷମା ବୟନିକାର ଉପସଭାପତି
ଭୁବନେଶ୍ୱର,୩୦।୩: ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ବୟନିକା ପରିଚାଳନା ପରିଷଦର ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବରିଷ୍ଠ ନାରୀନେତ୍ରୀ ସୁଷମା ପ୍ରଧାନ ବୟନିକାର ଉପସଭାପତି ଭାବେ ନିିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ…
ନ୍ୟୁ ୟେକିଂ ପିଟି ଲିମିଟେଡ୍ ସହ ଜେଏସ୍ଏଲ୍ ରାଜିନାମା
ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ନିକେଲର ଦୀର୍ଘକାଳୀନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏକ ପ୍ରମୁଖ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି କମ୍ପାନୀ ନ୍ୟୁ ୟେକିଂ ପିଟି ଲିମିଟେଡ୍ ସହ…

