ଟୟୋଟାର ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ଆରମ୍ଭ
ନୂଆଦିଲ୍ଲୀ,୨୯।୧: ଟୟୋଟା କିଲୋସ୍କର ମୋଟର (ଟିକେଏମ୍)ର ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟିକେଏମ୍ର ସେଲ୍ସ ଏବଂ ରଣନୀତିକ ଉପସଭାପତି ଅତୁଲ ସୁଦ କହିଛନ୍ତି, ନ୍ୟୁ ଇନୋଭା କ୍ରିଏଷ୍ଟାର ବୁକିଂ ୫୦,୦୦୦ ଟଙ୍କାରେ କରିହେବ।...
ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର
ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ନମ୍ବର ଟେଲି ସେବା ପ୍ରଦାନକାରୀ ସଂସ୍ଥା ଭାବେ ଉଭା ହୋଇଛି। ଏପରି କି ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ...
ବ୍ୟାଙ୍କ ଧର୍ମଘଟ ସ୍ଥଗିତ
ନୂଆଦିଲ୍ଲୀ,୨୮।୧: ଜାନୁୟାରୀ ୩୦ ଏବଂ ୩୧ରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ବ୍ୟାଙ୍କ ୟୁନିଅନର ସମନ୍ବୟ ବୈଠକରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ବ୍ୟାଙ୍କ ୟୁନିଅନମାନଙ୍କ ସହ ବୈଠକ କରିବାକୁ ରାଜି...
ୟୁକୋ ବ୍ୟାଙ୍କର ୬୫୩ କୋଟିର ନେଟ୍ ଲାଭ
ନୂଆଦିଲ୍ଲୀ,୨୮।୧: ୟୁକୋ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କ ୧୧୦% ଅଭିବୃଦ୍ଧି ହାର ହାସଲକରି ୬୫୩ କୋଟି ଟଙ୍କାର ନେଟ୍ ଲାଭ କରିଥିବା...
ଅନୁଗୋଳରେ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଶିଳାନ୍ୟାସ
ଭୁବନେଶ୍ୱର,୨୮।୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା ‘ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର’ (ଜେଏସ୍ପି)ର ସହଯୋଗୀ ତଥା କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଶାଖା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମିପୂଜନ...
ଟାଟା ଷ୍ଟିଲ୍କୁ ଡିଇଆଇ-ଲାଇଟ୍ହାଉସ୍ ମାନ୍ୟତା
ନୂଆଦିଲ୍ଲୀ,୨୮।୧: ଟାଟା ଗ୍ରୁପ୍ର ସହଯୋଗୀ କମ୍ପାନୀ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ବିଶ୍ୱ ଅର୍ଥନୈତିକ ଫୋରମ (ଡବ୍ଲ୍ୟୁଇଏଫ୍) ପକ୍ଷରୁ ଟାଟା ଷ୍ଟିଲ୍କୁ ଗ୍ଲୋବାଲ ଡାଇଭର୍ସିଟି ଇକ୍ୱିଟି ଆଣ୍ଡ୍ ଇନ୍କ୍ଲୁଜନ (ଡିଇଆଇ) ଲାଇଟ୍ହାଉସ୍...
ଆଇଡିଏଫ୍ସି ଏଏମ୍ସିରେ ଯୋଗଦେଲେ ମନୀଷ
ନୂଆଦିଲ୍ଲୀ,୨୮।୧: ଦେଶର ପ୍ରମୁଖ ଏଏମ୍ସି ସଂସ୍ଥା ଆଇଡିଏଫ୍ସି ଆସେଟ୍ ମ୍ୟାନେଜ୍ମେଣ୍ଟ କମ୍ପାନୀ ଲିମିଟେଡ୍ (ଆଇଡିଏଫ୍ସି ଏଏମ୍ସି)ର ଇକ୍ୱିଟିଜ୍ ବିଭାଗର ମୁଖ୍ୟ ମନୀଷ ଗୁନ୍ୱାନିଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଏପରିକି ଗୁନ୍ୱାନି ଉକ୍ତ ଫଣ୍ଡ୍ ହାଉସ୍ ପାଇଁ ଇକ୍ୱିଟି ପାଣ୍ଠି ପରିଚାଳନାର...
ଫେବୃୟାରୀ ପହିଲାରୁ ମହଙ୍ଗା ହେବ ଟାଟା ମୋଟର୍ସ ଗାଡ଼ି, ଜାଣନ୍ତୁ କେତେ ବଢ଼ିଲା ମୂଲ୍ୟ…
ନୂଆଦିଲ୍ଲୀ,୨୭।୧: ଟାଟା ମୋଟର୍ସ ଶୁକ୍ରବାର ସମସ୍ତ ଯାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। କମ୍ପାନୀ ଏହାର ସମସ୍ତ ଆଇସିଇ(ପେଟ୍ରୋଲ-ଡିଜେଲ) ଚାଳିତ ଯାନର ମୂଲ୍ୟ ବୃଦ୍ଧି କରିବ। ଏହି ନୂତନ ମୂଲ୍ୟ ଫେବୃୟାରୀ ପହିଲାରୁ ଲାଗୁ ହେବ। ନିୟାମକ ପରିବର୍ତ୍ତନ...
ଏବେ ଆଇବିଏମ୍ କରିବ ଛଟେଇ: ୩,୯୦୦ କର୍ମଚାରୀ ହରାଇବେ ଚାକିରି
ନୂଆଦିଲ୍ଲୀ,୨୬।୧: ମାଇକ୍ରୋସଫ୍ଟ, ଗୁଗଲ୍, ଆମାଜନ, ସ୍ବିଗି ଭଳି ଏବେ ଆଇବିଏମ୍ ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ୩,୯୦୦ କର୍ମଚାରୀଙ୍କୁ ହଟାଇବ। ତେବେ ବାର୍ଷିକ ନଗଦ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏହି...
ଋଣ ପ୍ରଦାନ-ଏନପିଏର ଜଟିଳ ପ୍ରକ୍ରିୟା ଏକ ନୀତିଗତ ପକ୍ଷାଘାତ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୬।୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ଋଣ ପ୍ରଦାନ ଏବଂ ଅଣ-ପ୍ରଦର୍ଶନ ସମ୍ପତ୍ତି (ଏନପିଏ)ର ଜଟିଳ ପ୍ରକ୍ରିୟା ଏକ ନୀତିଗତ ପକ୍ଷାଘାତ। ଜନସାଧାରଣଙ୍କ ଟଙ୍କା ଏବଂ ବ୍ୟାଙ୍କ ଠକେଇ ସହିତ ଜଡିତ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ...
ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଓଏଫ୍ସି
ଭୁବନେଶ୍ୱର,୨୬ା୧(ସ୍ପୋଟର୍ସ ବ୍ୟୁରୋ):ଇଣ୍ଡିଆନ୍ ସୁପର ଲିଗ୍ରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଓଡ଼ିଶା ଏଫ୍ସି(ଓଏଫ୍ସି)। ଦଳ ନିଜ ଅନ୍ତିମ ୬ ମୁକାବିଲାରୁ ୫ଟିରେ ପରାଜିତ ହୋଇଥିବା ବେଳେ ବିଜୟଧାରାକୁ ଫେରିବାକୁ ପ୍ରୟାସ କରିବ। କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନରେ ଏଟିକେ...
ସିୟୁଟିଏମ୍ରେ ୩ଦିନିଆ ‘ଆଗ୍ରିଭିଜନ-୨୦୨୩’
ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ (ସିୟୁଟିଏମ୍) ପରିସରରେ ଏକ ୩ଦିନିଆ ଜାତୀୟସ୍ତରୀୟ କର୍ମଶାଳା ‘ଆଗ୍ରିଭିଜନ-୨୦୨୩’ ଅନୁଷ୍ଠିତ ହେବ। ଏପରିକି କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍ଏଆର୍ଏମ୍) ଓ ସେଞ୍ଚୁରିଅନ୍...
Archives


