ସମନ୍ବୟ ସହ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର,୨୯।୫: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭଦ୍ରକ ଏବଂ କଟକ ରେଲଓ୍ବେ ଷ୍ଟେଶନ ମଧ୍ୟରେ ୩ୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଉକ୍ତ ପ୍ରକଳ୍ପର ନିର୍ମାଣ…
ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାଙ୍କୁ ଗୁରୁତ୍ୱ
ଭୁବନେଶ୍ୱର,୨୯।୫: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍ଫର୍ମ ନେକ୍ସଟ୍ୱେଭ୍ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି। ଏପରିକି ଗତ ଦୁଇ ବର୍ଷରେ ନେକ୍ସଟ୍ୱେଭ୍ର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କମ୍ପାନୀରେ ନିଯୁକ୍ତି ମିଳିଥିବା ପ୍ଲାଟଫର୍ମ ପକ୍ଷରୁ ଘୋଷଣା…
କୋଲ୍ଗେଟ୍ ଷ୍ଟ୍ରଙ୍ଗ୍ ଟିଥ୍ ଟୁଥ୍ପେଷ୍ଟ୍ର ଶୁଭାରମ୍ଭ
ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଓରାଲ କେୟାର ବ୍ରାଣ୍ଡ୍ କୋଲ୍ଗେଟ୍ ପକ୍ଷରୁ କୋଲ୍ଗେଟ୍ ଷ୍ଟ୍ରଙ୍ଗ ଟିଥ୍ ଟୁଥ୍ପେଷ୍ଟ୍ର ଶୁଭାରମ୍ଭ କରାଯାଇଛି। ଏପରିକି ଏକ ନୂଆ ସତେଜ ଫର୍ମୁଲା ସହ ପୁଣି କୋଲ୍ଗେଟ୍ ବଜାରରେ ଗ୍ରାହକଙ୍କ ନିକଟତର ହେବ। ବିଶେଷ କରି କ୍ୟାଲ୍ସିୟମ ପରିମାଣ…
ମାଲାବାର ଗ୍ରୁପର ‘ହଙ୍ଗର ଫ୍ରି ଓ୍ବାର୍ଲଡ’
ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ରବିବାର ସର୍ବଭାରତୀୟ ସ୍ତରରେ ‘ଓ୍ବାର୍ଲଡ ହଙ୍ଗର ଡେ’ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦ ନଗର ଷ୍ଟୋର ପକ୍ଷରୁ ‘ହଙ୍ଗର…
ରୋଗ ଚିହ୍ନଟକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୨୭।୫: ଅନ୍ତଃରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ (ଜିପିଏଲ୍) ପକ୍ଷରୁ ଉଚ୍ଚ ରକ୍ତଚାପ ମାସ ପାଳିତ ହୋଇଯାଇଛି। ପ୍ରତି ବର୍ଷ ମେ ମାସରେ ମାସାଧିକ କାଳ ଏ ନେଇ ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ସାଙ୍ଗକୁ ଉକ୍ତ ମାସରେ ରୋଗ ଚିହ୍ନଟକୁ ଗୁରୁତ୍ୱ…
ବନ୍ଧନ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୭।୫: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ୟାଙ୍କର କାରବାର ଶୁଭାରମ୍ଭ କରିବାର ସାଢ଼େ ସାତ ବର୍ଷ ମଧ୍ୟରେ ମୋଟ ୨.୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହୋଇଛି।…
ହାଇ ୱାଟେଜ୍ ବ୍ୟାଟେନ୍ର ଶୁଭାରମ୍ଭ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ଏଲ୍ଇଡି ଲାଇଟ୍ ଉତ୍ପାଦକ ସୂର୍ୟା ରୋସ୍ନି ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ହାଇ ୱାଟେଜ୍ ବ୍ୟାଟେନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ବାସ୍ଥ୍ୟକର କରିବା ପାଇଁ କମ୍ପାନୀ…
ବଜାରରେ ଏନିଗ୍ମାର ନୂତନ ମଡେଲ
ନୂଆଦିଲ୍ଲୀ,୨୭।୫: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ଇଲେକ୍ଟ୍ରି ଭେହକିଲ(ଇଭି) ନିର୍ମାତା ଏନିଗ୍ମା ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କ୍ରିଙ୍କ୍ (ଟ୍ରେଡ୍ମାର୍କଡ୍) ଓ ଜିଟି ୪୫୦ (ଟ୍ରେଡ୍ମାର୍କଡ୍) ସିରିଜ୍ର ହାଇସ୍ପିଡ୍ ଭାରିଆଣ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା…
କ୍ରମ୍ପଟନ୍ର ମିନି ମାଷ୍ଟର ପ୍ଲସ୍ ପମ୍ପ
ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍ ଗ୍ରୀଭସ୍ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍ ପମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ସଦ୍ୟତମ ଛାମୁଆ ଉପତ୍ାଦ ଏକାଧିକ ନବୋନ୍ମେଷୀ ବୈଶିଷ୍ଟ୍ୟ ସହ…
ଜାରି ହେବ ୭୫ ଟଙ୍କିଆ ମୁଦ୍ରା
ନୂଆଦିଲ୍ଲୀ,୨୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ରେ ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଉଦ୍ଘାଟନ କରିବେ। ଏହି ଅବସରରେ କେନ୍ଦ୍ର ସରକାର ଏକ ୭୫ ଟଙ୍କିଆ ମୁଦ୍ରା ଜାରି କରିବାକୁ ଯାଉଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଗ୍ୟାଜେଟ୍ ବିଜ୍ଞପ୍ତି…
ଗତି ବାଇକ୍ ଏକ୍ସପ୍ରେସ୍ର ଶୁଭାରମ୍ଭ
ଭୁବନେଶ୍ୱର,୨୬।୫: ଦେଶର ପ୍ରମୁଖ ଲଜିଷ୍ଟିକ୍ସ ସେବା ପ୍ରଦାନକାରୀ ସଂସ୍ଥା ଗତି ଲିମିଟେଡ୍ ପକ୍ଷରୁ ଏକ ଅଭିନବ ସେବା ‘ଗତି ବାଇକ୍ ଏକ୍ସପ୍ରେସ୍’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ସ୍ବତନ୍ତ୍ର ଭାବେ ପରିକଳ୍ପିତ ଓ ସମ୍ପୂର୍ଣ୍ଣ ସୁରକ୍ଷିତ, ନିରାପଦ ଏବଂ ଗ୍ରାହକଙ୍କୁ ଅନ୍ ଟାଇମ୍…
ବିଓଏମ୍ର ବାର୍ଷିକ ଫଳାଫଳ
ଭୁବନେଶ୍ୱର,୨୬।୫: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଓଏମ୍ର ବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଋଣ ଓ ଜମା ଅଭିବୃଦ୍ଧି କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ…

