ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀରେ ମିଶୋ ସାମିଲ
ନୂଆଦିଲ୍ଲୀ,୨୪।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ମିଶୋ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ କରିଛି। ବିଶେଷକରି ବ୍ରାଣ୍ଡ୍ ଚଳିତ ବର୍ଷରେ ବିଶ୍ୱର ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଟାଇମ୍ସର ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। ଏପରିକି ମିଶୋ…
ପୁରୀ ରଥଯାତ୍ରାର ସୁଗମ୍ ଦର୍ଶନ ସୁଯୋଗ
ଭୁବନେଶ୍ୱର,୨୪।୬: ଭାରତର ଅଗ୍ରଣୀ ଦେୟ ଏବଂ ଆର୍ଥତ୍କ ସେବା ପ୍ରଦାନ ତଥା କ୍ୟୁଆର୍ ଓ ମୋବାଇଲ ପେମେଣ୍ଟର ପ୍ରମୁଖ କମ୍ପାନୀ ପେଟିଏମ୍ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ପୁରୀ ରଥଯାତ୍ରା ଉପଲକ୍ଷେ ଉକ୍ତମାନଙ୍କୁ…
ସ୍ବିସ୍ ବ୍ୟାଙ୍କରେ ୧୧ପ୍ରତିଶତ ହ୍ରାସ ପାଇଛି ଭାରତୀୟଙ୍କ ଜମା ରାଶି
ସ୍ବିଜରଲ୍ୟାଣ୍ଡ/ନୂଆଦିଲ୍ଲୀ,୨୩।୬: ସ୍ବିସ୍ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ଫାର୍ମା କମ୍ପାନୀ ଦ୍ୱାରା ଜମା ରାଶି ୨୦୨୨ମସିହାରେ ୧୧ପ୍ରତିଶତ ହ୍ରାସ ପାଇଛି। ତାହା ୩୦,୦୦୦କୋଟି ଟଙ୍କା ହୋଇ ଯାଇଛି। ଏଥିରେ ଭାରତର ଅନେକ ଶାଖା ଏବଂ ଅନ୍ୟାନ୍ୟ ବିତ୍ତୀୟ ପ୍ରତିଷ୍ଠାନଗୁଡିକର ଜମାରାଶି ମଧ୍ୟ…
ସାଓମିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୩।୬: ସାଓମି ଇଣ୍ଡିଆର ନୂତନ ଉତ୍ପାଦ ସାଓମି ପ୍ୟାଡ୍-୬ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହାର ଅତ୍ୟାଧୁନିକ ୱାୟାରଲେସ୍ ଇୟରବଡ୍-ରେଡ୍ମି ବଡ୍ସ ୪ ଆକ୍ଟିଭ୍ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଫ୍ଲାଗ୍ଶିପ୍ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୮୭୦ ପ୍ରୋସେସର…
ସିଏଚ୍ଆଇ ସହ ଏପିବିର ସହଭାଗିତା
ଭୁବନେଶ୍ୱର,୨୩।୬: ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କ (ଏପିବି) ଏବଂ କେୟାର ହେଲ୍ଥ ଇନ୍ସ୍ୟୁରାନ୍ସ (ସିଏଚ୍ଆଇ) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସହ କର୍ପୋରେଟ୍ ଏଜେନ୍ସି ଚୁକ୍ତି ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପ୍ରଦାନ ଲାଗି ଏକ ସହଜ ପହଞ୍ଚ…
ଏମ୍ପିପିସିଏଲ୍ ସହ ଗ୍ରୀଡ୍କୋର ଚୁକ୍ତିନାମା
ଭୁବନେଶ୍ୱର,୨୩।୬: ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଗ୍ରୀଡ୍କୋ ଲିମିଟେଡ୍ ଏବଂ ମଧ୍ୟପ୍ରଦେଶ ଶକ୍ତି ନିଗମ ଲିମିଟେଡ୍ (ଏମ୍ପିପିସିଏଲ୍) ମଧ୍ୟରେ ନିକଟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ହୋଇଥିବା ଜଣାପଡିଛି। ବିଶେଷକରି ୩୫୦ ମେଗାଓ୍ବାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ବିନିମୟ ବ୍ୟବସ୍ଥା ମାଧ୍ୟମରେ ଆଣିବା…
ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ‘ସ୍ନେହ ସୃଜନ’
ଭୁବନେଶ୍ୱର,୨୩।୬: ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏକ ୩ଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ‘ସ୍ନେହ ସୃଜନ’ ବାଲେଶ୍ୱର ଜିଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପରିଚାଳିତ ହୋଇଯାଇଛି। ବିଶେଷକରି ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ…
ପୁରୀ ରଥଯାତ୍ରା ଉପଲକ୍ଷେ ଜେଏସ୍ପି ଫାଉଣ୍ଡେଶନର ସେବା କାର୍ଯ୍ୟ
ଭୁବନେଶ୍ୱର,୨୩।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟର ଆୟୋଜନ କରାଯାଇଛି। ବିଶେଷକରି ଫାଉଣ୍ଡେଶନର ମିଶନ ଜିରୋ ହଙ୍ଗର…
ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…
ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ ପଦକ୍ଷେପ…
‘ଡିଏସ୍ପି ନିଫ୍ଟି ଆଇଟି ଇଟିଏଫ୍’
ନୂଆଦିଲ୍ଲୀ,୨୨।୬: ଡିଏସ୍ପି ମ୍ୟୁଚୁଆଲ ଫଣ୍ଡ୍ର ନୂତନ ଉତ୍ପାଦ ‘ଡିଏସ୍ପି ନିଫ୍ଟି ଆଇଟି ଇଟିଏଫ୍’ର ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପୋନ ଏଣ୍ଡେଡ୍ ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ ଭାବେ ଜଣାଶୁଣା। ଏପରିକି ଦୀର୍ଘମିଆଦୀ ଭିତ୍ତିରେ ଆଇଟି କମ୍ପାନୀଗୁଡ଼ିକର ଉନ୍ନତ ପ୍ରଦର୍ଶନରୁ…
ହୋଣ୍ଡା ୱିନ୍-ୱିନ୍ ଅଫରର ଶୁଭାରମ୍ଭ
ନୂଆଦିଲ୍ଲୀ,୨୨।୬: ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ୍ (ଏଚ୍ଆଇପିପି) ପକ୍ଷରୁ ଏକ ଅଭିନବ ଯୋଜନା ‘ହୋଣ୍ଡା ୱିନ୍-ୱିନ୍ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଚ୍ଆଇପିପିର ପୋର୍ଟେବଲ ଜେନେରେଟର ମଡେଲଗୁଡିକର ପ୍ରମାଣିତ ଲାଇନ ଅପ୍ ଉପରେ ମଧ୍ୟ ଆକର୍ଷଣୀୟ ଋତୁକାଳୀନ…
ବଡି କେୟାର କିଡ୍ସର ନ୍ୟୁ ସମର କଲେକ୍ସନ
ନୂଆଦିଲ୍ଲୀ,୨୨।୬: ବଡି କେୟାର ଇଣ୍ଟରନ୍ୟାଶନାଲ ଲିମିଟେଡ୍ର ଅଗ୍ରଣୀ କ୍ଲଥିଂ ଲାଇନ ବଡି କେୟାର କିଡ୍ସର ନୂତନ ସମୟ କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଚଳିତ ବର୍ଷର ଗ୍ରୀଷ୍ମଋତୁ ବା ଖରାଦିନ ପାଇଁ ଛୋଟପିଲାମାନଙ୍କର ଏକ ବିସ୍ତୃତ ରେଞ୍ଜର ନୂଆ ସାମଗ୍ରୀକୁ ବଜାର…

