୧୪ତମ ଫ୍ଲାଇଟ୍ ଅଫ୍ ଫାଣ୍ଟାସି ଅଭିଯାନ
ଭୁବନେଶ୍ୱର,୧୯।୬: ରାଜ୍ୟର ପ୍ରମୁଖ ସାମାଜିକ ସଂସ୍ଥା ଭୁବନେଶ୍ୱର ରାଉଣ୍ଡ୍ ଟେବୁଲ ୫୩ ଏବଂ ଭୁବନେଶ୍ୱର ଲେଡିଜ୍ ସର୍କଲ ୧୨ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଫ୍ଲାଇଟ୍ ଅଫ୍ ଫାଣ୍ଟାସି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଆର୍ଥିକ ଅନଗ୍ରସରଙ୍କ ଜୀବନରେ…
ଏସ୍ପିପିଏଲ୍ର ଷ୍ଟଲ୍ଓ୍ବାର୍ଟ ସ୍କାଏସିଟି ଲୋକାର୍ପିତ
ଭୁବନେଶ୍ୱର,୧୯।୬(ଅଭୟ ଦାଶ): ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ କମ୍ପାନୀ ଷ୍ଟଲ୍ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ (ଏସପିପିଏଲ) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧା ଅନ୍ତର୍ଗତ ଏକ ସର୍ବବୃହତ ପ୍ରକଳ୍ପ ‘ଷ୍ଟଲ୍ଓ୍ବାର୍ଟ ସ୍କାଏସିଟି’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି…
ଭାରତୀ ଆକ୍ସା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୧୯।୬: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କ ବୀମା ଦାବି ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି…
୨୦ରୁ ଜୀ-ସାର୍ଥକରେ ରଥଯାତ୍ରାର ସିଧା ପ୍ରସାରଣ
ଭୁବନେଶ୍ୱର,୧୯।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୀ-ସାର୍ଥକରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ହେବ। ଏପରିକି ଜୁନ୍ ୨୦ ସକାଳ ୬ ଘଟିକାରୁ ସା ୫ ଘଟିକା ପର୍ଯ୍ୟନ୍ତ ରଥଯାତ୍ରାର ସିଧା ପ୍ରସାରଣ ହେବ ବୋଲି ଚ୍ୟାନେଲ…
କାରବାରରେ ପ୍ରଯୁକ୍ତିକୁ ଗୁରୁତ୍ୱ
ଭୁବନେଶ୍ୱର,୧୯।୬: ଦେଶର ପ୍ରମୁଖ ଟାଇଲ ଉତ୍ପାଦନକାରୀ ସଂସ୍ଥା ଓରିଏଣ୍ଟବେଲ ଟାଇଲ୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ସରଳ ଓ ଅତ୍ୟାଧୁନିକ ସୁବିଧାର ପ୍ରୟୋଗ ସମ୍ପର୍କରେ ଘୋଷଣା କରାଯାଇଛି। ଫଳରେ ଗ୍ରାହକମାନେ ଘରେ ବସି ସେମାନଙ୍କର ଉତ୍ପାଦ ଅର୍ଡର ସାଙ୍ଗକୁ ଚୟନ ମଧ୍ୟ କରିପାରିବେ।…
ପେମେଣ୍ଟ ଗେଟ୍ୱେରେ ଅଧିକ ସଞ୍ଚୟ ସୁବିଧା
ଭୁବନେଶ୍ୱର,୧୯।୬ : ଡିଜିଟାଲ ଅର୍ଥ ଦେଣନେଣ ପ୍ଲାଟଫର୍ମ ଫୋନ୍ ପେ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଫୋନ୍ ପେର ପେମେଣ୍ଟ ଗେଟୱେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡ଼ିକୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାରେ…
କ୍ଲିନ୍ ଆଣ୍ଡ କ୍ଲିୟର୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୧୯।୬: କ୍ଲିନ ଆଣ୍ଡ କ୍ଲିୟରର ନୂତନ ଉତ୍ପାଦ ‘ଫୋମିଙ୍ଗ ଫେସୱାଶ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଝିଅମାନେ ସମ୍ମୁଖୀନ ହେଉଥିବା ବ୍ରଣ ଏବଂ ତୈଳାକ୍ତ ତ୍ୱଚା ସମସ୍ୟାର ଏହା ସମାଧାନ କରିବ। ଏପରିକି ଏହି ଶକ୍ତିଶାଳୀ ନୂଆ ଫର୍ମୁଲେଶନ…
ହୋଣ୍ଡା ନ୍ୟୁ ୟୁନିକର୍ଣ୍ଣର ବଜାର ପ୍ରବେଶ
ଭୁବନେଶ୍ୱର,୧୯।୬ (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ୟୁନିକର୍ଣ୍ଣର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣକୁ ନିକଟରେ…
ଡାସଲ୍ଟ ସିଷ୍ଟମ ଆପଣାଇବ ଜେଏସ୍ଏଲ୍
ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଭାରତର ଅଗ୍ରଣୀ ଷ୍ଟେନ୍ଲେସ୍ ଷ୍ଟିଲ୍ ନିର୍ମାତା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ସମସ୍ତ ୟୁନିଟ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଜିନ୍ଦଲ ଷ୍ଟେନ୍ଲେସ୍ ଷ୍ଟିଲ୍ ଡାସଲ୍ଟ ସିଷ୍ଟମକୁ…
ନିଟ୍ (ୟୁଜି) ୨୦୨୩ରେ ଜିନ୍ଦେଗୀ ଫାଉଣ୍ଡେଶନର ବାଜିମାତ୍
ଭୁବନେଶ୍ୱର,୧୮।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଟ୍ (ୟୁଜି) ଫଳାଫଳରେ ଜିନ୍ଦେଗୀ ଫାଉଣ୍ଡେଶନର ୧୩ରୁ ୧୩ ଜଣ ଛାତ୍ର ବାଜିମାତ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିଟ୍ (ୟୁଜି) ୨୦୨୩ର ଫଳାଫଳ ନିକଟରେ ପ୍ରକାଶିତ ହୋଇଯାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଜିନ୍ଦେଗୀ ଫାଉଣ୍ଡେଶନର ୧୩…
ଖିମ୍ଜୀ ଜୁଏଲର୍ସର ବୈକୁଣ୍ଠ କଲେକ୍ସନ
ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ ଅଳଙ୍କାରର ବ୍ୟାପକ ଡିଜାଇନ ‘ବୈକୁଣ୍ଠ କଲେକ୍ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ପବିତ୍ର ରଥଯାତ୍ରା ଉପଲକ୍ଷେ ଖିମ୍ଜୀ ଜୁଏଲର୍ସର…
ଟିଏସ୍ଏମ୍ଏଲ୍କୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ତଥା ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ମାନ୍ୟତା ପ୍ରଦାନ କରାଯାଇଛି। ବିଶେଷକରି ପରିବେଶ ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ…

