ହୋଣ୍ଡା ସାଇନ୍ ୧୨୫ ଉନ୍ମୋଚିତ
ନୂଆଦିଲ୍ଲୀ,୨୨।୬(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହୋଣ୍ଡା ସାଇନ୍ ୧୨୫ ମଡେଲର ନିକଟରେ ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍…
ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ମରାମତିକୁ ଗୁରୁତ୍ୱ
ଭୁବନେଶ୍ୱର,୨୨।୬: ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ବିଦ୍ୟୁତ୍ ଯୋଗାଣକୁ ପ୍ରାଥମିକତା ଦେବା ଲାଗି ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ୨୦୨୩ ମାର୍ଚ୍ଚ ପରଠାରୁ ରାଜ୍ୟରେ ବାରମ୍ବାର କାଳବୈଶାଖୀ ଝଡ଼ରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ୬୫୭…
ବଜାରରେ କେଣ୍ଟ୍ର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୨୨।୬: କେଣ୍ଟ୍ ଆର୍ଓ ସିଷ୍ଟମ୍ସ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କେଣ୍ଟ୍ ଗ୍ରାଣ୍ଡ ଷ୍ଟାର୍-ବି ଓ୍ବାଟର ପୁରିଫାୟରର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କେଣ୍ଟ୍ର ଏହି ନୂତନ ଉତ୍ପାଦ ଅତ୍ୟନ୍ତ କ୍ଷମତାଶାଳୀ…
ଇଚ୍ଛାକୃତ ଋଣ ଖିଲାପକାରୀଙ୍କୁ ଦଣ୍ଡ ଫାଙ୍କିବା ସୁଯୋଗ
ନୂଆଦିଲ୍ଲୀ,୨୨ା୬ : ଟେକ୍ନିକାଲ ରାଇଟ୍-ଅଫ୍ସର ତାତ୍ପର୍ଯ୍ୟ ହେଉଛି, ଏକ ବ୍ୟାଙ୍କ ବକେୟା ରାଶି ଆଦାୟ ଅଧିକାର ତ୍ୟାଗ ନ କରି ନିଜ ଖାତାରୁ ଏନ୍ପିଏକୁ ହଟାଇବା। ଅର୍ଥାତ୍ ଋଣକୁ ସମ୍ପତ୍ତି ଆକାରରେ ନ ଦେଖାଇ ବ୍ୟାଙ୍କ ଟଙ୍କା ଆଦାୟ ଉଦ୍ୟମ ଜାରି…
୪୭୦ ବିମାନ କିଣିବ ଏୟାର ଇଣ୍ଡିଆ…
ନୂଆଦିଲ୍ଲୀ,୨୧।୬ : ଏୟାର ଇଣ୍ଡିଆ ଏୟାରବସ ଏବଂ ବୋଇଙ୍ଗ ସହିତ ପ୍ରାୟ ୭୦ ବିଲିୟନ ଡ଼ଲାର ଅର୍ଥାତ ୫.୪୭ ଲକ୍ଷ କୋଟି ଟଙ୍କାରେ ୪୭୦ ବିମାନ କ୍ରୟ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି। ଟାଟା ଗ୍ରୁପ ମାଲିକାନା ବିମାନ କମ୍ପାନୀ…
ସାମ୍ସଙ୍ଗ୍ର ସଲ୍ଭ ଫର୍ ଟୁମରୋ
ଭୁବନେଶ୍ୱର,୨୧।୬: ସାମ୍ସଙ୍ଗ୍ ଇଣ୍ଡିଆର ଫ୍ଲାଗ୍ଶିପ୍ ଯୁବ ଶିକ୍ଷା ଏବଂ ଅଭିନବ ପ୍ରତିଯୋଗିତା ‘ସଲ୍ଭ ଫର୍ ଟୁମରୋ’ ପାଇଁ ଶ୍ରେଷ୍ଠ ୩୦ଦଳର ନାମ ଘୋଷଣା କରାଯାଇଛି। ଏପରିକି ଉକ୍ତ ଦଳଗୁଡିକ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା, ରାଜସ୍ଥାନ, ଆସାମ,…
ଇନ୍ଫିନିକ୍ସର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୧।୬: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଇନ୍ଫିନିକ୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ‘ନୋଟ୍ ୩୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ନୋଟ୍ ୩୦ ୫ଜିରେ ଆଇପିଏସ୍ ଏଲ୍ଟିପିଏସ୍ ୬.୭୮ ଇଞ୍ଚ୍ର ଫୁଲ୍ ଏଚ୍ଡି+ ୧୨୦ଏଚ୍ଜେଡ୍…
ଆଇଏମ୍ଏମ୍ଟି ଭୁବନେଶ୍ୱର ସହ ଏଏମ୍ଏନ୍ଏସ୍ ଇଣ୍ଡିଆର ବୁଝାମଣା
ଭୁବନେଶ୍ୱର,୨୧।୬: (ଅଭୟ ଦାଶ): ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ (ଏଏମ୍-ଏନ୍ଏସ୍) ଇଣ୍ଡିଆର ଓଡ଼ିଶା ୟୁନିଟ୍ ଏବଂ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସିଏସଆଇଆର୍-ଆଇଏମ୍ଏମ୍ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ନିମ୍ନମାନର ଲୁହାପଥର ଓ ଲୁହାପଥର…
ନକଲି ଔଷଧ ଉପରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛନ୍ତି ଭାରତ ସରକାର…
ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଭାରତରେ ନକଲି ଔଷଧ ଉପରେ ଶୂନ୍ୟ ସହନଶୀଳ ନୀତି ଅନୁସରଣ କରାଯାଇଛି। ଭାରତରେ ଅପମିଶ୍ରିତ କଫ ସିରପ ଯୋଗୁଁ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିବା ପରେ ୭୧ ଟି କମ୍ପାନୀକୁ କାରଣ…
ବଡ଼ଦାଣ୍ଡରେ ଆଇଟିସି ଆଶୀର୍ବାଦର ବିଶାଳ ଷ୍ଟଲ୍
ଭୁବନେଶ୍ୱର,୨୦।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ରଥଯାତ୍ରାରେ ଆଶୀର୍ବାଦ ଅଟା ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ କରାଯାଇଛି। ଉକ୍ତ ଷ୍ଟଲ୍ ପରିସରରେ ବ୍ରାଣ୍ଡ୍ର ସମସ୍ତ ଉତ୍ପାଦ ସାଙ୍ଗକୁ ଜଗନ୍ନାଥ ମହାପ୍ରଭୁଙ୍କର ଅନେକ ଅନୁଭୂତି ସବୁ ବର୍ଗର ଭକ୍ତ…
କାଫେ ଆକାଶ ମେନ୍ୟୁର ଶୁଭାରମ୍ଭ
ଭୁବନେଶ୍ୱର,୨୦।୬: ଆକାଶ ଏୟାର ପକ୍ଷରୁ ନିକଟରେ ନୂଆ କାଫେ ଆକାଶ ମେନ୍ୟୁର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀର ସମଗ୍ର ନେଟୱର୍କରେ ଏକ ବର୍ଦ୍ଧିତ ଇନଫ୍ଲାଇଟ ଖାଦ୍ୟ ଏବଂ ପାନୀୟ ମେନ୍ୟୁର ଆରମ୍ଭ ହୋଇଯାଇଛି। ଏୟାରଲାଇନ୍ସର ଇନଫ୍ଲାଇଟ ଭୋଜନ ସେବା, କାଫେ ଆକାଶ…
ଜେଇଇ(ଆଡଭାନ୍ସଡ)ରେ ଆକାଶ ବାଇଜୁସର ବାଜିମାତ
ଭୁବନେଶ୍ୱର,୧୯।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ୨୦୨୩ରେ ବାଜିମାତ କରିଛି। ଏପରିକି ଶ୍ରେଷ୍ଠ ୧୦୦ ସ୍ଥାନରେ…

