ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୭:ରିଅଲ୍‌ମିର ନୂତନ ଉତ୍ପାଦଗୁଡିକର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଏହାର ଚାମ୍ପିୟନ୍‌ ସିରିଜ୍‌ରେ ନୂତନତମ ଯୋଗ ସହ ରିଅଲ୍‌ମି ସି୫୩ ଏବଂ ରିଅଲ୍‌ମି ପ୍ୟାଡ-୨ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଅତ୍ୟାଧୁନିକ ଫିଚର, ଲିପ୍‌-ଫର୍‌ୱାର୍ଡ ଟେକ୍ନୋଲୋଜିକାଲ ଆଡ୍‌ଭାନ୍ସମେଣ୍ଟ୍‌ ଓ ଶକ୍ତିଶାଳୀ ପ୍ରଦର୍ଶନରେ ସୁସଜ୍ଜିତ ଏହି ଉପତ୍ାଦଗୁଡିକ ଶିଳ୍ପରେ ବିପ୍ଳବ ଆଣିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ରିଅଲ୍‌ମି ସି୫୩ ସେଗମେଣ୍ଟ୍‌ର ପ୍ରଥମ ଓ ଏକମାତ୍ର ସ୍ମାର୍ଟଫୋନ୍‌, ଯାହାକି ୩ ଗୁଣ ଇନ୍‌-ସେନ୍ସର ଜୁମ୍‌ ସହିତ ୧୦୮ଏମ୍‌ପି ଅଲ୍‌ଟ୍ରା କ୍ଲିୟର କ୍ୟାମେରା, ୮ଏମ୍‌ପି ସେଲ୍‌ଫି କ୍ୟାମେରା ସହିତ ସୁସଜ୍ଜିତ ରହିଛି। ସେହିପରି ରିଅଲ୍‌ମି ପ୍ୟାଡ୍‌ ୨ ହେଉଛି ସେଗମେଣ୍ଟ୍‌ର ପ୍ରଥମ ଟାବ୍‌ଲେଟ୍‌ ଯେଉଁଥିରେ ୧୨୦ଏଚ୍‌ଜେଡ୍‌ ୨କେ ଡିସ୍‌ପ୍ଲେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri